ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଖୁଲାସା, କରୋନା ରୋଗୀଙ୍କ ପାଇଁ ପ୍ରଭାବି ନୁହେଁ ରେମଡେସିଭିର

ୱାସିଂଟନ, (ଓଡିଶା ଟାଇମ୍) : ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ … Read More

ଅକ୍ଟୋବର ୧୬ରୁ ପାଞ୍ଚ ଦିନ ପାଇଁ ଖୋଲିବ ସବରିମାଳା ମନ୍ଦିର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ମହାମାରୀ ଯୋଗୁ ବନ୍ଦ ଥିବା ସବରିମାଳା ମନ୍ଦିର ଅକ୍ଟୋବର ୧୬ରୁ ଖୋଲିବ। ଅର୍ଥାତ ଆସନ୍ତାକାଲି ଠାରୁ ୫ ଦିନ ପାଇଁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ। ତେବେ ଏହା ମଲାୟାଲାମ ମାସ ଯୋଗୁ କେବଳ ପାଞ୍ଚ … Read More

୨୪ ଘଣ୍ଟାରେ ନୂଆ ୬୭, ୭୦୮ ଆକ୍ରାନ୍ତ ଚିହ୍ନଟ ; ୮,୧୨,୩୯୦ ଚିକିତ୍ସାଧୀନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କିଛି ଦିନ ହେବ ନୂଆ କରୋନା ପଜିଟିଭିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କିଛି ସପ୍ତାହ ପୂର୍ବରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର ହେଉଥିବା ବେଳେ … Read More

ଦେଶରେ ଗତ ୨୪ ଘଣ୍ଟାରେ ୫୩ ହଜାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ , ୭୦୬ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏଇ କିଛି ଦିନ ହେବ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ … Read More

୨୪ଘଣ୍ଟାରେ ୬୬,୭୩୨କରୋନା ଆକ୍ରାନ୍ତ ଚିହ୍ନଟ, ୭୧,୫୫୯ଜଣ ସୁସ୍ଥ

ନୂଆଦିଲ୍ଲୀ,(ଓଡିଶା ଟାଇମ୍) : ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୬୬ ହଜାର ନୂଆ ସଂକ୍ରମଣ … Read More

ଆଜି ଓଜେଇଇ : ଜେଇଇ ମେନ୍ ଢାଞ୍ଚାରେ ହେବ, ୮୦ହଜାରରୁ ଅଧିକ ପରିକ୍ଷାର୍ଥୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ପ୍ରଥମ କରି ଓଜେଇଇ … Read More

ଦେଶରେ କରୋନା ସଂକ୍ରମଣ ୬୯ ଲକ୍ଷ ଟପିଲା, ୭୦ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୯୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି … Read More

ପୀୟୂଷ ଗୋଏଲଙ୍କୁ ଖାଦ୍ୟ ମନ୍ତ୍ରଣାଳୟର ଅତିିରିକ୍ତ ଦାୟିତ୍ଵ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଗତ କାଲି ସନ୍ଧ୍ୟା ରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ପ​‌ରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ତବ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି । ପୀୟୂଷ ଏବେ ରେଳ … Read More

୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ପାର ହୋଇଛି। ୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା … Read More

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। … Read More