#Corona Update: ରାଜ୍ୟରେ ୬୫ ନୂଆ ପଜିଟିଭ୍, ସମୁଦାୟ ସଂଖ୍ୟା ୭୩୭
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଆଉ ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ପଜିଟିଭ୍ ସଂଖ୍ୟା ୭୩୭ ହୋଇଛି। ଏମାନଙ୍କ ଭିତରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରେ ୫୬୭ଜଣ … Read More











