ମଦର ହୋମ୍‌ ଡେଲିଭରି ଏବଂ ପରୋକ୍ଷ ବିକ୍ରି ପାଇଁ ରାଜ୍ୟମାନେ ଧ୍ୟାନ ଦେବା ଉଚିତ: ସୁପ୍ରି୍‌ମକୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶ ସାରା ଯେଉଁ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି ସେହି ସମୟରେ ରାଜ୍ୟ ସରକାରମାନେ ମଦ ବିକ୍ରି ପ୍ରତ୍ୟକ୍ଷ ଭାବେ ନକରି ପରୋକ୍ଷ ବିକ୍ରି କରିବା ଲାଗି ସୁପ୍ରିମ୍‌କୋର୍ଟ … Read More

୫୫୭ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାରାଷ୍ଟ୍ରର ୫୫୭ଜଣ ପୁଲିସ କର୍ମଚାରୀଙ୍କ ନମୁନାରେ କରୋନା ଭୁତାଣୁ ଠାବ କରାଯାଇଛି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେମାନଙ୍କ ପରୀକ୍ଷା କରାଯାଇଛଇ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖ କହିଛନ୍ତି।  ରାଜ୍ୟରେ ଏବେ ସମୁଦାୟ କୋଭିଡ୍‌ ରୋଗୀ … Read More

ପୁରୀରେ ରଥ ନିର୍ମାଣ ଆରମ୍ଭ, ରାତି୧୦ ଯାଏ ଚାଲିବ ରଥକାମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।  କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ମହାରଣାମାନଙ୍କୁ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବାକୁ … Read More

ଭୂତାଣୁ ସାମ୍ନାରେ ମଣିଷ ଅସହାୟ କାହିଁକି ?

କୋଭିଡ଼୍‌ -୧୯ ପୂର୍ବରୁ ମଧ୍ୟ ମାନବ ସଭ୍ୟତା ଭୂତାଣୁ କାରଣରୁ ଅଗଣିତ ମହାମାରୀର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ କୌଣସି ଠୋସ୍ ଉପଶମ ମିଳିପାରି ନାହିଁ। ଅଂଜଳି ମିଶ୍ରା  ହୋମୋ ସାପିଏନ୍ସ (ମଣିଷ) ହେଉଛି ଏକମାତ୍ର ଜୀବ ଯାହାକି … Read More

ଅଦୃଶ୍ୟ ଦୂରଦୃଷ୍ଟିରେ କରୋନାର କରୁଣ କାହାଣୀ

କରୋନା କ୍ରେଡିଟ୍ ପାଇଁ କମ୍ପିଟିସନ୍ ଚାଲିଛି। ପ୍ରଶାସକଙ୍କ ହାତରେ ଦେଶ ଓ ରାଜ୍ୟର ଭାଗ୍ୟ। ପୁଲିସ ଚାପରେ ଜନତା ଚେପା ହେଉଛନ୍ତି । ଅର୍ଥାତ୍‌ ଅତୀତର ସବୁ ବିପର୍ଯ୍ୟୟଠୁ ଯେ, କରୋନା ବିପର୍ଯ୍ୟୟ ବଳି ଯାଇଛି, ଏହା କାହାକୁ ଆଉ ଅଛପା … Read More

କେନ୍ଦ୍ରାପଡ଼ାରେ  ଲକଡାଉନ ଉଲ୍ଲଂଘନ: ୮୯ ମାମଲା ଓ ୩ଲକ୍ଷ ୩୦ ହଜାର ଜୋରିମାନା

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) ଜିଲ୍ଲାରେ ଲକଡାଉନ ଉଲଂଘନ କରିଥିବା ଅଗଭିଯୋଗରେ ୧୫୯ ଜଣଙ୍କ ନାମରେ ୮୯ଟି ମାମଲା ରୁଜ୍ଜୁ କରାଯାଇଛି । ଏଥିସହ ୬ଟି ବମାଇକ, ୧୦ଟି ୪ ଚକିଆ ଓ ୨ଟି ଅଟୋ ଜବତ କରାଯାଇଛି ଓ ୩ ଲକ୍ଷ ୩୦ … Read More

କେନ୍ଦ୍ରାପଡ଼ାରେ ୫୮ ପ୍ରବାସୀ ଶ୍ରମିକଙ୍କ ନମୁନା କରୋନା ନେଗେଟିଭ, ୮ ଆକ୍ରାନ୍ତ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ କେରଳରୁ ଫେରିଥିବା ୫୮ ଜଣ ଶ୍ରମିକଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶହ … Read More

ଦେଶରେ ୫୬ ହଜାର ୩୪୨ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଦେଶରେକରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୫୬୩୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୬୫୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧୮୮୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା … Read More

ଦାଦନ ଶ୍ରମିକଙ୍କ ଉପରେ ଚଢ଼ିଗଲା ମାଲ୍‌ବାହୀ ଟ୍ରେନ୍‌: ୧୪ ମୃତ, ୫ ଗୁରୁତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏକ ମାଲବାହୀ ଟ୍ରେନ୍‌ ଚଢ଼ିଯିବାରୁ ୧୪ଜଣ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି। ଆଉ ୫ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ଅନ୍ତର୍ଗତ ଜାନ୍‌ଲା ଏବଂ ଔରଙ୍ଗାବାଦ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏପରି … Read More

#coronaUpdate: ରାଜ୍ୟରେ ବଢ଼ୁଛି କରୋନା ବିତ୍ପାତ, ଦିନକରେ ୪୦ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଢ଼ି ଚାଲିଛି କରୋନା ଭୁତାଣୁର ବିତ୍ପାତ। ଏହି ବିତ୍ପାତରେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଆତଙ୍କ। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ସମୁଦାୟ ରୋଗୀଙ୍କ ତାଲିକାରେ ୪୦ଜଣ ନୂଆ ରୋଗୀଙ୍କ ନାଁ … Read More