ଓଡ଼ିଶା ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶିତ

ଲାଗୁ ହେବ ପିଏମ୍‌ କିସାନ୍‌ ଏବଂ ଆୟୁଷ୍ମାନ୍‌ ଯୋଜନା କୃଷି ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶାଲାଗି ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। … Read More

ଫେସବୁକରେ ନିର୍ବାଚନୀ ବିଜ୍ଞାପନ : ବିଜେପି ଆଗରେ

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି। ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ … Read More

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା

ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି। ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢ଼ିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର … Read More

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ବି ରହିଛି। ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହା … Read More

ସରୋଜିନୀ ବିଜେଡିର ବାରିପଦା ପ୍ରାର୍ଥୀ

ଉପ-ବାଚସ୍ପତିଙ୍କ ଟିକେଟ୍ କଟିଲା ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି ବିଜେଡି ବିଜେଡି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ଉପ-ବାଚସ୍ପତି … Read More

କେନ୍ଦ୍ରାପଡ଼ାରେ ଜୟ-ବିଜୟ: ଅନୁଭବଙ୍କୁ ଟକ୍କର ଦେବାକୁ ବାବୁସାନଙ୍କୁ ସାହାରା କଲା ବିଜେପି

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା):କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତା ହାଟପଡ଼ିଆରେ ଜୟ-ବିଜୟ ବିଦ୍ଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏଥିରେ ନେତାଙ୍କ ସହ ଅଭିନେତା ପ୍ରଚାରର ମୁଖ୍ୟ ଅସ୍ତ୍ର … Read More

ଗୀତା ମାହାତ୍ମ୍ୟ-୨୬: କର୍ମ-ଅପକର୍ମ; ଭୟ-ଅଭୟର ଉତ୍ପତ୍ତି

ସପ୍ରେମ ମୋତେ ଅର୍ପଣ କରାଯାଉଥିôବା ପତ୍ର, ଫଳ, ପୁଷ୍ପ, ଜଳ ଆଦି ପ୍ରତ୍ୟକ ଦ୍ରବ୍ୟକୁ ଛୋଟ ବଡ଼ର ବିଚାର ନକରି ମୁଁ ପ୍ରୀତିର ସହିତ ଗ୍ରହଣ କରିଥାଏ ଓ ଯେଉଁଁ ଭକ୍ତମାନେ ମୋତେ ସମସ୍ତ କର୍ମ ଅର୍ପଣ କରନ୍ତି, ସେମାନେ କର୍ମ … Read More

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ … Read More

ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଆଉ ମାତ୍ର ଦିନ କେଇଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ହେବ ମତଦାନ। ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି ୨୧୭ ପ୍ରାର୍ଥୀ। ପ୍ରାୟ ୬୦ ଲକ୍ଷ ମତଦାତା ୭ ହଜାର ୨ … Read More

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ବିଜେପି ସଂଗଠନରେ ପ୍ରାର୍ଥୀ ମରୁଡ଼ି ୬୫ଜଣ ଅନ୍ୟଦଳର ନେତା ବିଧାନସଭାରେ ପ୍ରାର୍ଥୀ ୧୨ଜଣ ଅନ୍ୟଦଳର ନେତା ଳୋକସଭାରେ ପ୍ରାର୍ଥୀ ସଂଯୋଗ ବଶତଃ ଆଜି ହେଉଛି ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ। ବିଜେପିର ପ୍ରତିଷ୍ଠା ଦିବସରେ ନିଜ ସଂଗଠନର ନେତାଙ୍କୁ ପ୍ରାର୍ଥୀ ନ … Read More