କ୍ୟୁଆର କୋଡ଼ରେ ମୋ ବସ୍‌ ଭଡ଼ା ଆଦାୟ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀ ପରିପ୍ରେକ୍ଷୀରେ ମୋ ବସ୍‌ ଯାତ୍ରୀ ଏବଂ ଗାଇଡ୍‌ଙ୍କୁ ସଂକ୍ରମଣରୁ ଦୂରରେ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ୍‌ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ପକ୍ଷରୁ ମୋ ବସ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ବସ୍‌ ଭଡ଼ା ଆଦାୟ ଆରମ୍ଭ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୬ ଆକ୍ରାନ୍ତ, ୩୩୮୬କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

୨୪ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତା ଦୁଇଦିନ ରାଜ୍ୟରେ ଲାଗି ରହିବ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହୋଇପାରେ । ସେପଟେ ଶୁକ୍ରବାର ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଏଭଳି ପୂର୍ବାନୁମାନ କରିଛି … Read More

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ, ଆଜିଠୁ ଆରମ୍ଭ ହେଲା ସ୍ଲଟ୍‌ ବୁକିଂ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି। ସକାଳ ୭ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି । ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ ଠାରୁ ସ୍ଲଟ୍‌ ବୁକିଂ … Read More

ଶ୍ରୀମନ୍ଦିର ସେବାୟତଙ୍କୁ ଦ୍ୱିତୀୟ କିସ୍ତି ସହାୟତା, ମାଗଣା ମାସ୍କ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ମହାମାରୀ  ସମୟରେ ପୁରୀ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଯେଉଁ ଉଦ୍ୟମ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି ତାହା  ଆଗକୁ ଜାରି ରହିବା ସମ୍ଭାବନା ସୃଷ୍ଟି ହୋଇଛି। ଏହିକ୍ରମରେ ଶ୍ରୀମନ୍ଦିର ପ୍ରଶାସନ  … Read More

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ ) :  ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଉ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୨୨୮୨ କୁ ବୃଦ୍ଧି ପାଇଛି । … Read More

ଭିଜିଲାନ୍ସ ଜାଲରେ ଡିଏଫଓ ଓ ଡେପୁଟି ରେଞ୍ଜର

ଭୁବନେଶ୍ବର, (ଓଡିଶା ଟାଇମ ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏଫଓ । ବଲାଙ୍ଗିର ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର … Read More

କମିଶନରେଟ୍‌ ପୁଲିସ୍‌ର ଏସ୍‌ଆଇ ସ୍ତରରେ ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ ) : କମିଶନରେଟ୍‌ ପୁଲିସ୍‌ର ସବ୍‌-ଇନ୍‌ସପେକ୍ଟର (ଏସ୍‌ଆଇ) ସ୍ତରରେ ଅଦଳବଦଳ ହୋଇଛି । ୩୧ ଜଣ ଏସ୍‌ଆଇଙ୍କ ବଦଳି ହୋଇଥିବା କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିଛି ଏଏସ୍‌ଆଇଙ୍କ ପଦୋନ୍ନତି ହୋଇଥିବା … Read More

କ୍ଵାରେଣ୍ଟାଇନ୍ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ, ଫେରିଥିଲେ କୋଲକାତାରୁ

ଭୁବନେଶ୍ବର , (ଓଡିଶା ଟାଇମ୍) : ଭଦ୍ରକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କ୍ୱାରେଣ୍ଟିନ୍ ସେଣ୍ଟରରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳ ଥାନା କୁରୁକୁରା କ୍ୱାରେଣ୍ଟିନ୍ ସେଣ୍ଟରରେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୦ ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More