ରାଜଧାନୀରୁ ଆଉ ୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୭୪  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି ।ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ … Read More

କେନାଲରେ ଭାସି ଯାଉଥିଲେ ୩ ନାବାଳକ ; ୨ ଉଦ୍ଧାର

କଟକ , (ଓଡ଼ିଶା ଟାଇମ୍‌):କଟକ ଜିଲା ଜଗତପୁର କେନାଲରେ ଅଞ୍ଚଳରେ ଏକ ଅଘଟଣ ଘଟିଥିବା ସୋମବାର ଜଣାପଡ଼ିଛି। ଜଗତପୁର ବିରୁପା ନଦୀ ନିକଟ କେନ୍ଦ୍ରାପଡ଼ା କେନାଲରେ ମାଛ ଧରିବା ବେଳେ ୩ ନାବାଳକ ଭାସିଯାଇଥିଲେ। ଭାସି ଯାଉଥିବା ୩ ଜଣଙ୍କ ମଧ୍ୟରୁ … Read More

ଟାଟା ଷ୍ଟିଲ୍ ପକ୍ଷରୁ ଚତୁର କର୍ମ ମଡେଲ୍‌ର ଶୁଭାରମ୍ଭ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଟାଟା ଷ୍ଟିଲ ଏକ ବିଶ୍ୱାସ ଓ ଫଳାଫଳ ଭିତିକ କର୍ମ ସଂସ୍କୃତି ଆଡ଼କୁ ଗତି କରିଛି ଏବଂ ଏହାର କର୍ମଚାରୀମାନଙ୍କୁ ଅଧିକ। ନମନିୟତା ପ୍ରଦାନ କରିବା ପାଇଁ ଚଳିତ ମାସରୁ ଆଜାଇଲ ୱାର୍କିଂ ମଡେଲ୍ (ଚତୁର କର୍ମ … Read More

ରାଜ୍ୟରେ ଆଉ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦ କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୩୮୯ କରୋନା ସଂକ୍ରମିତ, ୨୯୩୨୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଦେଶରେ ୨୪ ଘଣ୍ଟାରେ ୪୫ ହଜାର ୨୩୧ କରୋନା ପଜିଟିଭ୍‌, ୪୯୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୨୩୧ କରୋନା ପଜିଟିଭ୍‌ ଚିହ୍ନଟ … Read More

ଭୁବନେଶ୍ବରରେ ଆଜିଠୁ ଖୋଲିବ ସମସ୍ତ ଆହାର କେନ୍ଦ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରେ ଆଜିଠୁ ଖୋଲିବ ସମସ୍ତ ଆହାର କେନ୍ଦ୍ର। କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା। ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ … Read More

ଆଜିଠୁ କଟକରେ ସେରୋ ସର୍ଭେ

କଟକ, (ଓଡିଶା ଟାଇମ୍) :ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ … Read More

ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ

ବାସୁଦେବପୁର, (ଓଡିଶା ଟାଇମ୍) :ଆଉ ଏକ ଠକେଇ କାରବାରର ପର୍ଦ୍ଧ।ପାସ କରିଛି ବାସୁଦେବପୁର ପୋଲିସ। ଗତ କିଛି ଦିନ ତଳେ ୧ କ୍ବିଣ୍ଟାଲ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ। ପୁଣି ଏଥର  ଜାଲ ନୋଟ କାରବାରର ପର୍ଦ୍ଧ।ଫାସ କରିଛି ବାସୁଦେବପୁର … Read More

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ତି, (ଓଡିଶା ଟାଇମ୍) : ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସମେତ ସ୍ପେଶାଲ ଡିଜିପି ସିଆରପିଏଫ କୁଲଦୀପ ସିଂହ, ଡାଇରେକ୍ଟର ଇଣ୍ଟେଲଜଜେନ୍ସ ଆର.କେ.ଶର୍ମା, ଆଇଜି ଅପ୍ରେସନ ଏ . ଠାକୁର, ଅନ୍ୟ ପୁଲିସ ଉଚ୍ଚ ଅଧିକାରୀ ଏବଂ ସିଆରପିଏଫର ଉଚ୍ଚ … Read More