୧୯ରୁ ସବୁ କର୍ମଚାରୀ ଅଫିସ ଆସିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’୧୯ ତାରିଖରୁ ସବୁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବା ଲାଗି ଅଦେଶ ଦେଇଛନ୍ତି ସରକାର। ସମସ୍ତ ବିଭାଗୀୟ ଏବଂ ସବଅର୍ଡିନେଟ୍‌ ଷ୍ଟାଫ୍‌ଙ୍କୁ ଏଥିରେ ସାମିଲ୍‌ କରାଯାଇଛି। କିନ୍ତୁ ଅଫିସରେ ସୋଶାଲ୍‌ ଡିଷ୍ଟାନ୍ସିଂ ବଜାୟ ରଖି କାର୍ଯ୍ୟ କରିବା … Read More

୧୯୯୧ରେ ନରସିଂହ ରାଓ ଭଳି ୨୦୨୦ରେ ମୋଦୀ ସରକାର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି

ଅର୍ଥନୀତିର ଅବସ୍ଥା ଏବଂ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମାନ ଆଜି କରୋନା ସଂକ୍ରମଣ ସମୟରେ ଭାରତ ସରକାର ଲୋକଙ୍କ ଜୀବନ ତଥା ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଯଦି ଆମେ ଆଜିର ପରିସ୍ଥିତିକୁ ୧୯୯୧ର ପରିସ୍ଥିତି … Read More

ଭୁବନେଶ୍ଵର କରୋନା ମୁକ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମରେ ଏବେ କୌଣସି କରୋନା ରୋଜୀ ନାହାନ୍ତି ବୋଲି ସରକାର ଜଣାଇଛନ୍ତି। ବିଏମ୍‌ସି ପକ୍ଷରୁ ଏନେଇ ଭୁବନେଶ୍ଵରବାସୀଙ୍କୁ କୃତଜ୍ଞତା ଜଣାଯିବା ସହ ଆସନ୍ତା ଦିନମାନଙ୍କରେ କରୋନା ଭୁତାଣୁ ରୋଗ ବିରୁଦ୍ଧରେ ଲଢ଼େଇ ଜାରି ରହିବ … Read More

ଜଗତସିଂହପୁରରେ ୨୦ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜଗତସିଂହପୁରରେ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ଏମାନେଙ୍କ ଭିତରୁ ୧୯ଜଣ ନୂଆଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର। ସମସ୍ତେ ପ୍ରବାସୀ ଓଡ଼ିଆ, ଓଡ଼ିଶା ଫେରିବା ପରେ ତାଙ୍କୁ କ୍ଵାରେଣ୍ଟୀନ୍‌ରେ ରଖାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର … Read More

ବିଜେଡିକୁ ଭୁତ ଦେଇଛି ଅଢ଼େଇ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜନୀତିକ ଦଳମାନେ ଟଙ୍କା କେଉଁଠୁ ଆଣନ୍ତି? କିଏ ଦିଏ? ଏଭଳି ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ବୋକା ବୋଲି କୁହାଯାଇପାରେ କିନ୍ତୁ ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠେ। ଆଉ ତାହାର ଉତ୍ତର ପାଇବା ପାଇଁ ନିର୍ବାଚନ … Read More

କରୋନା ଦୋଷୀ ବିରୋଧରେ ୬୨ ଟି ଦେଶର ‘ଚକ୍ରବ୍ୟୁହ’

 କରୋନା ବିସ୍ତାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିକ୍ରିୟାର ନିରପେକ୍ଷ ଅନୁସନ୍ଧାନ କରିବାକୁ ୬୨ ଟି ଦେଶର ଦାବି ସହମତି ଅନୁଯାୟୀ ପ୍ରସ୍ତାବ ପାରିତ ହୋଇପାରିବ, ଆମେରିକା ଏବଂ ଚୀନ୍ ଏହି ୬୨ଟି ଦେଶରେ ଅନ୍ତର୍ଭୂକ୍ତ ନୁହେଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ … Read More

ଅମ୍ପନ୍‌ ପ୍ରଭାବ: ଗଜପତିଠୁ କେନ୍ଦ୍ରାପଡ଼ା ଯାଏ ଆଜି ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂଣ୍ଣିଝଡ଼ ଅମ୍ପନ୍‌ କ୍ରମଶଃ ଅଧିକ ଘନୀଭୂତ ହୋଇ ସାଂଘାତିକ ବାତ୍ୟା ରୂପ ଧାରଣ କରିଛି। ଏହା ୨୦ ତାରିଖ ସନ୍ଧ୍ୟାବେଳେ ପଶ୍ଚିମବଙ୍ଗର ଦୀଘା ଦେଇ ବାଂଲାଦେଶର ହାତିୟା ଦ୍ଵୀପ … Read More

#CoronaVirus: ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ୯୧ ହଜାର ପାର କଲା, ଦିନକରେ ୫ ହଜାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ  ୫ ହଜାର ନୂଆ କରୋନା ଭୁତାଣୁ ଆକ୍ରାନ୍ତକୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇଛି।  ପୂର୍ବଆକ୍ରାନ୍ତଙ୍କ ମଧ୍ୟରୁ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଭାରତରେ ସମୁଦାୟ ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୯୧ ହଜାର … Read More

ଅମ୍ପନ୍‌‌ ସତର୍କ: ରାଜଧାନୀକୁ ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର ଦେଇ ଯିବନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ୪ ଦିନ ଯାଏ, ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିବା ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର-ହିଜିଲି ରୁଟ୍‌ରେ ଯିବ ନାହିଁ। ଏହା ଭୁବନେଶ୍ଵରରୁ ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା-ଟାଟା ହୋଇ ନୂଆଦିଲ୍ଲୀ ଯିବ। ଏଣୁ ଭଦ୍ରକ, ବାଲେଶ୍ଵରଓ ହିଜିଲି ରୁଟ୍‌ର ଯାତ୍ରୀମାନେ ଏହାର ଫାଇଦା … Read More

ପ୍ରବାସୀଙ୍କ ପାଇଁ ଅଧିକ ଟ୍ରେନ୍‌ ବ୍ୟବସ୍ଥା କରାଯାଉ: ପ୍ରଦୀପ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ହେତୁ ଦେଶର ବିଭିନ୍ନ ସ୍ଥାନରେ ଫଶିଛନ୍ତି ଓଡ଼ିଆ। ଶ୍ରମିକଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ଓଡ଼ିଶା ଫେରିବାକୁ ବ୍ୟାକୁଳ। ଏମାନଙ୍କ ପାଇଁ କିନ୍ତୁ ଆବଶ୍ୟକ ସାଧନ ନାହିଁ। ଏପରି ପରିସ୍ଥିତିରେ ସଡ଼କ ପଥରେ ସେମାନେ … Read More