ପିଇବା ପାଣି, ରାସ୍ତା, ନିଯୁକ୍ତି ଯୋଗାଇବାରେ ବିଜେଡି ବିଫଳ: ଏଡିଆର୍‌ ରିପୋର୍ଟ

ଭୁବନେଶ୍ୱର, (ଓଟି ): ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ଦୀର୍ଘ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ୱାଧୀନ ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ଆଶା ପୂରଣକରିବାରେ ଏହି ସରକାର ଯଥେଷ୍ଟ ପଛରେ ପଡ଼ିଥିବା ନେଇ ଆସୋସିଏସନ୍‍ ଫର୍‍ … Read More

ଗୀତା ମାହାତ୍ମ୍ୟ-୨୪: ମୁଁ ପୂଜା; ମୁଁ ଯଜ୍ଞ; ମୁଁ ବିଧି, ମୁଁ କର୍ମ; ମୁଁ ସକଳ ଶକ୍ତିର ଆଧାର

କଳ୍ପ ଶେଷରେ ସମସ୍ତେ ମୋ ଠାରେ ଲୀନ ହୁଅନ୍ତି ଓ କଳ୍ପ ଆରମ୍ଭରେ ମୁଁ ପୁଣି ତାଙ୍କୁ ସୃଷ୍ଟି କରେ ଏବଂ ମୋ ଶକ୍ତି ଦ୍ୱାରା ଜଗତ ସୃଷ୍ଟି ହୋଇଛି, ସଂସାର ଚକ୍ର ଘୁରୁଥିଲେ ବି ସଂସାରର ଉଦ୍ଧାର ପାଇଁ ସାଧାରଣ … Read More

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

ଏବେ ରାଜ୍ୟ ରାଜନୀତିକ ପାଣିପାଗରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶାସକ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ନିଜ ଦଳର ନେତାମାନଙ୍କ ଉପରେ ଭରଷା କରିନ ପାରି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଦଳରେ ମିଶାଇ ଟିକଟ ଓ ଅନ୍ୟାନ୍ୟ ପ୍ରଲୋଭନ … Read More

ବିଜେପିର ୪ବିଧାନସଭା ପ୍ରାର୍ଥୀ ଘୋଷଣା, ରଘୁନାଥ ବସ୍ତାରୁ ଲଢ଼ିବେ

ଭୁବନେଶ୍ଵର, (ଓଟି): ବାଲେଶ୍ଵର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ତଥା କିଛିଦିନ ତଳେ ବିଜେଡି ଛାଡ଼ି ବିଜେପି ଟୋପି ପିନ୍ଧିଥିବା ରଘୁନାଥ ମହାନ୍ତି ପ୍ରାର୍ଥୀ ହେବେ। ଏନେଇ ଆବଶ୍ୟକ ଘୋଷଣା ବିଜେପି ପକ୍ଷରୁ କରାଯାଇଛି। … Read More

ହେଲିକପ୍ଟର ରାଜନୀତି: ନିର୍ବାଚନ କମିଶନଙ୍କ ଠାରେ ବିଜେଡିର ଫେରାଦ, ଜବାବ ଦେଲେ ଜୟ

ପୂର୍ବତନ ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ବ୍ୟବହାରକୁ ନେଇ ପୁଣି ଆପତ୍ତି ଉଠାଇଛି ବିଜେଡି । ଏଥର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛି । କହିଛନ୍ତି ବୈଜୟନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଆଦର୍ଶ ଆଚଣବିଧିର … Read More

ସମ୍ୱଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ସହିତ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କର ଘମାଘୋଟ ଲଢ଼େଇ ହେବ। ସମ୍ବଲପୁର ଆସନ ହାତେଇବା ପାଇଁ ଜୟନାରାୟଣଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର। ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ … Read More

କେନ୍ଦ୍ରାପଡ଼ା: ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଗଣେଶ୍ଵର ଓ ଅତନୁ ଦାଖଲ କଲେ ନାମାଙ୍କନପତ୍ର

କେନ୍ଦ୍ରାପଡ଼ା, ( ପ୍ରଦୀପ କୁମାର ଜେନା) :ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା ପାଇଁ କେନ୍ଦ୍ରାପଡ଼ା ଜିଲାରେ ଆଜି ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ଆଜି ୪ ଜଣ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରାପଡ଼ା … Read More

ବସ୍‌ ଉପରୁ ନବୀନଙ୍କ ପ୍ରଚାର ଆରମ୍ଭ, ବିଜେପି ନେତାଙ୍କୁ ଟାର୍ଗେଟ

କଂଗ୍ରେସ ନୁହେଁ, ବିଜେପି ହିଁ ବିଜେଡିର ପ୍ରଧାନ ପ୍ରତିଦ୍ଵନ୍ଦ୍ଵୀ। ରାଜ୍ୟରେ ଏହି ସ୍ଥିତିକୁ ବିଜେଡି ପରୋକ୍ଷରେ ସ୍ଵୀକାର କରିଛି। ବିଜେଡି ପାଇଁ ପ୍ରଚାର ତ୍ଵରାନ୍ବିତ କରିବାକୁ ଯାଇ ନବୀନ ଯେଉଁ ରଣନୀତି ଧାରଣ କରିଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ନିର୍ବାଚନ … Read More

ମାର୍ଚ ଦରମା ଦେଇପାରିଲାନି ଜେଟ୍‌ ଏୟାରଓ୍ବେଜ୍‌

ଭୁବନେଶ୍ଵର, (ଓଟି): ପନ୍ଦର ହଜାର କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାର୍‌ଓ୍ବେଜ୍‌ କର୍ମଚାରୀଙ୍କୁ ଦରମା ଦେବାରେ ଅକ୍ଷମ ପ୍ରକାଶ କରିଛି। ମାର୍ଚ ମାସର ଦରମା ଆହୁରି ବିଳମ୍ବ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଋଣ ଦାତାଙ୍କ ସହ … Read More

ଜାଣନ୍ତୁ ବିଜେଡିର ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ

ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର କଥା ଉଠିଲେ, ଦେଶର ସବୁ ରାଜନେତାଙ୍କ ଠାରୁ ଆଗରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ତାଙ୍କୁ ସବୁଠାରୁ ବିଶ୍ବାସ ଯୋଗ୍ୟ ରାଜନେତା ଭାବେ ଗ୍ରହଣ କରାଯାଏ … Read More