ବିଜେଡିରେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ

ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ … Read More

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ … Read More

ବାରଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି । ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ … Read More

ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ନେତୃତ୍ୱ ନେଇଥିବା ଆଡ଼ଭାନୀ,ଯୋଶୀ,ଉମାଙ୍କୁ ସଂସଦରେ ଦେଖିବାକୁ ମିଳିବ ନାହିଁ

ଦୀର୍ଘ ୩୦ବର୍ଷ ପରେ ରାମ ମନ୍ଦିର ଆନ୍ଦୋଳନରେ ଜଡିତ ଥିବା ଓ ବାବରୀ ଢ଼ାଞ୍ଚାକୁ ଭାଙ୍ଗିବା ଦିଗରେ ଷଡଯନ୍ତ୍ର କରିଥିବା କୌଣସି ନେତା ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ୁନାହାନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ … Read More

ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ପାଞ୍ଚ ମାସ ତଳୁ ବିଜେପିରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ବିଜୟ ଫେରିବା ପରେ ବିଜେପିର ଲାଭ ହେବ ବୋଲି ଅନେକ ମତ ଦେଉଥିବାବେଳେ ଏହାକୁ କିନ୍ତୁ ରାଜନୀତିକ … Read More

ଏବେ ଦିଲ୍ଲୀପଙ୍କ ପାଳି!

ବିଜେପିରୁ ଇସ୍ତଫା ଦେଇଥିବା ବିଜୟ ମହାପାତ୍ର ପାଞ୍ଚ ମାସ ପରେ ପୁଣି ଥରେ ଦଳକୁ ଫେରିଛନ୍ତି। କ୍ଷମତା ହାସଲ ପାଇଁ ସଂଗ୍ରାମ କରୁଥିବା ବିଜେପି ଦଳର ବରିଷ୍ଠ ନେତା ବିଜୟ ମାହାପାତ୍ରଙ୍କ ମାନଭଞ୍ଜନ କରିବା ପରେ ସେ ଆଜି ଦଳୀୟ କାର୍ଯ୍ୟାଳୟକୁ … Read More

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ଭୁବନେଶ୍ଵର, (ଓଟି): ଅନେକ ଦିନ ଧରି ବିଜେପିରେ ଲାଗିଥିବା ‘ବିଜୟ’ ଅଙ୍କ ଛିଣ୍ଡିବାକୁ ଯାଉଛି। କିଛି ସମୟ ଭିତରେ ସେ ପାର୍ଟିରେ ପୁଣି ସକ୍ରିୟ ହେବେ ବୋଲି ଆଶା କରାଯାଉଛି। ଏଥିନେଇ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ଦଳର ଉପସଭାପତି … Read More

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ରାଉରକେଲା ଉନ୍ନତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଶୋଦଗାର କରି ବିଜେପିରୁ ଇସ୍ତଫା ଦେଇଥିବା ରାଜନେତା ତଥା ବିଶିଷ୍ଟ ବ୍ୟବସାୟୀ ଦିଲୀପ ରାୟ ବିଜେଡି ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାର ଆଉ ସମ୍ଭାବନା ନାହିଁ ବୋଲି ରାଜନୀତିକ … Read More

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

ଚଳିତ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପି ଡ଼ା ସମ୍ୱିତ ପାତ୍ରଙ୍କୁ ପ୍ରାର୍ଥୀ କରି ଯେଉଁ ବ୍ରାହ୍ମଣ ଓ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି ତାର ଉପଯୁକ୍ତ ମୁକାବିଲ୍ଳା କରିବା ପାଇଁ ଶାସକ ବିଜୁ ଜନତା ତାର ପୁରୁଣା ସାଂସଦ … Read More

ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ କହୁଥିବା ପ୍ରିୟଙ୍କା ଗାନ୍ଧି ଏବେ ନିଜର ଚିନ୍ତାଧାରା ବଦଳାଇଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, ଦଳ କହିଲେ ମୁଁ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇ ଲଢ଼େଇ କରିବି। ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ରାଜନୀତିକ ଚର୍ଚ୍ଚା … Read More