ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ରେକର୍ଡ ସଂଖ୍ୟକ ୬୪୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୯୨କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ସ୍ୱାଧୀନତା ଦିବସ ପାଳନ ପାଇଁ ଜାରି ହେଲା ଗାଇଡଲାଇନ୍‌

ନୂଆଦିଲ୍ଲୀ , (ଓଡିଶା ଟାଇମ୍‌): କରୋନା ସଂକ୍ରମଣର ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବା, ସାନିଟାଇଜେସନ୍‌, ସାମାଜିକ ଦୂରତ୍ୱ ପାଳନ … Read More

ଚୀନ୍‌ର ଗଧିଆ ଯୋଦ୍ଧା କଳଙ୍କିତ କୂଟନୀତି ବିଫଳ

ଭାରତ-ଆମେରିକାର ଝଟ୍‌କା ପରେ ଏସିଆନ ଦେଶ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚୀନ୍ ଅନୁରୋଧ କରୁଛି ।  ଚୀନ୍‌ର ଗଧିଆ ଯୋଦ୍ଧା କୂଟନୀତି କଳଙ୍କିତ ହୋଇଛି । ଚୀନ୍ ଭାବୁଥିଲା ଯେ ବିଶ୍ୱକୁ ଭୟ ଦେଖାଇ ସମସ୍ତଙ୍କୁ ନିଜ ଆଡ଼କୁ ନେଇଯିବ, … Read More

କରୋନା ଆକ୍ରାନ୍ତ ସଂଖ୍ୟାକୁ ନେଇ ଚିନ୍ତିତ ହୁଅନ୍ତୁ ନାଁହି : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ଆଜି ସର୍ବାଧିକ ୧୨୬୪ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ନେଇଛି କରୋନା । ବଢୁଥିବା ସଂଖ୍ୟାକୁ … Read More

ଭୁବନେଶ୍ୱରରୁ ଆଜି ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୨୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ … Read More

ସିଏଏରୁ ଲାଭ ଉଠାଇବାକୁ ରୋହିଙ୍ଗ୍ୟା ମୁସଲମାନମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛନ୍ତି

ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)ର ବ୍ୟବସ୍ଥାକୁ ଏଡ଼ାଇବା ପାଇଁ ଅନେକ ଆଫଗାନିସ୍ତାନ ଏବଂ ରୋହିଙ୍ଗ୍ୟା ମୁସଲମାନ ଭାରତୀୟ ନାଗରିକତା ପାଇବା ସହଜ କରିବା ପାଇଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛନ୍ତି । କେନ୍ଦ୍ରୀୟ ଏଜେନ୍ସିମାନେ ଏ ବିଷୟରେ ସରକାରଙ୍କୁ ସୂଚନା ଦେଇଛନ୍ତି … Read More

କଟକ ସହରରୁ ଆଉ ୩୪ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକ ସହରରୁ ଆଉ ୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ … Read More

ଭାରତକୁ ବରବାଦ୍‌ କରିବା ଲକ୍ଷ୍ୟରେ ଭୁଟାନକୁ ଚୀନ୍‌ର ଲଲିପପ

ସମସ୍ତ ଜମି ବିବାଦର ସମାଧାନ ପାଇଁ ଜମି ବିନିମୟ ପ୍ରସ୍ତାବ ଭୁଟାନ ଆଗରେ ରଖିଲା ଚୀନ୍‌    ଭାରତ ସହ ସୀମା ବିବାଦ ବଢ଼ିବା ପରେ ଚୀନ୍ ଭୁଟାନର ଅଞ୍ଚଳଆଡ଼କୁ ଦୃଷ୍ଟି ରଖିଛି ଏବଂ ଏହି ଜମିକୁ ହଡ଼ପ କରିବା ପାଇଁ … Read More

ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା

ବିନିକା, (ଓଡିଶା ଟାଇମ୍) : ବିନିକା ଥାନା ସିଲାଟି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ସେଠାରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଛି । ବାପା, ମା ଓ ତାଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ହାଣି … Read More

ଆମେରିକ- ଚୀନ୍‌ ମଧ୍ୟରେ ଦ୍ୱିତୀୟ ଶୀତଳ ଯୁଦ୍ଧ ଆରମ୍ଭ

“ଏଠାରୁ ବାହାରକୁ ଯାଅ”, ଚୀନ୍‌କୁ ହ୍ୟୁଷ୍ଟନ୍ କନସୁଲେଟ୍ ବନ୍ଦ କରିବାକୁ ଆମେରିକା କହିଛି, ବୌଦ୍ଧିକ ସମ୍ପତ୍ତି ଚୋରି କରିବାର ସମସ୍ତ ପ୍ରମାଣ ଚୀନ୍ ଜାଳି ଦେଉଛି ।     ଦୁଇ ପ୍ରକାରର ଯୁଦ୍ଧ ଅଛି । ଗୋଟିଏ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ … Read More