ଗରମ ଚା ପିଇବା ଦ୍ୱାରା ହୋଇଥାଏ ଗଳା ଜନିତ କ୍ୟାନସର

(ଓଡିଶା ଟାଇମ୍) :ସକାଳୁ ଉଠିବା ମାତ୍ରେ କିଛି ଲୋକଙ୍କୁ ଗରମ ଚା ପିଇବା ପସନ୍ଦ ଥାଏ । ସକାଳର ଗରମ ଚା ଲୋକମାନଙ୍କୁ ସତେଜ କରିଥାଏ ଯାହାଦ୍ୱାରା ଲୋକମାନଙ୍କୁ କିଛି ବି କାମ କରିବା ପାଇଁ ଆଗ୍ରହ ଆସିଥାଏ । କିଛି … Read More

ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ କରୋନାରେ ସଂକ୍ରମିତ

ଭୋପାଳ, (ଓଡିଶା ଟାଇମ୍‌): ମଧ୍ୟ ପ୍ରଦେଶ ସରକାରର ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବା ପରେ ତାଙ୍କୁ ଭୋପାଳର ଚିରାୟୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି … Read More

ବିନା ବେତନରେ କର୍ମଚାରୀଙ୍କୁ ଛୁଟିରେ ପଠାଇବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଏୟାର ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କୁ ୬ ମାସରୁ ୨ବର୍ଷ ଯାଏଁ ବିନା ବେତନରେ ଛୁଟିରେ ପଠାଯିବା ଯୋଜନାକୁ ମଞ୍ଜୁରୀ ମିଳିଛି । ଏନେଇ କମ୍ପାନୀ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । କମିଟିରେ ଏହି ଯୋଜନାକୁ … Read More

ଆସାମରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତ; ୨୬ ଜିଲ୍ଲା ପ୍ରଭାବିତ ଓ ୮୯ ମୃତ

ଗୌହାଟୀ, (ଓଡିଶା ଟାଇମ୍‌): ଆସାମରେ ବନ୍ୟା ଯୋଗୁଁ ଗତକାଲି ସୁଦ୍ଧା ୮୯ ଜଣଙ୍କ ପ୍ରାଣହାନୀ ହେବା ସହ ୨୬ ଜିଲ୍ଲାର ଅତ୍ୟନ୍ତ ପ୍ରଭାବିତ ହୋଇଥିବା ନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ମିଳିଛି । ରାଜ୍ୟ … Read More

ରାଜ୍ୟରେ ଆଜି ୬ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ … Read More

ରାଜ୍ୟରେ ସର୍ବାଧିକ ୧୨୬୪ କରୋନା ସଂକ୍ରମିତ ଚିହ୍ନଟ

Oronaଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଗଣପତିନଗର ବସ୍ତିକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବର ଗଣପତି ବସ୍ତିରେ ଏକାଥରକେ ୧୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବସ୍ତିର ଜଣେ ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି । ଅଧିକାଂଶ ମହିଳାଙ୍କ ପାଖ ପଡୋଶୀ । ସଂକ୍ରମିତଙ୍କ ମଧ୍ୟରେ … Read More

ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି ଆଦିତ୍ୟ: ଜିଆରପି

ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ପରଦା ଧିରେ ଧିରେ ଖୋଲିବାରେ ଲାଗିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ର ରିପୋର୍ଟ ଜିଆରପିକୁ ହସ୍ତାନ୍ତର କରାଯାଇଛି । ଆଦିତ୍ୟ … Read More

ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା !

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୫ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି … Read More

ଦେଶରେ ୧୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଦିନକରେ ସର୍ବାଧିକ ୪୫,୭୨୦ ଆକ୍ରାନ୍ତ ଓ ୧୧୨୯ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ୩୮ ହଜାର ୬୩୫ରେ ପହଞ୍ଚିଛି । ଦେଶରେ କରୋନା … Read More