ସୀମାନ୍ତ ଜଙ୍ଗଲରେ ଏନ୍କାଉଣ୍ଟର, ଜଣେ ମାଓବାଦୀ ନିହତ
ମାଲାକନଗିରି, (ଓଡିଶା ଟାଇମ୍): ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଜଣେ ଦୁର୍ଦାନ୍ତ ମାଓବାଦୀ ନିହତ । ପୋଲିସ ଗୁଳିରେ ନିହତ ଇନ୍ଦ୍ରାବତୀ ମାଓ ସଂଗଠନର ମାଓବାଦୀ ରାମସୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, … Read More











