ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି : ନବୀନ

ନବରଙ୍ଗପୁରରେ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି। ୨୦୧୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାଁନ୍ତି। ନବରଙ୍ଗପୁରର ରାଇଘରରେ ଏକ … Read More

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଟିକଟ ଅଡୁଆ ଛିଣ୍ଡୁନଥିବାବେଳେ ବିଜେଡି ଘୋଷିତ ଆସନରେ ପ୍ରାର୍ଥୀ ବଦଳାଇବାକୁ ପଦକ୍ଷେପ ନେଇଛି। ଶୁକ୍ରବାର ଦିନ ଏହି କ୍ରମରେ କାକଟପୁର ବିଧାନସଭା ଆସନରେ ଘୋଷିତ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ଘୋଷଣା … Read More

ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ : ମୋଦି

ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ। ଲୋକେ ବିଜେପିକୁ ଭୋଟ୍ ଦେବାକୁ ମନସ୍ଥ କରିସାରିଛନ୍ତି। ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ। ଦେଶରେ ବି ବିଜେପି ପୁଣି ପୂର୍ଣ୍ଣ ବହୁମତ ସରକାର ଗଢ଼ିବ। ମୋଦି ଆଜି ଓଡ଼ିଶାକୁ … Read More

ମୁହଁ ଖୋଲିବିତ ଲାଲୁ ଅପମାନିତ ହୋଇଯିବେ : ପ୍ରଶାନ୍ତ କିଶୋର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟକୁ ଫେରିବାର ଆଶା ରଖିଥିବା ନେଇ ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଦୃଢୋକ୍ତି ପରେ ବିହାର ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି। ଲାଲୁ ନିଜର ଆତ୍ମଜୀବନୀ ‘ଗୋପାଳଗଞ୍ଜ ଟୁ ରାୟସେନା: ମାଇଁ ପଲିଟିକାଲ ଜର୍ଣ୍ଣିଂ’ରେ ଉଲ୍ଲେଖ … Read More

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କଂଗ୍ରେସ ପାର୍ଟିକୁ କାର୍ଯ୍ୟକାରୀ ସଭାପତି ଯୋଗ ଭଲ ପଡ଼ୁନାହିଁ। ୨୦୦୯ରେ କାର୍ଯ୍ୟକାରୀ ସଭାପତିମାନେ ସଭାପତି କେପିଙ୍କୁ ଏମିତି ଅଡ଼ୁଆରେ ପକାଇଲେ ଯେ, ଶେଷରେ କଂଗ୍ରେସ ଢୋ ହୋଇଗଲା। ପୁଣି ସେହି ଫର୍ମୁଲାକୁ ଆପଣେଇଥିଲେ ରାହୁଲ। ଜଣେ କାର୍ଯ୍ୟକାରୀ ସଭାପତି ନବ ଦାସ … Read More

ମାତ୍ର ୨ଟି ଆସନରୁ ଦୁନିଆଁର ସବୁଠାରୁ ବଡ଼ ପାର୍ଟି ହୋଇଥିବା ବିଜେପିର ଇତିହାସ

ସଫଳତା ଗୋଟିଏ ଦିନର ପରିଶ୍ରମର ଫଳ ନୁହେଁ। ଏଥିପାଇଁ ବର୍ଷ ବର୍ଷ ଧରି ରକ୍ତକୁ ପାଣି ପରି ବୁହାଇବାକୁ ପଡ଼ିଥାଏ। ନିର୍ବାଚନ ଇତିହାସରେ ବିଜେପି ନଜ ସଫଳତାର କାହାଣୀ ଏଭଳି ଲେଖିଛି। ବିଜେପି ଯେତିକି ବଢ଼ିଛି କଂଗ୍ରେସ ସେତିକି ଛିଡ଼ିଛି। ୧୯୮୪ରେ … Read More

ପ୍ରତାପଙ୍କୁ ହରାଇବା ପାଇଁ ଧର୍ମେନ୍ଦ୍ରଙ୍କ ଓ ସମର୍ଥକଙ୍କ ଉଦ୍ୟମ ଆଶଙ୍କା

ବିଭିନ୍ନ ସ୍ଥାନରେ ବିଜେପିର ସାଂସଦ ପାଇଁ ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୋଷ ଘନୀଭୂତ ହେଉଥିବା ବେଳେ ଏସବୁର ମୂଳ କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଚର୍ଚ୍ଚା ହେଉଛି। ଏପରିକି ବାଲେଶ୍ଵରରେ ଧର୍ମେନ୍ଦ୍ର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ହରାଇବା … Read More

୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ଶୁକ୍ରବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ଅନୁସାରେ ବଡ଼ସାହି ଆସନରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଲିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସ ନିର୍ବାଚନ ଲଢ଼ିବେ। ଅଧିକ ଖବର ପାଇଁ କ୍ଲିକ୍‌ … Read More

ଝାରସୁଗୁଡା : ରୋଚକ ହେବ ତ୍ରିମୁଖୀ ଲଢ଼େଇ

ଝାରସୁଗୁଡା ବିଧାନସଭା ନିବାର୍ଚନ ମଣ୍ଡଳୀରେ ଏଥର ତ୍ରିମୂଖୀ ପ୍ରତିଦ୍ୱନ୍ଦ୍ୱୀତା ହେବାର ଅନୁମାନ କରାଯାଉଛି। ନିବାର୍ଚନ ରଣାଙ୍ଗନରେ ହେଭିଓ୍ବେଟ ନେତା ନବ ଦାସ ଏଥର ବିଜେଡିରୁ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ତାଙ୍କ ସମ୍ମୂଖରେ କଂଗ୍ରେସର ଆଦିବାସୀ ନେତା ମହେନ୍ଦ୍ର ନାଏକ ଓ ବିଜେପିର … Read More

ଲାଭଦାୟକ ପଦବୀରେ ଅଛନ୍ତି ନଳିନୀ ପ୍ରଧାନ, ସମ୍ବଲପୁର ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ତଲବ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ପୂର୍ବତନ ପୂର୍ତ୍ତ ସଚିବ ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ଇଞ୍ଜିନିୟର ନଳିନୀ ପ୍ରଧାନଙ୍କ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ଲାଭ ଦାୟକ ପଦବୀରେ ରହି ଶ୍ରୀ ପ୍ରଧାନ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। … Read More