ଭାରତର ‘ନାଗ’ରେ ଭୟଭୀତ ହେବେ ଶତ୍ରୁ, ମାତ୍ର ୪୫ ମିନିଟରେ ଆଣ୍ଟି-ଟ୍ୟାଙ୍କ ଗ୍ରାଇଡେଡ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତ ଆଉ ଏକ ପଦକ୍ଷେପ ନେଇଛି। ଭାରତ ଗୁରୁବାର ସକାଳୁ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ … Read More

୨୪ ଘଣ୍ଟାରେ ୭୧୭ ମୃତ; ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୫ ହଜାର ୯୧୪କୁ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା … Read More

କରୋନା ଉପରେ ଗବେଷଣା କଲେ ୧୪ବର୍ଷୀୟା ଭାରତୀୟ ବଂଶୋଦ୍ଭବ ଅନିକା : ମିଳିଲା ୧୮ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆମେରିକାରେ କରୋନା ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦ୍ଭବ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନିକା ଗବେଷଣା ପାଇଁ ୨୫ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା … Read More

ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି ସନ୍ଧ୍ୟା ୬ଟାରେ ଦେଶର ନାଗରିକଙ୍କ ନାଁରେ ଏକ ବାର୍ତା ଜାରି କରିବେ। ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ କଥା ଟ୍ବିଟ୍‌ କରି … Read More

୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ, ଦିନକରେ ୫୭୯ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ     ଆଉ ୫୫,୭୨୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ … Read More

ଭାରତ ସୀମା ନିକଟରେ ମିସାଇଲ୍ ଛାଡିଲା ଚୀନ୍: ଥରି ଉଠିଲା ପାହାଡ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ। ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ଭାରତୀୟ ସୀମାର ଅତି ନିକଟରେ ମିସାଇଲ ଚଲାଇଛି। ରକେଟ ଲଞ୍ଚର ଦ୍ୱାରା ଲଗାତାର ଗୋଳାବାରୁଦ ଛାଡିବା ପରେ ଲଦାଖ … Read More

ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା- ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଟିକା ପ୍ରସ୍ତୁତି ଦିଗରେସେରମ ଇନଷ୍ଟିଚ୍ୟୁଟ୍ର କାମ ଜାରି ରହିଛି। ଭାକସିନ୍ କେବେ ଉପଲବ୍ଧ ହେବ ସମସ୍ତଙ୍କ ମନରେ ଏଇ ପ୍ରଶ୍ନ ଥିବା ବେଳେ  ମାର୍ଚ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବା ନେଇ କହିଛି କମ୍ପାନି। ଯଦି … Read More

ଦେଶରେ କରୋନା ପଜିଟିଭ ସଂଖ୍ୟା ୭୪ ଲକ୍ଷ ୯୪ ହଜାର ୫୫୨ ; ଚିହ୍ନଟ ଆକ୍ରାନ୍ତ ୬୧, ୮୭୧

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ପଜିଟିଭ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ … Read More

ଦିନକରେ ପୁଣି ୬୨,୨୧୨ କରୋନା ଆକ୍ରାନ୍ତ ଚିହ୍ନଟ, ୭୪ ଲକ୍ଷ ପାର‌ ହେଲା ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କରୋନା ଆକ୍ରାନ୍ତ। କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। କୌଣସି ବି ପରିସ୍ଥିତିରେ ନିୟନ୍ତ୍ରଣାଧୀନ ହେଉନି ମହାମାରୀ କରୋନା। ଗତ ୨୪ ଘଣ୍ଟା ମଧ୍ୟରେ … Read More

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଜାମୁ-କାଶ୍ମୀରର ଅନନ୍ତନାଗରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହାସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ … Read More