ଜିଓରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ୬ ହଜାର୫୯୮ କୋଟି ଟଙ୍କା ନିବେଶ

ଭୁବନେଶ୍ୱର , (ଓଡ଼ିଶା ଟାଇମ୍‌): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନସପୁତ୍ର ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍  ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ୬ ହଜାର୫୯୮ କୋଟି ଟଙ୍କା ନିବେଶ କରିବ। ଏନେଇ ଜିଓ ପକ୍ଷରୁ ଆବଶ୍ୟକ ଘୋଷଣା ହୋଇଛି।  … Read More

ବାତ୍ୟାର ଟେର ପାଉନାହାନ୍ତି ପାଣିପାଗ ବିଜ୍ଞାନୀ, କେନ୍ଦ୍ରାପଡ଼ାରେ ହୋଇପାରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପାରାଦୀପଠାରୁ ୯୦୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍‌ (ଉମ୍‌-ପୁନ୍) ଅଧିକ ଉଗ୍ର ହେବାରେ ଲାଗିଛି। ଏହା ବାତ୍ୟା ରୂପ ନେଇ ସାରିଲାଣି। ଅତି ସାଂଘାତିକ ବାତ୍ୟା ହେବାକୁ ଯାଉଛି।  ଆଜି ରାତିଠୁ ଏହି ବାତ୍ୟା … Read More

ଭାରତର ବିରୋଧ ସତ୍ତ୍ୱେ ଗିଲଗିଟ-ବାଲ୍‌ଟିସ୍ତାନରେ ଜବରଦସ୍ତ ନିର୍ବାଚନ- ପାକ୍ ସରକାର ଆଇନ ପରିବର୍ତ୍ତନ କରି ସରକାର ଗଠନ କରୁଛନ୍ତି

ଗତ କିଛିଦିନ ହେଲା ଭାରତ ପକ୍ଷରୁ ଯେତେବେଳେ ଗି ଗିଲଗିଟ-ବାଲ୍‌ଟିସ୍ତାନର ପାଣିପାଗ ପଢ଼ିବା ପରେ ଭାରତ ପାକିସ୍ତାନକୁ ଏକ ବାର୍ତ୍ତା ଦେଇଥିଲା ଯେ ଏହି ଅଞ୍ଚଳରେ ଆମର ସ୍ଥିତି କ’ଣ ? ବିରୋଧୀ ସତ୍ତ୍ୱେ ପାକିସ୍ତାନ ତାର ବଦମାସୀ ବନ୍ଦ କରି … Read More

#Amphan ଅମ୍ପନ୍‌‌ କାହିଁକି, କେଉଁ ଏ ନାଁ ଉତ୍ପତି, ଏହାର ମାନେ କ’ଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ମାସରେ ପୁଣିଏକ ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ ହେବାକୁ ଯାଉଛି। ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥେଷ୍ଟ କ୍ଷତି କରିପାରେ। ୨୦ ତାରିଖ ଦିନ ଏହା ଭୂ-ପୃଷ୍ଠ ଛୁଇଁବ। ପବନର ଗତି ୧୭୦ରୁ ୧୮୦ କିଲୋମିଟର … Read More

ଲକ୍‌ଡାୁନ୍‌-୪: ରାତିରେ କର୍ଫ୍ୟୁ ବଳବତ୍ତର, ରାଜ୍ୟ ଚିହ୍ନଟ କରିବେ ଅବରୋଧ ଓ ବଫର୍‌ ଅଞ୍ଚଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌-୪ ଆଦେଶନାମାରେ ପୂର୍ବଭଳି ବିଭିନ୍ନ ସେବାଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଜୋନ୍‌ ନିର୍ଦ୍ଧାରଣରେ କିଛି ପରିବର୍ତ୍ତନ କରାଯାଇଛି। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର କେଉଁ ଅତି ସଂକ୍ରମଣଶୀଳ ଅଞ୍ଚଳ, ସଂକ୍ରମଣଶିଳ … Read More

