୨୪ ଘଣ୍ଟାରେ ରାଜ୍ୟରେ ୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି କରୋନା ଭୂତାଣୁରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାର ସର୍ବାଧିକ ୩ ଜଣ ରହିଥିବାବେଳେ ଭଦ୍ରକ, ଗଜପତି ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ମୃତକଙ୍କ ମଧ୍ୟରେ … Read More

ଆଜି ରିଲିଜ୍ ହେବ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଫିଲ୍ମକୁ ଦେଖିବା ପାଇଁ ଉତ୍ସାହୀ ଥିବା ବେଳେ ଆଜି … Read More

କର୍ମଚାରୀଙ୍କୁ ଛଟେଇ କରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କର୍ମଚାରୀ ମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଛଟେଇ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏୟାର ଇଣ୍ଡିଆ ପକ୍ଷରୁ କରାଯାଇ ଥିବା ଟ୍ୱିଟ୍ ଅନୁଯାୟୀ, ଅନ୍ୟ ବିମାନ କମ୍ପାନୀ ପରି ଏୟାର ଇଣ୍ଡିଆ ତା’ର … Read More

ଆତ୍ମହତ୍ୟା କଲେ ସୁଶାନ୍ତଙ୍କ କୁନି ଫ୍ୟାନ୍‌; ଶେଷଥର ପାଇଁ ଦେଖିଥିଲେ ଏହି ଫିଲ୍ମ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ଏପରିକି କିଛି … Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଜୟପୁର ପୌରପାଳିକା ଅଞ୍ଚଳ ୪ ଦିନ ପାଇଁ ସଟଡାଉନ୍

ଜୟପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଯାହାଦ୍ୱାରା ବିଭିନ୍ନ ଜିଲାରେ ଲକ୍ ଡାଉନ୍ ଓ ସର୍ଟ୍ଡାଉନ୍ ବ୍ୟବସ୍ଥା କରାଯାଇଛି । ଯାହାକି ୪ ଦିନ ପାଇଁ ଜୟପୁର ପୌରପାଳିକା ଅଞ୍ଚଳ ସଟଡାଉନ୍ ଘୋଷଣା … Read More

ପାଇଲଟ୍, ସିନ୍ଧିଆ କାହିଁକି ମମତା, ପାୱାର ଏବଂ ଜଗନ୍ ପରି ଏକ ନୂତନ ଦଳ ଗଠନ କଲେ ନାହିଁ?

ଶରଦ ପାୱାର ଏବଂ ମମତା ବାନାର୍ଜୀ ଭଳି ଲୋକମାନେ ନିଜ ନିଜ ଦଳ ଗଠନ କରିବା ପରେ ବଡ଼ ନେତାଭାବେ ଉଭା ହୋଇଛନ୍ତି, କିନ୍ତୁ ମୋଦୀ-ଶାହା ଯୁଗରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି । ରୁହି ତିୱାରୀ  ଯୁବ ନେତା ଜ୍ୟୋତିରାଦିତ୍ୟ … Read More

କରୋନା ଗୁଜବ ନେଇ ଗାଁରେ ବୋମା ମାଡ଼, ଜଣେ ଆହତ

ବ୍ରହ୍ମଗିରି , (ଓଡିଶା ଟାଇମ୍) :କରୋନା ଗୁଜବକୁ ନେଇ ପୁରୀ ଜିଲା ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ … Read More

ଆସନ୍ତା ୨୪ ଘଣ୍ଟା ଭିତରେ ବିଭିନ୍ନ ଜିଲ୍ଳାରେ ବର୍ଷା ହେବାର ଆଶଙ୍କା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁ ଜିଲ୍ଳାର ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ସମ୍ଭାବନା ରହିଛି । ଏଥିସହ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଏହା ପରେ ୨୫ ତାରିଖଠାରୁ ରାଜ୍ୟରେ ବିଶେଷ … Read More

ଦେଶରେ ୩୦ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ୮୭ ହଜାର ୯୪୫ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More