ବାଲେଶ୍ୱର ସଦର ଆସନ: ବିଜେପି-ବିଜେଡିର ରଣନୀତି ପ୍ରସ୍ତୁତ,ପଛରେ କଂଗ୍ରେସ

ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱରରେ ରାଜନୀତି ଅଙ୍କକଷା ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଆସନ ପାଇଁ ବିଜେପି … Read More

ଭଦ୍ରକ ବିଜେଡିରେ ଅସନ୍ତୋଷର ନିଆଁ

ଭଦ୍ରକ ରାଜନୀତି ଏତେଶୀଘ୍ର ମୋଡ଼ ବଦଳାଇବ ବୋଲି କିଏ ଭାବିଥିଲା? ବରିଷ୍ଠ ସାଂସଦ ଅଜୁର୍ନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଭଦ୍ରକ ବିଧାୟକ ବରିଷ୍ଠ ନେତା ଯୁଗଳ ପଟ୍ଟନାୟକଙ୍କୁ ଟିକଟ ନଦେଇ ଧାମନଗରର ପୂର୍ବତନ ସ୍ୱର୍ଗତ ବିଧାୟକ ମାନସ … Read More

ରାହୁଳ ଗାନ୍ଧୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ

ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରବିବାର ଦିନ ସମ୍ମତି ପ୍ରଦାନ କରିଥିବା କଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଜଣାଇଛନ୍ତି। ଉତ୍ତର ପ୍ରଦେଶର ଆମେଥି ଏବଂ … Read More

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ଭାରତୀୟ ଜନତା ପାର୍ଟି ମଇଦାନରେ ବିଜୟ ମହାପାତ୍ରଙ୍କ ପୁନଃ ପ୍ରବେଶ ଏବଂ ବିଜୁ ଜନତା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର କେନ୍ଦ୍ରାପଡାରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ବିଜୁ ଜନତା ଦଳକୁ ଭୀଷଣ ଚିନ୍ତିତ କରିପକାଇଛି। ବୈଜୟନ୍ତଙ୍କର ମୁକାବିଲା ପାଇଁ … Read More

ବିଜେଡିରୁ ରଘୁ ମହାନ୍ତିଙ୍କ ଇସ୍ତଫା

ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ … Read More

ଟିକଟ ଆଶାୟୀଙ୍କ ବିଦ୍ରୋହ ଆଣିପାରେ ବିଜେଡିକୁ ବଡ଼ ବିପଦ

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ବଡ଼ ଝଟ କା ଖାଇଥିଲା। ବିଧାୟକ ଏବଂ ସାଂସଦ ବିଦ୍ରୋହ ଘୋଷଣା କରି ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି … Read More

ମାହାଙ୍ଗାରେ ତ୍ରିମୁଖୀ ଲଢ଼େଇ

ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉଷ୍ମତା ବଢି ବଢି ଚାଲିଥିବା ଅନୁଭୂତ ହେଉଛି । ବିଜେଡି ଓ ବିଜେପି ଦଳ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲା ବେଳେ ଶୁକ୍ରବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ … Read More

ମୃତ୍ୟୁ ସହିତ ଲଢ଼ି ଫେରିଲେ ଅଭିନେତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନିକଟ ଅତୀତରେ ଏମିତି ଏକ ଘଟଣା ଘଟିଥିଲା, ଯେଉଁଥିରେ ଟେଲି ଦୁନିଆର ଅଭିନେତ୍ରୀ ଜୁହି ପରମାର୍ ମୃତ୍ୟୁମୁଖକୁ ଚାଲିଯାଇଥିଲେ । କିନ୍ତୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ମୃତ୍ୟୁ ସହିତ ଲଢ଼ି … Read More

ରଘୁଙ୍କ ଇସ୍ତଫା : ଟିକଟ ପାଇଁ ଚାପ ନୁହେଁ ତ?

ବସ୍ତା ରାଜନୀତିରୁ ବନବାସ ନେଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ। ବର୍ଷକ ତଳେ ବିଜେପିକୁ ଯିବା ପାଇଁ କଥା ହେବାରୁ ତାଙ୍କୁ ବିଜେଡି ନେତୃତ୍ୱ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ। କିନ୍ତୁଶ୍ରୀ ମହାନ୍ତି … Read More

୫ ବର୍ଷରେ ୟୁପିଏରେ ବଢ଼ିଛି ୧୫, ଏନଡିଏରେ ବଢ଼ିଛି ୮ ଦଳ

ଲୋକସଭା ନିର୍ବାଚନ ସମୟରେ ବିଜେପି ନେତୃତ୍ୱରେ ଗଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ୫ବର୍ଷ ତଳେ ଦଳ ସଂଖ୍ୟା ୨୭ ଥିଲାବେଳେ ବର୍ତ୍ତମାନ ସେମାନଙ୍କ ସାଂସଦ ସଂଖ୍ୟା ୩୩୬। ଏବେ ଏନଡିଏରେ ଦଳ ସଂଖ୍ୟା ୨୭ରୁ ବଢ଼ି ୩୫ରେ ପହଞ୍ଚିଛି। ଅନ୍ୟ … Read More