କରୋନା ମାମଲା ଅନୁସନ୍ଧାନ : ଟାର୍ଗେଟ୍‌ରେ ଚୀନ୍, ଭାରତ ଉପରେ ନଜର

ଆସନ୍ତା ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କାର୍ଯ୍ୟନିର୍ବାହୀ ବୋର୍ଡ଼ର ଚେୟାରମ୍ୟାନ୍ ହେବ ଭାରତ  ଆମେରିକା ସମେତ ବିଶ୍ୱର ଅନେକ ଦେଶ ଚୀନ୍ ବିରୋଧରେ ତଦନ୍ତ ଦାବିରେ ଜିଦ୍ ଧରିଛନ୍ତି   ଚୀନ୍‌ର ୱୁହାନରୁ କରୋନା ଆରମ୍ଭ ହୋଇଥିଲା, ବର୍ତ୍ତମାନ ଏହା ଅନେକ ଦେଶରେ … Read More

ଲକ୍‌ଡାଉନ୍‌-୪: କେଉଁ ସେବା ଓ କାରବାରପାଇଁ ନିଷିଦ୍ଧାଦେଶ, ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌)): କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ  ମାର୍ଚ ୨୫ ତାରିଖରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ ୩୧ ତାରିଖଯାଏ ସମ୍ପ୍ରସାରଣ କରିଛନ୍ତି। ଏହି ସମୟରେ ଅନେକ ସେବାରେ କୋହଳ କରାଯାଇଥିବା ବେଳେ କିଛି ସେବାକୁ ନିଷିଦ୍ଧାଦେଶ ଜାରି … Read More

ରାସ୍ତାରେ ପ୍ରବାସୀ ଶ୍ରମିକ: ନିର୍ମଳା ସୀତାରମଣଙ୍କ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ

  ପ୍ରବାସୀ ଶ୍ରମିକ ନେଇ ରାଜନୀତି ନୁହେଁ ଦାୟିତ୍ୱ ବୁଝନ୍ତୁ : ନିର୍ମଳା ରିଲିଫ୍ ପ୍ୟାକେଜ୍ ଘୋଷଣା ହେବା ପରେ ନିର୍ମଳା ସୀତାରମଣ କଂଗ୍ରେସ ଦଳ ଉପରେ ଆକ୍ରମଣ କରିଥିଲେ ନିର୍ମଳା କହିଛନ୍ତି ଯେ କଂଗ୍ରେସ ଦଳ ସମେତ ବିରୋଧୀମାନେ ପ୍ରବାସୀ … Read More

LockDown4.0: ୩୧ ଯାଏ ବଢ଼ିଲା କଟକଣା, ଖୁବ୍‌ଶୀଘ୍ର ନିୟମାବଳୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌ ): କେନ୍ଦ୍ର ସରକାର ଲକ୍‌ଡାୁନ୍‌ କଟକଣାକୁ ମେ’ ୩ ଯାଏ ବଢ଼ାଇଛନ୍ତି। ଏନେଇ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରିବାକୁ ଏନ୍‌ଡିଏମ୍‌ଏକୁ ଦାୟିତ୍ଵ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରଧୀକରଣଙ୍କ କାର୍ଯ୍ୟ … Read More

ଫେରନ୍ତା ପ୍ରବାସୀଙ୍କୁ ସାହା ହେବ ଏମ୍‌ଜିଏନ୍‌ଆରଇଜିଏସ୍‌: କେନ୍ଦ୍ର ସରକାରଙ୍କ ଅତିରିକ୍ତ ୪୦ ହଜାର କୋଟି

ଖୁବ୍‌ ଶୀଘ୍ର ମଲ୍ଟିମୋଡ୍‌ ଡିଜିଟାଲ୍‌ ବା ଅନ୍‌ଲାଇନ୍‌ରେ ପାଠ୍ୟକ୍ରମ ପ୍ଲାଟ୍‌ଫର୍ମ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ଲାଗି ସ୍ଵତନ୍ତ୍ର ଟେଲିଭିଜନ୍‌ ବିଶ୍ଵବିଦ୍ୟାଳୟକୁ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଆରମ୍ଭ ମଞ୍ଜୁରୀ ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା କ୍ଷତିକୁ ଭରଣା କରିବା ତଥା ଅର୍ଥନୀତିକ ଧାରାକୁ … Read More