ପୁଣି କଂଗ୍ରେସକୁ ଝଟ୍କା: ବିଭୁ ତରାଇ ଇସ୍ତଫା ଦେଲେ
ରାଜ୍ୟ ନେତୃତ୍ଵ ଉପରେ ଅସନ୍ତୋଷ ଜାହିର କରି ଗୋଟିଏ ପରେ ଗୋଟିଏ ନେତା ଦଳର ନିଷ୍ପତ୍ତିକୁ ଅବଜ୍ଞା କରିବାରେ ଲାଗିଛନ୍ତି। ଏପରିକି ପାର୍ଟି ଟିକେଟ୍ ପାଇ ମଧ୍ୟ ତାହାକୁ ସ୍ଵୀକାର କରୁ ନାହାନ୍ତି କଂଗ୍ରେସ ନେତାଏଁ। ସେ ଜାନକୀ ନନ୍ଦନ ପୃଥ୍ବୀବଲ୍ଲଭ … Read More











