ସି-ଭୋଟର ସର୍ଭେ: ଲୋକସଭାରେ ବିଜେଡିକୁ ମିଳିବ ୧୦ଓ ବିଜେପିକୁ ୧୧ ଆସନ

ଏନଡିଏ ୨୬୪, ୟୁପିଏକୁ ୧୪୩ ଆସନ,  ଅନ୍ୟ ୧୩୯, କେବଳ ବିଜେପିକୁ ୨୪୧- କଂଗ୍ରେସକୁ ୮୬ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦ ଓ ବିଜେପିକୁ ୧୧ଟି   ଆସନ ମିଳିବ।    ଆଇଏଏନଏସ ପକ୍ଷରୁ ସି-ଭୋଟର କରିଥିବା … Read More

ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!

ବରଗଡ ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତ ଯୋଗୁଁ ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ସୁବାସ ଚ୍ଭୌହ୍ୱାନ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ନେଇ ରାଜନୈତିକ ଅଟକଳ ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ବର୍ତ୍ତମାନ ସୁଦ୍ଧା … Read More

ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ

ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତର ଶୀକାର ହୋଇ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ସୁବାସ ଚୌହ୍ୱାନ ଶାସକ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କୁ ନେଇ ଶ୍ରୀ ଚୌହ୍ୱାନ ଆଜି ନବୀନ ନିବାସରେ … Read More

ସମ୍ବିତ ପାତ୍ରଙ୍କ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାରକୁ କଂଗ୍ରେସର ବିରୋଧ

ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାରକୁ କଂଗ୍ରେସ ବିରୋଧ କରିଛି। ଏ ନେଇ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ … Read More

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ରାଜନୀତିରେ ତିଷ୍ଠି ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଦଳର ମୂଳ ଲୋକମାନଙ୍କୁ ଅପମାନିତ କରି ସେମାନଙ୍କ ରାଜନୈତିକ ଜୀବନକୁ ଲୋପ କରିବା ପାଇଁ ଜାଲ ବିଛାଇବାରେ ଲାଗିଛନ୍ତି ତାକୁ ନେଇ ସଂଘ … Read More

ମୋଦିଙ୍କ ପରେ କିଏ?

ଅମିତ୍ ଶାହଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପିନିଜକୁ ଜନତାଙ୍କ ନେତା ବୋଲି ପ୍ରମାଣ କରିବାକୁ ଲୋକସଭା ନିର୍ବାଚନରେ ଶାହ ଗତ ସପ୍ତାହରେ ବିଜେପିର ପ୍ରାର୍ଥୀ ତାଲିକାରେ ଗାନ୍ଧୀ ନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ନାମ ଘୋଷଣା କରି ବିଜେପି … Read More

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ବରଗଡ଼ରୁ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ସୁବାସ ଚନ୍ଦ୍ର ଚୌହ୍ଵାନ ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। … Read More

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!

ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରୀୟ ନେତାଙ୍କ ଆର୍ଶିବାଦ ଯୋଗୁଁ ଦରାକୁ ସରା ମଣୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ଦଳର ଜଣେ ସମର୍ପିତ ନେତା ରାଜ କିଶୋର ଦାସ ଶାସକ ବିଜୁ ଜନତା ଦଳରେ ଯୋଗ … Read More

ଲକ୍ଷ୍ୟ ହୀନ ଏନଜିଓରେ ପରିବର୍ତ୍ତନ ହେବାକୁ ଯାଉଛି ରାହୁଲଙ୍କ କଂଗ୍ରେସ

୨୦୧୯ ନିର୍ବାଚନର ପ୍ରଥମ ଚରଣ ମତଦାନ ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ। ଏବେ ଆସନ୍ତୁ ଦେଖିବା ଏହି ନିର୍ବାଚନୀ ମହାସମର ପାଇଁ କଂଗ୍ରେସ ପାର୍ଟି କେତେ ଦୂର ପ୍ରସ୍ତୁତ ହୋଇଛି। ଏହାର ସେନାପତି, ପଦାତିକ ସୈନିକ କେତେ … Read More

କଂଗ୍ରେସର ଗରିବୀ କାର୍ଡ : ଗରିବ ପରିବାରକୁ ୭୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବି କାର୍ଡ଼ ଖେଳିଛନ୍ତି। ଦେଶର ୨୫ କୋଟି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ … Read More