ପାଦ ଗଣ୍ଠି ସମସ୍ୟା ପାଇଁ ସରଳ ଟିପ୍ସ୍

ଶାସ୍ତ୍ର ପୁରାଣ ଅନୁସାରେ ସୁନ୍ଦର ପାଦ ଲକ୍ଷ୍ମୀପାଦ ବୋଲି କୁହାଯାଏ । ପାଦରେ ଅନେକ ଶୁଭ ଲକ୍ଷଣ ଥାଏ । ପାଦକୁ ସୁନ୍ଦର କରି ରଖିବା ପାଇଁ ଝିଅମାନେ କେତେ କ’ଣ କରିଥାନ୍ତି । ଅନେକ ସମୟରେ ପାଦରେ ଗଣ୍ଠି ହୋଇଯାଏ, … Read More

ଲତାଙ୍କ ନୂଆଗୀତରେ ଭାବବିହ୍ୱଳ ହେଲେ ମୋଦି, ‘ସୌଗନ୍ଧ ମୁଝେ ଇସ୍ ମିଟି କି…’ ଭିଡିଓ ରିଲିଜ୍

ଅନେକ ଦିନ ପରେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ ତାଙ୍କର ମିଠା ସ୍ୱରରେ ଏକ ଗୀତ ଗାଇଛନ୍ତି । ‘ସୌଗନ୍ଧ ମୁଝେ ଇସ୍ ମିଟି କି…’ ନାମକ ଏହି ଗୀତଟି ଭାରତୀୟ ଜବାନଙ୍କ ବୀରତ୍ୱ ଓ ବଳିଦାନ ପାଇଁ ସମର୍ପିତ । ଏହାକୁ … Read More

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଜଗତସିଂହପୁର ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। … Read More

ରଙ୍ଗୀଲାରୁ ରାଜନୀତି ପର୍ଯ୍ୟନ୍ତ ଉର୍ମିଳାଙ୍କ ଯାତ୍ରା

ସିନେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହେବାର ମାତ୍ର ଦୁଇ ଦିନ ପରେ ତାଙ୍କୁ ମୁମ୍ୱାଇ ଉତ୍ତର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଯେଉଁ ଦିନ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ ମୁମ୍ୱାଇରେ ରହିବେ ବୋଲି ରାହୁଲ ଗାନ୍ଧୀଙ୍କୁ କହିଥିଲେ। … Read More

ପ୍ରଶାନ୍ତଙ୍କୁ ମୁଦୁଲିଙ୍କୁ ଚ୍ୟାଲେଞ୍ଜ, ଜଗତସିଂହପୁରରୁ ଲଢ଼ିବେ, ଅନ୍ୟ ୮ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ଵର, (ଓଟି): ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ। ନିଜର ପୂର୍ବ ବିଜିତ ନିର୍ବାଚନ ମଣ୍ଡଳୀରୁ ତାଙ୍କ ନାଁକୁ କାଢ଼ି ଜଗତସିଂହପୁରରୁ ପ୍ରାର୍ଥୀ ହେବାକୁ କୁହାଯାଇଛି। ଏହିକ୍ରମରେ ସେ କଂଗ୍ରେସ ବିଧାୟକ ଚିରଞ୍ଜିବି ବୀଶ୍ଵାଳଙ୍କୁ ସମ୍ମୁଖୀନ … Read More

ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ଆଜି ଅଜାଣତରେ ରାଜ୍ୟ ତଥା ପୁରୀ ଜିଲ୍ଲାରେ ମୋଦି ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନାର ବିଫଳତାକୁ ଟ୍ୱିଟ କରି ସାରା ଦେଶରେ ପଦାରେ … Read More

ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କିଏ କେତେବେଳେ କେଉଁ ଦଳରେ ଯୋଗ ଦେଉଛି ତ କିଏ ଦଳ ଛାଡୁଛି। ଏଭଳି ସ୍ଥିତିରେ ରାଜ୍ୟର ତିନି ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ଏବେ ବି କିଛି ଆସନର ପ୍ରାର୍ଥୀ … Read More

ଗୋଷ୍ଟୀ କନ୍ଦଳରେ ଜର୍ଜରିତ କେନ୍ଦ୍ରାପଡ଼ା ବିଜେଡି

ଗୋଟିଏ ଗୁଳିରେ କିଶୋର-ଧ୍ରୁବ-ପ୍ରତାପଙ୍କୁ ଶିକାର ପାଇଁ ଗୋଟି ଚାଳନା କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଏବେ ରାଜନଗର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ବିରୁଦ୍ଧରେ କିଛି ଲୋକ … Read More

ବିଜେଡିକୁ ରାମଚନ୍ଦ୍ର ଓ ବିଜେପିକୁ ପୁରୁଷୋତ୍ତମ ଚିନ୍ତା; ବାଜି ମାରି ନେବ କି ଜେଏମଏମ

ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ଆସନ୍ତ ୨ରୁ ୯ ତାରିଖ ମଧ୍ୟରେ ହେବ ପ୍ରାଥିର୍ପତ୍ର ଦାଖଲ। ବିଜେପିର ୯ଟି ବିଧାନସଭା ସିଟ ମଧ୍ୟରୁ ୭ଟି ଘୋଷଣା କରିସାରିଥିବା ବେଳେ ଲୋକସଭା … Read More

ବାସୁଦେବପୁର ନିର୍ବାଚନମଣ୍ଡଳୀ : ୩ ଦଳରେ କିଛି ନୂଆ କିଛି ପୁରୁଣା

ଭଦ୍ରକ ଜିଲ୍ଲାର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବ। ସେଥିପାଇଁ ସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ୱ କରୁଛନ୍ତି। ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଶାସକ ବିଜେଡି … Read More