ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’, ଉଭୟ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିନ୍ଧିଆଙ୍କ … Read More

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି … Read More

ଭାରତରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଚୀନ୍ ଗଣମାଧ୍ୟମ ପୁଣି ଯୁଦ୍ଧଭ୍ୟାସ ଭିଡ଼ିଓ ଜାରି କରିଛି

ଭାରତ ଚୀନ୍ ଉତ୍ତେଜନା: ଲଦାଖ ସୀମାରେ ଭାରତ ଏବଂ ଚୀନ୍ (ଭାରତ-ଚୀନ୍ ସୀମା ଟେନସନ) ତିକ୍ତତା ମଧ୍ୟରେ ଚୀନ୍ ଆର୍ମି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଭାରତୀୟ ସୀମା ନିକଟରେ ଯୁଦ୍ଧଭ୍ୟାସ କରିଥିଲା । ଏହି ସମୟ ମଧ୍ୟରେ ଚୀନ୍ ବାୟୁସେନା … Read More

ମହାରାଷ୍ଟ୍ର-ଦିଲ୍ଲୀ-ଗୁଜରାଟରେ କରୋନା ସ୍ଥିତି ଭୟଙ୍କର, ମୃତ୍ୟୁସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାରରୁ ଅଧିକ ଏବଂ ୭୨୦୦ … Read More

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ … Read More

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍)): କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ … Read More

ଦିଲ୍ଲୀ-ଏନ୍‌ସିଆର୍‌ରେ ପୁଣି ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତିବ୍ରତା ୨.୧

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୨.୧ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସୀ କ୍ଷୟକ୍ଷତିର ସୂଚନା ମିଳିନାହିଁ । … Read More

ଦିଲ୍ଲୀରେ ଜୁନ ୧୦ରୁ ଶସ୍ତା ହେବ ମଦ, ପ୍ରତ୍ୟାହାର କରାଯିବ ଅତିରିକ୍ତ ଟ୍ୟାକ୍ସ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶର ରାଜଧାନୀ ଦିଲ୍ଲୀରେ ମଦ ପ୍ରେମୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଉପରେ ଲାଗୁ ହୋଇଥିବା ୭୦ ପ୍ରତିଶତ ବିଶେଷ କରୋନା ଟ୍ୟାକ୍ସ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି … Read More

ଦିନକରେ ୨୭୮ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିନକୁ ଦିନ ମହାମାରୀ କରୋନାକୁ ନେଇ ସାରା ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବିସ୍ଫୋରକ ଦିଗରେ ଗତି କରୁଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା … Read More

କରୋନା ଆକ୍ରାନ୍ତ ଦାଉଦର୍‌ ମୃତ୍ୟୁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମୋଷ୍ଟ ୱାଣ୍ଟେଡ୍ ଡନ୍‌ ଦାଉଦ ଇବ୍ରାହିମର କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଛି। ଭାରତ ଓ ପାକିସ୍ତାନ ସୋସିଆଲ ମିଡିଆରେ ଏବେ ଦାଉଦର ମୃତ୍ୟୁ ଖବର ଭାଇରଲ ହେଉଥିଲେ ହେଁ ଏ ନେଇ ସ୍ପଷ୍ଟ ଖବର … Read More