#Corona Update: ସମ୍ବଲପୁରକୁ ଛୁଇଁଲା, ଓଡ଼ିଶାରେ ୯୧ ନୂଆ ରୋଗୀ, ୫ ମୃତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଆହୁରି ୯୧ଜଣଙ୍କ ନାଁ ସାମିଲ୍‌ ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭ ହୋଇଛି। ସେହିପରି ରାଜ୍ୟରେ ସମୁଦାୟ ପଜିଟିଭ୍‌ଙ୍କ ସଂଖ୍ୟା ୮୨୮ ହୋଇଥିବା ବେଳେ … Read More

ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ‌, କାଲି ସକାଳେ ସାଂଘାତିକ ବାତ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ  … Read More

କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ୮୨ ବର୍ଷୀୟା ଦର୍ଶିନୀ ଦେବୀ

ବୟସ ୮୨। ବୃଦ୍ଧା ହେଲେବି ଦର୍ଶିନୀ ଦେବୀ କୌଣସି ବୀର ଯୋଦ୍ଧାଠୁ କମ୍‌ ନୁହନ୍ତି। ସାମିଲ୍‌ ହୋଇଛନ୍ତି ଭାରତର କରୋନା ଭୁତାଣୁ ବିରୋଧୀ ଯୁଦ୍ଧରେ।  ଅନେକ ତ୍ୟାଗ ସେ କରିଛନ୍ତି ଭାରତ ମା’ ଲାଗି, ଆଉ ଆଜି ଯେତେବେଳେ ଭାରତ ଏକ … Read More

ବିଚିତ୍ର ସ୍ମାର୍ଟ ସିଟି: ବେକାର ବଢ଼ୁଛନ୍ତି ୨ବର୍ଷ ହେଲା କିଓସ୍କ ପଡ଼ିଛି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଏକଦା ନମ୍ବର ୱାନ୍‌ ବୋଲାଇଥିବା ଭୁବନେଶ୍ଵର ସ୍ମାର୍ଟସିଟି ଏବେ ବେକାର୍‌। କରୋନା କାଳରେ ଏହା ଲୋକଙ୍କୁ କାମ ଦେବାରେ ବିଫଳ  ହୋଇଛି। ଆଗକୁ ଭାରତ ସରକାର ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ତଥା ସ୍ଥାନୀୟ ସ୍ତରରେ ନିଯୁକ୍ତି … Read More

ଆମ୍ଫାନ୍‌ ଆସୁଛି, ସତର୍କ ରହିବାକୁ ୧୨ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ରାଜ୍ୟର ପ୍ରଶାସନିକ ସ୍ତରରେ ଏଥିନେଇ ପୂର୍ବ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ପକ୍କା ସୂଚନା ପାଇବା ପରେ ଆବଶ୍ୟକ … Read More

ଘଣ୍ଟାକୁ ୧୬୦ କିଲୋମିଟର ପବନରେ ଆସୁଛି ଆମ୍ଫାନ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଫୋନିର ଏକ ବର୍ଷ ପରେ ଓଡ଼ିଶା ଉପକୂଳ ଆଉ ଏକ ବାତ୍ୟାକୁ ସମ୍ମୁଖୀନ ହେବାକୁ ଯାଉଛି। ଯଦିଓ ଏଯାଏ ବାତ୍ୟାର ଠିକଣା ଅବସ୍ଥିତି ଓ ରୂପରେଖ ଜଣାପଡ଼ି ନାହିଁ ତଥାପି ଏହା ଉତ୍ତର ଓଡ଼ିଶା ଉପକୂଳକୂ ପ୍ରଭାବିତ … Read More

ଚୀନ୍‌ର ଆଇଟି କମ୍ପାନୀ ହୁୱେଇ ଉପରେ ଆମେରିକା ପ୍ରତିବନ୍ଧକ, ବିବାଦ ବଢ଼ିପାରେ !

ଚୀନ୍‌ର ଟେକ୍ନୋଲୋଜି ଜାଏଣ୍ଟ ହୁୱେଇ ଉପରେ ଆମେରିକା ସରକାର କିଛି ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଅଧୀନରେ ହୁୱେଇର ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରିବାର କ୍ଷମତାକୁ ବନ୍ଦ କରି ଦିଆଯାଇଛି । ଶିଳ୍ପ ବିକାଶ ଏବଂ ନିରାପତ୍ତା ପ୍ରସଙ୍ଗରେ ଏହା … Read More

‘ଜାକିର ନାୟକ ଦିଅ, ସମ୍ପର୍କ ସୁଧାର’ ଆର୍ଥିକ ସଙ୍କଟରେ ମାଲେସିଆକୁ ଭାରତର ଶେଷ ବାର୍ତ୍ତା

କରୋନା ସଂକ୍ରମଣ ସମୟକୁ ଉପଯୁକ୍ତ ମନେକରି ଭାରତ ବହୁ ପରିମାଣରେ କୂଟନୈତିକ ବ୍ୟବହାର କରିଛି। ବର୍ତ୍ତମାନ ଅନ୍ୟ ଏକ ପଦକ୍ଷେପରେ ଆତଙ୍କବାଦୀ ଜାକିର ନାୟକଙ୍କୁ ମାଲେସିଆରୁ ପ୍ରତ୍ୟର୍ପଣ ପାଇଁ ଭାରତ ଏକ ଆନୁଷ୍ଠାନିକ ଅନୁରୋଧ କରିଛି । ଜାକିର ନାୟକଙ୍କୁ ମାଲେସିଆରୁ … Read More

ଆକାଶ ମାର୍ଗ ଅଧିକ ଉନ୍ମୁକ୍ତ ହେବ: ୬ ବିମାନବନ୍ଦରରେ ଘରୋଇ ସହଭାଗୀତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆତ୍ମ ନିର୍ଭରଶୀଳ ଭାରତ ଗଠନ ଲାଗି ଯେଉଁ ନୀତିଗତ ପରିବର୍ତ୍ତନ ନିଷ୍ପତ୍ତି ନେଇଛନ୍ତି ସେଥିରେ ମୁଖ୍ୟତଃ ଘରୋଇ ସହଭାଗୀତା ଆଶା କରାଯାଇଛି। ଅଧିକ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଛି। ଏହିକ୍ରମରେ କେନ୍ଦ୍ର ସରକାର ଅଧିକରୁ ଅଧିକ … Read More