ରାଜ୍ୟରେ କରୋନା ବିସ୍ଫୋରଣ: ସମୁଦାୟ ୨୮୪, ସକ୍ରିୟ୨୧୯; କାଲି ରାତିରେ ଆଉ ୧୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ଦିନକୁ ଦିନ ବିସ୍ଫୋରଣ ଘଟୁଛି। ଗଲା ୨୪ ଘଣ୍ଟା ଭିତରେ ୩୯ଜଣ ସନ୍ଦିଗ୍ଧଙ୍କ ନମୁନାରେ କରୋନା ଭୁତାଣୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ରୋଗୀଙ୍କ ସଂଖ୍ୟା ୨୮୪ରେ ପହଞ୍ଚିଛି।  ସେମାନଙ୍କ … Read More

୬୫ ହଜାର କୋଟି ରାହୁଲ ଗାନ୍ଧୀ ଦାବି କରୁଥିବାବେଳେ ୧.୭୦ କୋଟିର କେନ୍ଦ୍ରୀୟ ପ୍ୟାକେଜ୍ କାର୍ଯ୍ୟକାରୀ ହୋଇସାରିଛି

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର କେବଳ ସବ୍‌ସିଡ଼ି ଏବଂ କଲ୍ୟାଣ ପାଇଁ ୪ ଲକ୍ଷ କୋଟି ଟଙ୍କା ଦେଇଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗରିବଙ୍କ ପାଇଁ ୬୫ହଜାର କୋଟି ଟଙ୍କା ଦାବି କରୁଛନ୍ତି ୧.୭୦ ଲକ୍ଷ କୋଟି ଟଙ୍କା ଯୋଜନା … Read More

ସ୍ଵାସ୍ଥ୍ୟ ବିଭାଗର ଭେଳିକି: ସନ୍ଧ୍ୟାରେ ଓଡ଼ିଶା, ରାତିରେ ମହାରାଷ୍ଟ୍ର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସନ୍ଧ୍ୟାବେଳେ ରାଜ୍ୟର  କରୋନା ରୋଗୀଙ୍କ ସଂଖ୍ୟା ୨୭୧ ଥିଲା। ରାତିରେ ତାହା ୨୭୦ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଏହି ରୋଗୀ ଜଣକ ମହାରାଷ୍ଟ୍ରର। ସେ ଏକ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ … Read More

ଫାଭିପିରଭିର ଔଷଧ କ୍ଲିନିକାଲ୍ ପରୀକ୍ଷାରେ ସଫଳ ହେଲେ ଶସ୍ତାରେ କରୋନା ଔଷଧ ମିଳିବ

ଡିଜିସିଆଇ ଫାଭିପିରଭିରର କ୍ଲିନିକାଲ୍ ପରୀକ୍ଷା ଏବଂ ଫାଇଟୋଫାରମାସ୍ୟୁଟିକାଲ୍ ଅନୁମୋଦନ ଏକ ସପ୍ତାହରେ ଫାରିପିରଭିର ଉପରେ ପରୀକ୍ଷା ଆରମ୍ଭ,ସିଏସଆଇଆର ଦେଢ଼ ମାସ ପର୍ଯ୍ୟନ୍ତ ଚାଲିବ   ଯଦି ପରୀକ୍ଷା ସଫଳ ହୁଏ, ବଜାରରେ ଶସ୍ତା କରୋନା ଔଷଧ ଉପଲବ୍ଧ ହେବ ବିଶ୍ୱର ବୈଜ୍ଞାନିକ … Read More

