ଅନନ୍ତ, ପ୍ରଣବ ଓ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଟିକେଟ୍

ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ … Read More

ଲୋକସଭା ନିର୍ବାଚନକୁ ନେଇ ଦକ୍ଷିଣ ଭାରତର ୭ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି … Read More

ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ … Read More

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ବିଜେଡିର ବିଜୟ ବାନା ଉଡାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ମାରାଥନ ପ୍ରଚାର ଆରମ୍ଭ କରିବେ। ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା … Read More

ସମ୍ୱିତ୍ ପାତ୍ରଙ୍କ ଅଭିନବ ପ୍ରଚାର

ବିଜେପି ନେତା ସମ୍ୱିତ୍ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ପ୍ରଚାରରେ ଲାଗିପଡ଼ିଛନ୍ତି। ସେ ତାଙ୍କ ପ୍ରଚାର ଅଭିନବ ଢଙ୍ଗରେ କରୁଥିବାରୁ ତାହା ଜାତୀୟ ମିଡ଼ିଆରେ ଶିରୋନାମା ହେବାରେ ଲାଗିଛି। ସେ କେତେବେଳେ ବୁଢ଼ି … Read More

ନବୀନଙ୍କ ଓଡ଼ିଆ ଭାଷା ନଜାଣିବାକୁ ନେଇ ଶାହଙ୍କ ଆକ୍ରମଣ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଯେ ଉତ୍କଳ ଦିବସରେ ସେ ଏଠାକୁ ଆସିଥିବାରୁ ନିଜକୁ … Read More

ଲୌହପୁରୁଷ ଏତେ ଚୁପ‍୍‌ କାହିଁକି?

ଲାଲକୃଷ୍ଣ ଆଡ଼ଭାନୀ ଓ ମୂରଲୀ ମନୋହାର ଯୋଶୀଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଟିକଟ ମିଳିନଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରଛନ୍ତି। ବିଜେପିର ପ୍ରତିଷ୍ଠାତା ସଦସ୍ୟଙ୍କୁ ଯେଭଳି ଦଳ ପକ୍ଷରୁ ବ୍ୟବହାର କରାଯାଉଛି ତାହା ଅତ୍ୟନ୍ତ … Read More

ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ଆଜି ଅଜାଣତରେ ରାଜ୍ୟ ତଥା ପୁରୀ ଜିଲ୍ଲାରେ ମୋଦି ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନାର ବିଫଳତାକୁ ଟ୍ୱିଟ କରି ସାରା ଦେଶରେ ପଦାରେ … Read More

ରଘୁଙ୍କ ଇସ୍ତଫା : ଟିକଟ ପାଇଁ ଚାପ ନୁହେଁ ତ?

ବସ୍ତା ରାଜନୀତିରୁ ବନବାସ ନେଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ। ବର୍ଷକ ତଳେ ବିଜେପିକୁ ଯିବା ପାଇଁ କଥା ହେବାରୁ ତାଙ୍କୁ ବିଜେଡି ନେତୃତ୍ୱ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ। କିନ୍ତୁଶ୍ରୀ ମହାନ୍ତି … Read More

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ବିଜେପି-୧୩ ବିଜେଡି-୦୭ କଂଗ୍ରେସ-୦୧ ଲୋକସଭା ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍‌ ପକ୍ଷରୁ ଜନତାଙ୍କ ମତାମତ ଜାଣିବା ପାଇଁ ସ୍ଥାନୀୟ ସାମ୍ୱାଦିକଙ୍କ ସହିତ ଆଲୋଚନା ପରେ ଓଡ଼ିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ନଳୀରେ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପିକୁ … Read More