କରୋନା ଲକ୍‌ଡାଉନ୍: ଭାରତୀୟମାନଙ୍କର ଯୋଗାଡ଼ର କୌଣସି ତୁଳନା ନାହିଁ

ଚିତ୍ର କହେ ଅନେକ କଥା । ସାମାଜିକ ଦୂରତା ପାଇଁ ଦୁଗ୍ଧ ବିକ୍ରେତାଙ୍କ ଅଭିନବ ଉପାୟ ।

ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଟିକେଟ୍ ଦେବାକୁ ନେଇ ଗେହଲୋଟ୍ ସରକାରର ୟୁ-ଟର୍ଣ୍ଣ

ପୂର୍ବରୁ ସେମାନେ ଶ୍ରମିକମାନଙ୍କୁ ହଟାଇବା ପାଇଁ ଏକ ହୋହଲ୍ଲା ସୃଷ୍ଟି କରୁଥିଲେ ! କୁଆଡ଼େ ଗଲା ସୋନିଆଙ୍କ ଟିକେଟ ଖର୍ଚ୍ଚ ଦେବା ଘୋଷଣା ? ବହୁ ଦିନ ଧରି ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ଦୌଡ଼ୁଥିବା ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର … Read More

ଦିନକରେ ୧୬୫ କୋଟି ଟଙ୍କାର ମଦ ବିକିଲା କଣ୍ଣାଟକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋଟିଏ ଦିନରେ କଣ୍ଣାଟକାରେ ୧୬୫ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ  ସମୁଦାୟ ୩୩ ଲକ୍ଷ ୪୯ ହଜାର ଲିଟର ମଦ ବିଭିନ୍ନ କାଉଣ୍ଟରରୁ ଲୋକେ … Read More

କରୋନା ଜୀବାଣୁ ମାମଲାରେ ସମସ୍ତଙ୍କୁ ବୋକା ବନାଉଛି ଚୀନ୍‌

ଚୀନ୍‌ର ୱୁହାନର ମାଛ ବଜାରଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ଚୀନ୍‌ର ଲାବୋରେଟୋରୀରୁ କରୋନା ଜୀବାଣୁ ଉତ୍ପନ୍ନ ହୋଇଥିଲା ବୋଲି ସମଗ୍ର ଦୁନିଆର ଅନେକ ଦାୟିତ୍ୱବାନ ସଂଗଠନ ବିଶ୍ୱାସ କରନ୍ତି । ରାମ ଯାଦବ  ମଇ ୫ ସୁଦ୍ଧା, କରୋନା ଜୀବାଣୁ … Read More

ଅଗଷ୍ଟ ୨୩ରେ ଜେଇଇ ଆଡ୍‌ଭାନ୍ସ

ବିଭିନ୍ନ ଆଇଆଇଟି ଏବଂ ମେଡିକାଲ୍‌ କଲେଜ୍‌ରେ ଆଡ୍‌ମିଶନ ପାଇଁ ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଆସନ୍ତା ଅଗଷ୍ଟ ୨୩ ତାରିଖରେ ହେବ। ଏହାକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ମାନବସମ୍ବଳ ମନ୍ତଅୀ ରମେଶ ପୋଖରିୟାଲ୍‌ ଘୋଷଣା  କରିଛନ୍ତି। … Read More

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨୧୯, ରେଡ୍‌ ଜୋନ୍‌ରେ ଗଞ୍ଜାମ, ଅରେଞ୍ଜରେ ମୟୁରଭଞ୍ଜ ଓ ଜଗତସିଂହପୁର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଆଜି ସକାଳ ୭ଟାରେ ଯେଉଁ ସଂଖ୍ୟା  ୨୦୫ ଥିଲା ତାହା ସନ୍ଧ୍ୟା୭ଟା ବେଳକୁ ୨୧୯ରେ ପହଞ୍ଚିଛି। ଅର୍ଥାତ୍‌ ଗଲା ୧୨ ଘଣ୍ଟାରେ ୧୪ଜଣ ନୂଆ ଶରୀରରେ କରୋନା … Read More

ରଥ ତିଆରିକୁ ଅନୁମତି, ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ନା ନାହିଁ? ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନେବା ଲାଗି କେନ୍ଦ୍ର କୋଟ;କୁ ଫିଙ୍ଗାଯାିଥିବା ବଲ୍‌ର ଜବାବ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।  ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରଣାଳୟ ଦେଇଥିବେ ଏକ … Read More

ଶ୍ରମିକଙ୍କ ଆସିବା ଉପରେ ଲଗାମ ଲଗାଇଲେ ହାଇକୋର୍ଟ; ପ୍ରଥମେ ପରୀକ୍ଷଣ ତା’ପରେ ପ୍ରବେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଏଣିକି ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କୌଣସି ରାଜନୀତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ସେମାନଙ୍କୁ ଅଣାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏକ ଜନସ୍ଵାର୍ଥ ମାମଲାର ବିଚାର … Read More

ଭାଇଜାଗରେ ଗ୍ୟାସ୍ ଲିକ୍ ହେତୁ ମୃତ୍ୟୁ ପାଇଁ ‘ଷ୍ଟାଇରେନ୍’ କିପରି ଦାୟୀ- ତାହା ମାନବ ଶରୀର ଉପରେ ପ୍ରଭାବ ପକାଇଥାଏ

ଆଜି ସକାଳେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲଜି ପଲିମର ପ୍ଲାଣ୍ଟରୁ ଷ୍ଟାଇରିନ ନାମକ ଏକ ରାସାୟନିକ ଗ୍ୟାସ ଲିକ୍‌ ହେତୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ ସିପିଂ ଗ୍ୟାସ୍ ଷ୍ଟାଇରନ୍ ହୋଇପାରେ । … Read More

ପାଣିପାଗ ବିଭାଗ ବୁଲେଟିନ୍‌ରେ ପିଓକେ, ଗିଲ୍‌ଗିଟ-ବାଲ୍‌ଟିସ୍ତାନ ଏବଂ ମୁଜାଫରବାଦ ମଧ୍ୟ ଅନ୍ତର୍ଭୁକ୍ତ

ଗିଲ୍‌ଗିଟ-ବାଲ୍‌ଟିସ୍ତାନରେ ନିର୍ବାଚନ କରିବାକୁ ପାକିସ୍ତାନୀ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଭାରତ ଗିଲ୍‌ଗିଟ-ବାଲ୍‌ଟିସ୍ତାନ ଦେଶର ସ୍ୱଚ୍ଛ, ଅବିଚ୍ଛେଦ୍ୟ ଅଙ୍ଗ କରିସାରିଛି ‘ବେଆଇନ ତଥା ଜବରଦଖଲକାରୀ ଅଞ୍ଚଳ’ରେ ପାକିସ୍ତାନ ହସ୍ତକ୍ଷେପ କରିବା ଉଚିତ ନୁହେଁ: ଭାରତ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହାର ବୁଲେଟିନ୍‌ରେ … Read More