ବାବ୍ରି ମସଜିଦ ଭାଙ୍ଗିବା ମାମଲା ଶୁଣାଣି ୩୧ ଅଗଷ୍ଟ ସୁଦ୍ଧା ଶେଷ କର- ସୁପ୍ରିମକୋର୍ଟ

ଏହି ମାମଲାରେ ବିଜେପି ନେତା ଏଲ.କେ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ବିଚାର ଚାଲିଛି  ଜଷ୍ଟିସ୍ ରୋହିଣ୍ଟନ୍ ନରିମାନଙ୍କ ନେତୃତ୍ୱରେ ଏକ ବେଞ୍ଚ ସ୍ୱତନ୍ତ୍ର ବିଚାରପତିଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିବୃତ୍ତି ରେକର୍ଡ଼ କରିବାକୁ କହିଛି  … Read More

ଚିକିତ୍ସା ପରେ ପ୍ରତ୍ୟେକ ତିନୋଟି କୋଭିଡ଼୍‌ -୧୯ ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ, ସୁସ୍ଥ ହାର ୨୯.୩୬% କୁ ବୃଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

 ଦେଶର ୧୬୫୪୦ ଲୋକ କୋଭିଡ଼୍‌ – ୧୯ ରୋଗରେ ଆରୋଗ୍ୟ ହୋଇଥିବାବେଳେ ୩୭୯୧୬ ରୋଗୀ ଚିକିତ୍ସିତ ହେଉଛନ୍ତି   ୪୨ଟି ଜିଲ୍ଲାରେ ୨୮ଦିନ, ୨୯ ଟି ଜିଲ୍ଲାରେ ୨୧ ଦିନ, ୧୪ ଦିନଠାରୁ ୩୬ ଜିଲ୍ଲାରେ କୌଣସି ନୂତନ କରୋନା ମାମଲା ନାହିଁ  … Read More

ଜୁନ୍ ମାସରେ କରୋନା ଶିଖରରେ ରହିବ ! ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉତ୍ତର

ଲକଡାଉନ୍ ତୃତୀୟ ପର୍ଯ୍ୟାୟ ସମୟରେ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନିକଟରେ ଦିଲ୍ଲୀ ଏଆଇଏମ୍ଏସ୍‌ର ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି ଯେ ଭାରତରେ ସଂକ୍ରମଣ ସ୍ତର ଜୁନ୍ ମାସରେ ସର୍ବୋଚ୍ଚ ସ୍ତରକୁ ଯାଇପାରେ । ଏହା … Read More

ଗଞ୍ଜାମରେ କରୋନା ବିସ୍ଫୋରଣ: ପୁଣି ବଢ଼ିଲେ ୨୪, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା ଉପରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ୧୨ ଘଣ୍ଟାରେ ଗଞ୍ଜାମରେ ୨୪ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହୋଇଛି। ରାଜ୍ୟର ସମୁଦାୟ ସଂଖ୍ୟା ଏବେ ୨୭୧ ହୋଇଛି। ସେମାନଙ୍କ ଭିତରୁ ୨୦୬ଜଣ ସକ୍ରିୟ … Read More

ଫେରିପାରିବେ ପ୍ରବାସୀ, ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଆସିବାକୁ ଥିବା ଶ୍ରମିକଙ୍କ ଆସିବା ଉପରେ ହାଇକୋର୍ଟ ଯେଉଁ ରୋକ୍‌ ଲଗାଇଥିଲେ ତାହାକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଅର୍ଥାତ୍‌ ବିନା କୌଣସି ଯାଞ୍ଚରେ ବି ଓଡ଼ିଶାକୁ ଶ୍ରମିକ ଫେରିପାରିବେ। ଗୁରୁବାର ଦିନ ହାଇକୋର୍ଟ … Read More

ଜୁଲାଇ ୧୫ ଭିତରେ ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ଜୁଲାଇ୧ରୁ ଆରମ୍ଭ ହୋଇ ୧୫ ତାରିଖ ଭିତରେ ସିବିଏସ୍‌ଇ ୧୦ମ ଓ ଦ୍ଵାଦଶ ପରୀକ୍ଷା ଶେଷ ହେବ। ଏଥିନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା ହେତୁ ପରୀକ୍ଷା ଅଧାରୁ  ସ୍ଥଗିତ … Read More