ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ … Read More

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ବିଜେଡିର ବିଜୟ ବାନା ଉଡାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ମାରାଥନ ପ୍ରଚାର ଆରମ୍ଭ କରିବେ। ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା … Read More

ସମ୍ୱିତ୍ ପାତ୍ରଙ୍କ ଅଭିନବ ପ୍ରଚାର

ବିଜେପି ନେତା ସମ୍ୱିତ୍ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ପ୍ରଚାରରେ ଲାଗିପଡ଼ିଛନ୍ତି। ସେ ତାଙ୍କ ପ୍ରଚାର ଅଭିନବ ଢଙ୍ଗରେ କରୁଥିବାରୁ ତାହା ଜାତୀୟ ମିଡ଼ିଆରେ ଶିରୋନାମା ହେବାରେ ଲାଗିଛି। ସେ କେତେବେଳେ ବୁଢ଼ି … Read More

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

କଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ହିଁ ନିର୍ବାଚନ ଲଢ଼ିବେ। ବିଜେଡି ତାଙ୍କ ପାଇଁ ସପ୍ତମଥର ଲାଗି ସାଂସଦ ହେବାର ସୁଯୋଗ ଦେଇଛି। ୧୯୯୮ ମସିହାରୁ ସେ କଟକ ଆସନରେ ନିର୍ବାଚନ ଲଢ଼ି ବିଜୟୀ ହେଉଛନ୍ତି। ଏଥର ପାର୍ଟି ତାଙ୍କୁ ଟିକେଟ୍‌ … Read More

ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

ଏପ୍ରିଲ ୧ ତାରିଖଠାରୁ ନୂଆ ଆର୍ଥିକ ବର୍ଷ ୨୦୧୯- ୨୦ର ଶୁଭାରମ୍ଭ ହୋଇଛି। ଫଳରେ ଆଜିଠାରୁି ଅନେକ ପ୍ରକାରର ଟିକସ ସମ୍ପର୍କିତ ପରିବର୍ତ୍ତନ ଦେଖାଦେବ। ଏଥିରେ ମଧ୍ୟ ବ୍ୟକ୍ତିଗତ ଆର୍ଥିକସ୍ଥିତି ସମ୍ପର୍କିତ ଅନେକ ପରିବର୍ତ୍ତନ ରହିଛି। ଏହା ବ୍ୟକ୍ତିଗତ ନିବେଶ ଓ … Read More

ଆମେ ବହୁତ ଭଲ କରିବୁ: ନବୀନ

ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ସୋମବାର ଦିନ ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି। ନୟାଗଡ଼ରୁ ନବୀନ ତାଙ୍କର ପ୍ରଥମ ନିର୍ବାଚନୀ ସଭା ଆରମ୍ଭ କଲା ବେଳେ ସେଠାରେ ସେ ଦୃଢ଼ୋକ୍ତି ପ୍ରକାଶ … Read More

ନବୀନଙ୍କ ଓଡ଼ିଆ ଭାଷା ନଜାଣିବାକୁ ନେଇ ଶାହଙ୍କ ଆକ୍ରମଣ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଯେ ଉତ୍କଳ ଦିବସରେ ସେ ଏଠାକୁ ଆସିଥିବାରୁ ନିଜକୁ … Read More

ଉପକୂଳକୁ ନେଇ ଚିନ୍ତାରେ ବିଜେଡି

ଶନିବାର ଦିନ ବିଜୁ ଜନତା ଦଳର ଭଦ୍ରକ ସାଂସଦ ଅଜୁର୍ନ ସେଠୀ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତ। ଦଳର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ରବିବାର ଦିନ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହା … Read More

ବିଜେପିର ୧୧ ବିଧାନସଭା ୩ ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର,(ଓଟି): ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ୧୧ ଜଣଙ୍କ ପ୍ରାର୍ଥୀ ଘୋଷଣା କରିଛି। ଏହାସହ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଲୋକସଭା ପ୍ରାର୍ଥୀ ତାଲିକାରେ ପୂର୍ବତନ ସାଂସଦ ତଥା ବିଜେଡିରୁ ନିକଟରେ … Read More

ଲୌହପୁରୁଷ ଏତେ ଚୁପ‍୍‌ କାହିଁକି?

ଲାଲକୃଷ୍ଣ ଆଡ଼ଭାନୀ ଓ ମୂରଲୀ ମନୋହାର ଯୋଶୀଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଟିକଟ ମିଳିନଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରଛନ୍ତି। ବିଜେପିର ପ୍ରତିଷ୍ଠାତା ସଦସ୍ୟଙ୍କୁ ଯେଭଳି ଦଳ ପକ୍ଷରୁ ବ୍ୟବହାର କରାଯାଉଛି ତାହା ଅତ୍ୟନ୍ତ … Read More