ରଜପର୍ବ ପାଇଁ କର୍ଫ୍ୟୁ କଟକଣା କୋହଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି … Read More

ରଜରେ କିଣାବିକା ନେଇ ଗାଇଡ଼ଲାଇନ ଜାରି କଲେ ସରକାର

ଭୁବନେଶ୍ବର , (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଅପଡେଟ ବିଷୟରେ ସୂଚନା ଦେବାକୁ ମୁଖପାତ୍ର ସୁବ୍ରତ ବାଗଚୀ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଆଜି ରଜ କିଣାବିକା ଗାଇଡଲାଇନ ନେଇ … Read More

ମାସ୍କ ଦୁର୍ନୀତି ନେଇ ଉତ୍ତର ରଖିଲା ବିଜେଡି

ଭୁବନେଶ୍ବର, (ଓଡିଶା ଟାଇମ୍) : ଅପପ୍ରଚାରର ଅପଚେଷ୍ଟା ନକରୁ କଂଗ୍ରେସ । ସଜ ମାଛରେ ପୋକ ପକାଇବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ସମ୍ବାଦିକ ସମ୍ମଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଯଦି କିଛି ପ୍ରମାଣ ଅଛି ତେବେ … Read More

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର, (ଓଡିଶା ଟାଇମ ) : ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ୍ । ତହସିଲଦାରଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲାଞ୍ଚ ନେବା ଅଭିଯୋଗରେ ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ସୂଚନାଯୋଗ୍ୟ ଯେ, … Read More

ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ ) : ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୭୨ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଦିନକୁ ଦିନ … Read More

ଟେଲି କଳାକାର ଜଗେଶ ମୁକାତିଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଟେଲି କଳାକାର ଜଗେଶ ମୁକାତିଙ୍କ ପରଲୋକ । ଅମିତା କା ଅମିତ ଓ ଶ୍ରୀ ଗଣେଷ ଭଳି ଟେଲି ଧାରାବାହିକରେ ଅଭିନୟ କରିଥିବା‌ ଅଭିନେତା ଜଗେଶ ମୁକାତିଙ୍କ ପରଲୋକ ହୋଇଯାଇଛି । ନିଃଶ୍ୱାସ ନେବାରେ କଷ୍ଟ … Read More

ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ, ସନ୍ଧ୍ୟା ୭ଟା ବଦଳରେ ୧୦ଟା ପରେ ହେବ ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ପରଠାରୁ କାର୍ଯ୍ୟକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବା ବେଳେ ଶୁକ୍ରବାର ଏଥିରେ ସାମାନ୍ୟ କୋହଳ କରାଯାଇଛି । ଆସନ୍ତାକାଲି ରାତ୍ରକାଳୀନ କମ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ଶୁକ୍ରବାର ସନ୍ଧ୍ୟା … Read More

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶା ଛୁଇଁଛି ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା … Read More

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

କଟକ, (ଓଡିଶା ଟାଇମ୍) : ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ। କନଫରେନ୍ସ ହଲରେ ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି।କୋରୋନା ପାଇଁ ନିରାଡ଼ମ୍ବର ଭାବରେ ଶପଥ ଗ୍ରହଣ ଉତ୍ସବ କରାଯାଇଛି । ଗତ ଜାନୁଆରୀ … Read More

ଅମ୍ପନ ଉଦ୍ଧାରକାରୀ ଦଳର ୫୪ ଯବାନ କରୋନାରେ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଯାହା ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ତେବେ ବାତ୍ୟା ଅମ୍ଫନର ମୁକାବିଲା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ … Read More