ଯୁବକଙ୍କ ଆତଙ୍କରାଜ, ଆପାର୍ଟମେଣ୍ଟରେ ପଶି ଟେକା ମାଡ ସହ କଲେ ଭଙ୍ଗାରୁଜା
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱର ସହିଦ ନଗରସ୍ଥିତ ବଙ୍କୁଆଳରେ ଥିବା ଏକ ଆପାର୍ଟମେଣ୍ଟରେ ଦୁଇ ଜଣ ଦୁର୍ବୃତ୍ତ ପଶି ଗୁଣ୍ଡାରାଜ କରିବା ସହ ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର … Read More











