#corona Update: ରାଜ୍ୟରେ ୬୧ ନୂଆ ରୋଗୀ, ସମୁଦାୟ ପଜିଟିଭ୍‌ ୬୭୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏହାଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ହୋଇଛି। ୧୫୮ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। … Read More

ଦେଶରେ ୮୧ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା, ୫୧ ହଜାର ପୀଡ଼ିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କରୋନା ଚିହ୍ନିତଙ୍କ ସଂଖ୍ୟା ୮୧ ହଜାର ପାର କରିଛି। ଭାରତ ସରକାରଙ୍କ ସୂଚନା ଆଧାରରେ ଏହି ସଂଖ୍ୟା ୮୧୯୭୦ ହୋଇଛି। ସେମାନଙ୍କ ଭିତରୁ ୫୧ହଜାର ୪୦୧ଜଣ ପୀଡ଼ିତ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ … Read More

କରୋନା ଭୂତାଣୁ ଲ୍ୟାବରେ ତିଆରି: ନୀତିନ ଗଡ଼କରୀ

 ସାରା ବିଶ୍ୱରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ତିନି ଲକ୍ଷରେ ପହଞ୍ଚିଛି  କରୋନା ଭୂତାଣୁ ଲ୍ୟାବରେ ତିଆରି ହୋଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏନଡିଟିଭି ସହ କଥାବାର୍ତ୍ତା କରି ସେ … Read More

ଭବାନୀ ସ୍ମରଣେ: ବିଭିନ୍ନ ପ୍ରସଙ୍ଗରେ ପଢ଼ନ୍ତୁ ତାଙ୍କର ବଛା ବଛା ମନ୍ତବ୍ୟ

ଜଣେ ମହାନ ଦେଶଭକ୍ତ । ଜୀବନର ଶେଷଯାଏ ଯିଏ ଗାନ୍ଧିବାଦକୁ ଜାବୁଡ଼ି ଧରିଥିଲେ । ସମ୍ବତ୍ତି କହିଲେ ଖଟଟିଏ, ସପ ଖଣ୍ଡେ ଆଉ ମାଠିଆଏ ପାଣି । ତିନିଥର ସାଂସଦ ଭାବରେ ରାଜ୍ୟସଭାକୁ ଯାଇଛନ୍ତି କିନ୍ତୁ କେବେ ଖଦୀ ଓ ସ୍ୱଦେଶୀରୁ … Read More

ଗାନ୍ଧିବାଦୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ କହିଲେ ଦେଶ ଜଣେ ପ୍ରରକୃତ ଦେଶଭକ୍ତଙ୍କୁ ହରାଇଲା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ସ୍ୱାଧୀନତା ସଂଗାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ଵସ୍ଥିତି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଶ୍ରୀ ପଟ୍ଟନାୟକ ୧୯୨୨ … Read More

କୃଷକଙ୍କ ପାଇଁ ୩୦ ହଜାର କୋଟି ଓ ବୁଲାବିକାଳିଙ୍କ ପାଇଁ ୫ହଜାର କୋଟିର ପ୍ୟାକେଜ୍‌

ଦେଶର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ୨୦ଲକ୍ଷ କୋଟି ପ୍ୟାକେଜର ଦ୍ୱିତୀୟ କିସ୍ତି ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅନେକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଧ ଉପଯୋଗର ଲାଭ ଏବଂ କୃଷି ଋଣ ଉପରେ … Read More

ପଳାତକ ନୀରବ ମୋଦୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ନେତା ସାକ୍ଷୀ

ଅନେକ ବ୍ୟାଙ୍କ ଦୁର୍ନୀତି ପରେ ଭାରତରୁ ପଳାୟନ କରିଥିବା ପଳାତକ ନୀରବ ମୋଦୀଙ୍କ ମାମଲା ଏବେ ଲଣ୍ଡନରେ ଚାଲିଛି । ଗତକାଲି ଏହି ମାମଲାର ଶୁଣାଣି ଚାଲିଥିବାବେଳେ ଅଭୟ ଥିପ୍ସେ ନାମକ ଭାରତର ଜଣେ ପୂର୍ବତନ ବିଚାରପତି ତଥା କଂଗ୍ରେସ ନେତା … Read More

କୋଡ଼ିଏ ଲକ୍ଷ କୋଟି: ମୋଚି,ବାରିକ ଦୋକାନୀ ପାଇଲେ କେତେ

 ଅବଶ୍ୟ ସେ ରାତି ୮ ଟାରେ ଟିଭିକୁ ଆସିଲେ ଭାରତର ଜନସମୁଦ୍ରକୁ ପ୍ରଭାବିତ କରିବା ଭଳି କିଛି ଗୋଟେ ନୂଆ ନିଷ୍ପତ୍ତି ଘୋଷଣା ହେବ ବୋଲି ସମସ୍ତଙ୍କୁ ଅଳ୍ପ ବହୁତେ ଜଣା ପଡ଼ିଗଲାଣି। ଏଣୁ ଏଥର କ’ଣ ହେବ ତାହା ଜାଣିବା … Read More

#Corona ମାଡ଼: କର୍ମଚାରୀଙ୍କ ଦରମା ବନ୍ଦ କଲା ଓସିପିଏଲ୍‌!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ତାପଜ ବିଜୁଳି ନିଗମ‌ ଏବଂ ଜଳ ବିଦ୍ୟୁତ୍‌ ନିଗମର ଯୌଥ ଉଦ୍ୟୋଗରେ ଗଢ଼ି ଉଠିଥିବା ରାଜ୍ୟ ସରକାରଙ୍କ କୋଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ ( ଓସିପିଏଲ୍‌) ଏହାର କିଛି କର୍ମଚାରୀଙ୍କୁ ଦରମା ଦେଇ ନାହିଁ। ଏହାର … Read More

କେତେ ଆଉ କେମିତି କୋହଳ ହେବ କଟକଣା !

ସରି ଆସୁଛି ଲକ୍ ଡାଉନ୍ 3.0 । ସୋମବାର ଠାରୁ ଲାଗୁ ହେବ ଲକ୍ ଡାଉନ୍ 4.0 ।  ଯାହା ଲାଗୁଛି, ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ଅନେକ କୋହଳ ହୋଇପାରେ । ମହାମାରୀ ମରିନି, ବରଂ ବଢ଼ି ବଢ଼ି ଚାଲିଛି … Read More