ବିଜେଡି-କଂଗ୍ରେସ ସଲାକୁସ୍ତି

ସେପ୍ଟେମ୍ୱରରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଥିଲା କଂଗ୍ରେସ। କିନ୍ତୁ ଶେଷ ପର୍ଯ୍ୟନ୍ତ ଚାଲିଛି ପ୍ରାର୍ଥୀ ଖୋଜା। ମାତ୍ର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେଡି ଏବଂ ବିଜେପି ନିର୍ବାଚନ ପ୍ରଚାରକୁ ଯଥେଷ୍ଟ ଆଗେଇ ନେଇଥିବା ବେଳେ ଏବେ କଂଗ୍ରେସ ପଡ଼ିଯାଇଛି ଖୁବ … Read More

କବିସୂର୍ଯ୍ୟନଗର ବିଧାନସଭା : ବିଜେଡି ଚିନ୍ତା ବଢ଼ାଉଛନ୍ତି ହର-ସୁଜ୍ଞାନୀ

ବିଜୁ ଜନତା ଦଳ ପାଇଁ ୨୦୧୯ ବିଧାନସଭା ନିର୍ବାଚନ ଆଦୌ ସହଜ ହେଉ ନାହିଁ। ଏହାର ପ୍ରଥମ କାରଣଟି ହେଉଛି, ବିଜେପିର କଡ଼ ଟକ୍କର ଏବଂ ଦ୍ୱିତୀୟ କାରଣଟି ହେଉଛି ବିଜେଡି ଭିତରେ ଥିବା ଦଳୀୟ କନ୍ଦଳ। ବିଜେଡିର ଏହି ଦଳୀୟ … Read More

ପାଟକୁରା ମଇଦାନରେ ୩ ପୁରୁଣା

ବେଦପ୍ରକାଶ ଡାକ୍ତରଖାନାରେ ବିଜୟ ଏଥର ଫେରିଲେ ପାଟକୁରାକୁ କଂଗ୍ରେସ ପ୍ରଥମ ଥର ରିପିଟ କଲା ଜୟନ୍ତଙ୍କୁ ଏମାନଙ୍କ ମଧ୍ୟରୁ କିଏ ହେବ ଚମ୍ପିୟାନ ? କେନ୍ଦ୍ରାପଡା ଜିଲ୍ଲାର ପାଟକୁର ନିର୍ବାଚନମଣ୍ଡଳୀ ନିର୍ବାଚନ ସମୟ ଆସିଲେ ବେଶ ଚର୍ଚ୍ଚିତ ହୋଇ ପଡେ। ଚଳିତ … Read More

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ଭାରତରେ ଅବିବାହିତ ବା ସିଙ୍ଗଲ ଥିବା ରାଜନେତାମାନେ ଏବେ ବେଶୀ ଳୋକପ୍ରିୟ ହେବା ସହିତ ସଫଳ ମଧ୍ୟ ହେଉଛନ୍ତି। ପଶ୍ଚିମ ଦେଶମାନଙ୍କରେ ରାଜନୀତିକ ହିରୋମାନଙ୍କୁ ଜଣେ ଦାୟିତ୍ୱବାନ ପାରିବାରିକ ବ୍ୟକ୍ତି ରୂପରେ ଦେଖାଯାଏ। ଏଠାରେ ପାରିବାରିକ … Read More

ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ : ଆଡଭାନୀ

ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ମୋ ