ଅଞ୍ଜଳି ମୟୂରଭଞ୍ଜରୁ ଜେଏମ୍‌ଏମ୍‌ ଏମ୍‌ପି ପ୍ରାର୍ଥୀ

ଓଡ଼ିଶାର ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନ ପାଇଁ ଜେଏମ୍‌ଏମ୍‌ ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କେନ୍ଦ୍ରୀ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ … Read More

ଦୁଃଖ ସମୟରେ ନଥିବା ଲୋକମାନେ ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣା କାନ୍ଦନ୍ତି : ନବୀନ

ଓଡିଶା ବାସୀଙ୍କ ସେବା କରିବା ପାଇଁ ମୁଁ ପାଖରେ ଅଛି ଓ ରହିବି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ଆମର ଯୋଜନା ରହିଛି କେନ୍ଦ୍ରକୁ ଟାର୍ଗେଟ କରି ୬୦ କିମି ରୋଡ ସୋ’ ଆରମ୍ଭ କଲେ ନବୀନ  ନିର୍ବାଚନ … Read More

ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଜେଡିର ପସନ୍ଦ

କିଛିଦିନ ତଳେ ବିଜୁ ଜନତା ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ି ବିଜେପିକୁ ଚାଲିଯାଇଥିଲେ। ସେମାନଙ୍କୁ ଟିକଟ ମିଳି ନଥିଲା। ସେତେବେଳେ ବିଜେପିକୁ ଆକ୍ଷେପ କରି ବିଜେଡି ମୁଖପାତ୍ରମାନେ କହିଥିଲେ ଯେ, … Read More

ନିର୍ବାଚନ ଲଢ଼ିବେ ନାହିଁ ପୃଥ୍ଵୀବଲ୍ଲଭ: ନିରଞ୍ଜନ

ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବାକୁ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ଅନିଚ୍ଛା ପ୍ରକାଶ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ଵୀବଲ୍ଲଭ ଏଥର ବେଗୁନିଆ ବିଧାନସଭା ଆସନରୁ କଂଗ୍ରେସ … Read More

ସୁପ୍ରିମକୋର୍ଟଙ୍କୁ ମାୟାଙ୍କ ଜବାବ : ଲୋକଙ୍କର, କାଂଶିରାମଙ୍କ ଇଚ୍ଛାକୁ ପାଳନ କରିଛୁ

ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ?  ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ରାଜ୍ୟରେ ତାଙ୍କ ମୂର୍ତ୍ତୀ ସ୍ଥାପନ ନେଇ ହୋଇଥିବା ଖର୍ଚ୍ଚ ସମ୍ୱନ୍ଧୀୟ … Read More

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

ଭୁବନେଶ୍ଵର, (ଓଟି): ପ୍ରତି ନିର୍ବାଚନରେ କିଛି ମିଡିଆ ମାଲିକ ଏବଂ ସାମ୍ବାଦିକ ରାଜନୀତିକ ଦଳର ପ୍ରୋତ୍ସାହନ ପାଇବା ନୂଆ ନୁହେଁ। ବିଶେଷକରି ଶାସକ ଦଳ ନିଜ ପ୍ରତି ଆନୁଗତ୍ୟ ଥିବା କିଛି ସାମ୍ବାଦିକ, ମିଡିଆ ମାଲିକଙ୍କୁ ଟିକଟ ଦେଇ ପ୍ରତିନିଧି ଭାବେ … Read More

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟତାବାଦୀ ଓ ବିକାଶ ସ୍ଲୋଗାନ୍‌ ଅନ୍ୟ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗରିବଙ୍କୁ ‘ନ୍ୟାୟ’ ( ସର୍ବନିମ୍ନ ରୋଜଗାର) ଯୋଜନା ଭାରତୀୟ ରାଜନୀତିର ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ … Read More

ପୃଥିବୀ ବଲ୍ଳଭ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାର କଂଗ୍ରେସ ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଳଭ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପୂର୍ବ ଆସନ ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏଆଇସିସି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି … Read More

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

ବିଧାନସଭାରେ ବିଜେଡିର ୧୧୮ ବିଧାନସଭା ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ସମସ୍ତ ୨୧ ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪୦ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ କଟିଥିବାବେଳେ ୪ଜଣ ବିଧାୟକଙ୍କ ବଦଳରେ … Read More

ଭୁବନେଶ୍ୱରରେ ୧୯୪କୋଟିର ନିର୍ବାଚନୀ ବଣ୍ଡ ବିକ୍ରି

ନିର୍ବାଚନୀ ବଣ୍ଡ ବିକ୍ରି ୬୨% ବୃଦ୍ଧି ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଇଲେକ୍ଟ୍ରୋରାଲ ବଣ୍ଡ (ନିର୍ବାଚନୀ ବଣ୍ଡ) ବିକ୍ରିରେ ବଡ଼ ବୃଦ୍ଧି ଦେଖାଦେଇଛି। ଏସବିଆଇ ପକ୍ଷରୁ ଏହି ବଣ୍ଡ ବିକ୍ରି ହେଉଥିଲାବେଳେ ଆରଇଟିଆରୁ ମିଳିଥିବା ଉତ୍ତର ଅନୁସାରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ … Read More