ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ଆଶଙ୍କା: ମଣିଷର ସହଚର ହୋଇପାରେ କରୋନା ଭୁତାଣୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁର ବିନାଶ ନ ହୋଇପାରେ। ଏହା ମଣିଷ ସହ ସବୁଦିନ ରହିପାରେ। ଏଣୁ ଏଥିଲାଗି ବିଶ୍ଵର ପ୍ରତିଟି ଦେଶ ସତର୍କ ରହି ଆବଶ୍ୟକ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି। … Read More

#Corona Update: ୨୪ ଘଣ୍ଟାରେ ୩୭୨୨ ନୂଆ କରୋନା ପଜିଟିଭ୍‌, ଭାରତରେ ସଂଖ୍ୟା ୭୮୦୦୩

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ଭିତରେ ଦେଶରେ ସମୁଦାୟ ୩୭୨୨ ଜଣ ନୂଆ କରୋନା ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଦେଶରେ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୭୮ ହଜାର ପାର କରିଛି। ସ୍ଵାସ୍ଥ୍ୟ ଓ … Read More

#corona Update: ରାଜ୍ୟରେ ୭୩ ନୂଆ କରୋନା ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୧୧

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୬୦୦ ପାର କରିଛି। ବୁଧବାରଦିନ ୭୩ ନୂଆ ସାମ୍ପଲ୍‌ରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ଭିତରୁ ୪୬୫ଜଣ ଆକ୍ରାନ୍ତ  ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ … Read More

କରୋନା ପ୍ୟାକେଜ୍‌କୁ ନବୀନଙ୍କ ସ୍ଵାଗତ; ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ‘ଆତ୍ମ ନିର୍ଭରଶୀଳ ଭାରତ’ ଯୋଜନା ବା କରୋନା ଯୋଗୁ  ବିପର୍ଯ୍ୟସ୍ତ ଅର୍ଥନୀତିକୁ ପ୍ରୋତ୍ସାହନ କରିବା ଲାଗି ଘୋଷଣା କରାଯାଇଥିବା  ପ୍ରୋତ୍ସାହନ ପ୍ୟାକେଜ୍‌କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ … Read More

ଲକଡାଉନ୍ ୪.୦ ସମ୍ପୂର୍ଣ୍ଣ ଭିନ୍ନ ହେବ

କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚତୁର୍ଥ ଥର ପାଇଁ ଦେଶକୁ ମେ ୧୨ରେ ଉଦ୍‌ବୋଧନ ଦେଇଥିଲେ । ବର୍ତ୍ତମାନ ସମସ୍ତଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ପ୍ରଗତିର ମଧ୍ୟ ଯତ୍ନ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ … Read More

ଓଡ଼ିଶା ଫେରନ୍ତାଙ୍କ ଲାଗି ମୋ’ ବସ୍‌ ସ୍ଵତନ୍ତ୍ର ସେବା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ଫେରନ୍ତାଙ୍କ ଲାଗି ମୋ’ ବସ୍‌ ତରଫରୁୁ ସ୍ଵତନ୍ତ୍ର ବସ୍‌ ସେବା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଗୁରୁବାରଠାରୁ ଏହି ସେବା ଆରମ୍ଭ ହେବ। ବିମାନ ବନ୍ଦର ଏବଂ ରେଳ ଷ୍ଟେସନ୍‌ରୁ ଏହି ସେବା ଆରମ୍ଭ ହେବ। … Read More

ଜାନୁୟାରୀରେ ଜିଓ ଯୋଡିଲା ଓଡ଼ିଶାରୁ ୨.୮ ଲକ୍ଷ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡିଶରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୂୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ … Read More

କୋଭିଡ୍‌ ପରିସ୍ଥିତିରେ ସ୍ଵାସ୍ଥ୍ୟ ସଚିବଙ୍କ ବଦଳି

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ରାଜ୍ୟ କରୋନା ମହାମାରୀ ଭଳି ସ୍ଵାସ୍ଥ୍ୟ ସଙ୍କଟରେ ଲଢ଼ୁଥିବା ବେଳେ ଖୋଦ୍ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ସେ ଏଣିକି ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ … Read More

ନଭେମ୍ବର ଶେଷ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ସମୟସୀମା ବଢ଼ିଲା

ବିବାଦରୁ ବିଶ୍ୱାସ ଯୋଜନା ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା  ସରକାର ଆକଳନ ବର୍ଷ ୨୦୧୯-୨୦ ସମୟର ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହା ସହିତ ଟିକସ ବିବାଦର ସମାଧାନ ପାଇଁ ଆଣିଥିବା … Read More

ବିମାନ ସେବା ମଇ ୧୯ ରୁ ଆରମ୍ଭ ହେବ

ଦେଶରେ କରୋନା ଲକଡାଉନ୍‌ର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ଚାଲିଛି, ଯାହା ୧୭ ମଇରେ ଶେଷ ହେବ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ତାଙ୍କ ସମ୍ବୋଧନରେ ଭାରତରେ ଲକଡାଉନ୍ ୪.୦ ଘୋଷଣା କରିଛନ୍ତି । ତଥାପି, ସମସ୍ତ କ୍ଷେତ୍ରରେ ଲକଡାଉନ୍‌ରେ କିଛି ପରିମାଣରେ … Read More