ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ଆକ୍ସିସ୍ ବ୍ୟାଙ୍କ ସାମିଲ

ଭୁବନେଶ୍ୱର,(ଓଡିଶା ଟାଇମ୍) :  ଦେଶର ତୃତୀୟ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଏକ ଆର୍ଥିକ ସୂଚନା ପ୍ରଦାନକାରୀ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କରେ ସାମିଲ ହୋଇଛି । ଆକାଉଂଟ୍ ଏଗ୍ରିଗେଟର ହେଉଛି ଏକ ଡିଜିଟାଲ୍ … Read More

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅନୁଗୁଳ, (ଓଡିଶା ଟାଇମ୍) :ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼ ହୋଇଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ … Read More

ଖୋଲିବ ସ୍କୁଲ: ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ ପାଠ ପଢା, ଅଭିଭାବକ ରାଜି ନ ହେଲେ ଅନଲାଇନ ବ୍ୟବସ୍ଥା

ଭୁବନେଶ୍ବର, (ଓଡିଶା ଟାଇମ୍) :ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ହେବ ସମ୍ପୂର୍ଣ୍ଣ ପାଠପଢା । ପିଲା ସ୍କୁଲକୁ ନଆସିଲେ ଅନ୍‌ଲାଇନ୍‌ରେ … Read More

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୩୬୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୪୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୪୭୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୫୮୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଦୀପାବଳିରେ ବାଣ ଫୁଟାଇବା ନିଷେଧ

ଭୁବନେଶ୍ବର, (ଓଡିଶା ଟାଇମ୍) :ଏଥର ଖୋଲିବନି ବାଣ ଦୋକାନ, ଆଉ ଫୁଟିବ ନାହିଁ ବାଣ। ରାଜ୍ୟ ତମାମ କଟକଣା ଜାରି କରିଛନ୍ତି ରିଲିଫ୍ କମିଶନର।  ନଭେମ୍ବର ୧୦ରୁ ୩୦ ଯାଏଁ କଟକଣା ଜାରି ରହିବ। ଦୀପାବଳିରେ ପାରମ୍ପାରିକ ଭାବେ ଘରେ ପାଳନ … Read More

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ, (ଓଡିଶା ଟାଇମ୍) : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ … Read More

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୨୦୧ କରୋନା ସଂକ୍ରମିତ, ୨୯୪୪୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟିଂ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମଇଦାନରେ ରହିଛନ୍ତି ସର୍ବମୋଟ ୧୫ ଜଣ ପ୍ରାର୍ଥୀ । ଦୁଇ ଦିବଙ୍ଗତ ନେତାଙ୍କ ପୁଅଙ୍କୁ ମିଶାଇ ପ୍ରାୟ … Read More