ଦୀର୍ଘ 80 ଦିନ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ବିଶ୍ୱର ସବୁଠାରୁ ଧନୀ ମନ୍ଦିର

ତିରୁପତି, (ଓଡିଶା ଟାଇମ ) : ଦୀର୍ଘ 80 ଦିନ ପରେ ଖୋଲିଲା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ତିରୁପତି ମନ୍ଦିର । ମନ୍ଦିରକୁ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ମନ୍ଦିର ପରିସରରେ କେଶ … Read More

କରୋନା ମାମଲାରେ ଭାରତ ଚତୁର୍ଥ ସ୍ଥାନରେ

କରୋନା ମାମଲାରେ ଭାରତ ଗୋଟିଏ ଦିନରେ ଦୁଇ ଦେଶ ସ୍ପେନ ଏବଂ ବ୍ରିଟେନକୁ ଅତିକ୍ରମ କରିଛି   ବର୍ତ୍ତମାନ କରୋନା ମାମଲାରେ ଭାରତ ବିଶ୍ୱ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି   ତେବେ ଅନ୍ୟ ଦିଗଟି ହେଉଛି ଯେ ଭାରତ ବ୍ୟତୀତ ଶ୍ରେଷ୍ଠ ୫ଟି … Read More

ନେପାଳରେ ଯୋଗୀଙ୍କ ଲୋକପ୍ରିୟତା ଦେଖିବା ପରେ ଓଲିଙ୍କ ଧମକ

ଚୀନ୍‌ର ଆଦେଶରେ ନାଚୁଥିବା ନେପାଳର କମ୍ୟୁନିଷ୍ଟ ସରକାର ଭାରତ ସହ ସୀମା ବିବାଦକୁ ନେଇ ପ୍ରତିଦିନ ନୂଆ ବିବାଦ ସୃଷ୍ଟି କରିବାରେ ଲାଗିଛନ୍ତି । ବର୍ତ୍ତମାନ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ପରାମର୍ଶ ପାଇ ଅସନ୍ତୋଷ … Read More

ବଡ଼ଗାମରେ ଗୁଳି ବିନିମୟ : ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରିଲେ ସୁରକ୍ଷାକର୍ମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ବଡ଼ଗାମରେ ଗୁରୁବାର ସକାଳୁ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଜି ସକାଳେ ପଠାନପୋରାରେ ସର୍ଚ୍ଚ ଅପରେସନ୍ ଚଲାଇଥିଲେ,ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। … Read More

ମହାରାଷ୍ଟ୍ର ପରେ ଦିଲ୍ଲୀ-ଗୁଜରାଟ ସଙ୍କଟରେ, ଗୁଜରାଟରେ ୧୩୧୩, ଦିଲ୍ଲୀରେ ୯୦୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ … Read More

ଭାରତର ପାର୍ବତ୍ୟ ସେନା ହେଉଛି ବିଶ୍ୱର ସବୁଠାରୁ ବଡ଼ ଏବଂ ଅଭିଜ୍ଞ- ଚୀନ୍‌

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଶେଷରେ ଚୀନ୍ ଗଣମାଧ୍ୟମ ଭାରତୀୟ ସେନାକୁ ବହୁତ ପ୍ରଶଂସା କରିଛି । ଚୀନ୍ ଗଣମାଧ୍ୟମ ଅନ୍ୟ ଦେଶର ସୈନ୍ୟବାହିନୀକୁ ଏପରି ଖୋଲା ହୃଦୟରେ ପ୍ରଶଂସା କରିବା ଘଟଣା ବିରଳ ବୋଲି କୁହାଯାଉଛି । … Read More

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ଆତ୍ମହତ୍ୟା

ମୁମ୍ବାଇ, (ଓଡିଶା ଟାଇମ ) :  ଲୋକପ୍ରିୟ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁମ୍ବାଇର ମଲାଡ୍‍ ସ୍ଥିତ ଏକ ୧୪ ମହଲା ବିଲ୍ଡିଂରୁ … Read More

୨୪ ଘଣ୍ଟାରେ ୯୯୮୫ ନୂଆ ସଂକ୍ରମିତ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) :  ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା​‌ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ … Read More

‘ହଁ, ଚୀନ୍ କବଜା କରିଛି’, ରାହୁଲ ଗାନ୍ଧୀଙ୍କୁ ଲଦାଖ ସାଂସଦଙ୍କ ଉତ୍ତର

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟ୍ୱିଟ୍‌ରରେ ଲଦାଖରେ ଚୀନର ଆକ୍ରମଣ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ଚୀନ୍ ଭାରତର ଜମି ଅଧିକାର କରିଛି କି? ଲଦାଖର ବିଜେପି … Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା ଲକ୍ଷଣ … Read More