ଆତ୍ମନିର୍ଭରଶୀଳ ଭାରତ: ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟି ଗ୍ୟାରେଣ୍ଟି

ବିନା ବନ୍ଧକରେ ଋଣ ମିଳିବ, ବଦଳିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ସଂଜ୍ଞା ସ୍ଥାନୀୟ ପ୍ରତିଷ୍ଠାନକୁ ଅଧିକ ସୁଯୋଗ   ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ମଜବୁତ କରିବା ପାଇଁ ସରକାର ୩ ଲକ୍ଷ କୋଟି … Read More

ଆସନ୍ତା କାଲିଠୁ ଟିଡିଏସ୍‌ରେ ୨୫ ପ୍ରତିଶତ ଛାଡ଼

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଆସନ୍ତା କାଲିଠୁ ଟିଡିଏସ୍‌ କାଟ୍‌ରେ ରିହାତି ମିଳିବ। ମୂଳ ପେମେଣ୍ଟ ଉପରେ ଯେଉଁ ଟିକସ ଦେବାକୁ ପଡ଼ୁଥିଲା ତାହାର ୨୫ ପ୍ରତିଶତ  ଦେବାକୁ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀଙକ୍ କରୋନା ମୁକାବିଲା ପ୍ୟାକେଜ୍‌ ଘୋଷଣା କରିବା ବେଳେ … Read More

କରୋନା ବିପର୍ଯ୍ୟୟ ଭଗବାନ କୃତ, ବିଲ୍‌ଡର ଡେରିକଲେ ମାମଲା ହୋଇପାରିବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଠାବାଡ଼ି ତିଆରି କରୁଥିବା ବିଲ୍‌ଡରଙ୍କୁ ମହଲତ ଦେଇଛନ୍ତି କେନ୍ଦ୍ର ସରକାର। କରୋନା କାଳରେ ବିଳମ୍ବ ହୋଇଥିଲେ ତାହାକୁ ନେଇ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଏହି ବିପର୍ଯ୍ୟୟକୁ ଭଗବାନକୃତ ବୋଲି ଗ୍ରହଣ କରାଯିବ। ଏରୁ ଏହି … Read More

ଆସନ୍ତା ୩ ମାସ ଲାଗି ସରକାର ଦେବେ ଇପିଏଫ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ତିନିମାସ ଲାଗି କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ୍‌ ପଇସା ଭରଣା କରିବେ। ଶିଳ୍ପାନୁଷ୍ଠାନମାନଙ୍କୁ ଏହି କୋଭିଡ୍‌  ବିପର୍ଯ୍ୟୟ ସମୟରେ ସହାୟକ ହେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମାର୍ଚ ଏପ୍ରିଲ୍‌, ମେ ତିନି … Read More

ବଦଳିଲା ଟେଣ୍ଡର ପରିଭାଷା: ୨୦୦ କୋଟି ଯାଏ ଗ୍ଲୋବାଲ୍‌ ଟେଣ୍ଡର ହେବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ଥାନୀୟ ଶିଳ୍ପକୁ ଗୁରୁତ୍ଵ ଦେବା ଲାଗି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଏହାଦ୍ଵାରା ୨୦୦ କୋଟି ଟଙ୍କା ଯାଏ … Read More

ଦଶଦିନ ପରେ ଚେତା ପଶିଲା: ସରକାରୀ ବସ୍‌ ଗଡ଼ିବ, ୨ଗୁଣା ଭଡ଼ା ଦେବାକୁ ହେବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଘୋଷଣାର ୧୦ ଦିନ ପରେ ରାଜ୍ୟ ସରକାରଙ୍କୁ ଲୋକଙ୍କ ଗମନାଗମନ ଚିନ୍ତା ଢୁକିଛି। ନାମକୁ ମାତ୍ର ହେଲେ ମଧ୍ୟ ଅଳ୍ପ କିଛି ସରକାରୀ ବସ୍‌ ଚଳାଇ କେବଳ ନିୟମର ଇଜ୍ଜତ ରଖିବାକୁ  ଚେଷ୍ଟା କରିଛନ୍ତି ରାଜ୍ୟ ସରକାର।  … Read More

ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୧୦ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବିଜୁଳି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଗୁରୁବାର ମଧ୍ୟାହ୍ନ ସୁଦ୍ଧା ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ପ୍ରଭୃତି ୧୦ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ହଳଦିଆ ସଙ୍କେତ ଜାରି … Read More

#Corona Update: ୮୫ ବର୍ଷୀୟ ମହିଳାଙ୍କ ସହ ଓଡ଼ିଶାରେ ସୁସ୍ଥ ହେଲେ ୨୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜଣେ ୮୫ ବର୍ଷୀୟ ମହିଳା ଆଜି କରୋନା ଭୁତାଣୁକୁ ମାତ୍‌ ଦେଇଛନ୍ତି। ସମ୍‌  କୋଭିଡ୍‌ ହସ୍‌ପିଟାଲ୍‌ରେ ଏହି ମହିଳାଜଣକ ଚିକିତ୍ସିତ ହେଉଥିଲେ। ୧୨ ଦିନ ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବା ପରେ ସେ ଭୁତାଣୁମୁକ୍ତ ହୋଇଛନ୍ତି। ତାଙ୍କୁ … Read More

ଆଜି ତାଙ୍କ ଜନ୍ମଦିନ: ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଆ ସାହିତ୍ୟରେ ପ୍ରଗତୀବାଦୀ କାବ୍ୟର ପ୍ରତିଷ୍ଠାତା କବି ସଚ୍ଚି ରାଉତରାୟଙ୍କ ଜନ୍ମଦିନରେ ତାଙ୍କର ବଛା ବଛା କୃତୀକୁ ଡିଜିଟାଲ୍‌ ସଂସ୍କରଣ ରୂପ ଦେଇଛି ସୃଜନୀକା। ଏହାଦ୍ଵାରା ଓଡ଼ିଆ ସାହିତ୍ୟରେ ରୁଚି ରଖୁଥିବା ଯେକୌଣସି ବ୍ୟକ୍ତି ତଥା ଗବେଷକ … Read More

‘ଚୀନ୍ ବିଷାକ୍ତ ସାପ, ଏହାକୁ ଦଳି ଦିଅ ବୋଲି ଅଧୀର ରଂଜନଙ୍କ ଜାତୀୟତାବାଦୀ ଟ୍ୱିଟ୍‌କୁ କଂଗ୍ରେସ ଡିଲିଟ କରିଦେଇଛି

 ଚୀନ୍ ସହିତ କଂଗ୍ରେସର ସମ୍ପର୍କ କ’ଣ ? ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯାହାକୁ ସମସ୍ୟା କେବେ ବି ଛାଡ଼ିବ ନାହିଁ, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲୋକସଭାରେ କଂଗ୍ରେସ ଦଳର ନେତା ଆଧୀର ରଂଜନ ଚୌଧୁରୀ । ତାଙ୍କ … Read More