ବିଜେଡିରେ ଉତ୍କଳ ପରିଡ଼ା

ଭୁବନେଶ୍ଵର, (ଓଟି) କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ଓଡ଼ିଶା ଗଣ ପରିଷଦରୁ ଆସି ବିଜେପିରେ ଯୋଗ ଦେଇଥିବା ଉତ୍କଳ ପରିଡ଼ାଙ୍କୁ ବିଜେଡିରେ ସୁଯୋଗ ମିଳିଛି। ଦଳୀୟ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦିନ ବିଜେଡିକୁ ସ୍ଵାଗତ କରିଛନ୍ତି। ତାଙ୍କ ସହ … Read More

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

୩ୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ତାହାର ଲୋକସଭା ପ୍ରତିନିଧି ପାଇଁ ଭୋଟ୍‌ ଦେବ। ଏ ଭିତରେ ଅନେକ ଆଲୋଚନାର, ପର୍ଯ୍ୟାଲୋଚନା ସରିଛି। ପ୍ରାର୍ଥୀ ଘୋଷଣା ସରିଛି। ଏପ୍ରିଲ୍‌ ୨୩ ତାରିଖକୁ ଅପେକ୍ଷା ଯେତେବେଳେ ପୁରୀ, କଟକ, ସମ୍ବଲପୁର, ଭୁବନେଶ୍ଵର, କେନ୍ଦୁଝର ପ୍ରତି … Read More

ପିନାକୀ-ସମ୍ୱିତ କଥା କଟାକଟି

ରାଜ୍ୟର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି। କାରଣ ବିଜେପିର ଜାତୀୟ ମୁଖପାତ୍ର ଡ଼ା. ସମ୍ୱିତ ପାତ୍ର ପୁରୀରୁ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ଏହି ଆସନରୁ ୩ଥର ସାଂସଦ ହୋଇଥିବା ତଥା … Read More

ସାଂସଦ ରାମଚନ୍ଦ୍ର ହାଁସଦା ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ସାରସକଣା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ। ସାଂସଦ ରାମଚନ୍ଦ୍ର ହାଁସଦା ଏହି ଘୋଷଣା କରିଛନ୍ତି। ସୋମବାର ଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ରାମ ଚନ୍ଦ୍ର ହାଁସଦା ୨୦୦୯ ମସିହାରେ … Read More

କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୧୪ ଲକ୍ଷ ଦାଦନ ମତଦାତା ଭୋଟ୍ ଦାନରୁ ବଞ୍ଚିତ ହେବେ

କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ ୧୧ରେ, ପ୍ରଥମ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ଚାରିଆଡେ କୋଳାହଳ, ନିର୍ବାଚନକୁ ନେଇ ମାହୋଲ ସରଗରମ । ହେଲେ ଏହି ଭୋଟ ପ୍ରକ୍ରିୟାରୁ ବାଦ ପଡ଼ିବେ କଳାହାଣ୍ଡି ଲୋକସଭା ଅନ୍ତର୍ଗତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ହଜାର ହଜାର … Read More

ବିଜେପି ଏଜେଣ୍ଡାରେ ନାହିଁ ସ୍ୱତନ୍ତ୍ର ରାଜ୍ୟ, ଦେଢ଼ଗୁଣା ଏମଏସ୍ପି ଓ ନିଯୁକ୍ତି

ରାଜ୍ୟର ମୂଳ ଦାବୀରୁ ଦୁରଗଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜି ୯-ସୁତ୍ରୀ ସଂକଳ୍ପ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ହେଲେ ଏଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସ୍ପି ଦେଢ଼ଗୁଣା ବୃଦ୍ଧି, ବର୍ଷକୁ … Read More

ସହମତି ସମ୍ଭୋଗ ପାଇଁ ‘କନ୍‌ସେଣ୍ଟ୍‌ କଣ୍ଡୋମ’

ଖୋଲିବାକୁ ଦରକାର ୪ଟି ହାତ ସହମତିରେ ଯୌନ ସଂପର୍କ ସ୍ଥାପନ ଆନନ୍ଦଦାୟକ ଓ ସାମାଜିକ ସ୍ତରରେ ଗ୍ରହଣୀୟ ବୋଲି ବାର୍ତ୍ତା ପ୍ରଦାନ କରି ଆର୍ଜେଣ୍ଟିନା ସେକ୍ସ ଟଏ କମ୍ପାନି ତୁଲିପାନ୍‌ ଏକ ନୂଆ ଧରଣର କଣ୍ଡୋମ ପ୍ୟାକେଟ୍‌ ବାହାର କରିଛି। ଏହି … Read More

ଓଡ଼ିଶା ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶିତ

ଲାଗୁ ହେବ ପିଏମ୍‌ କିସାନ୍‌ ଏବଂ ଆୟୁଷ୍ମାନ୍‌ ଯୋଜନା କୃଷି ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶାଲାଗି ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। … Read More

ଫେସବୁକରେ ନିର୍ବାଚନୀ ବିଜ୍ଞାପନ : ବିଜେପି ଆଗରେ

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି। ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ … Read More

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା

ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି। ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢ଼ିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର … Read More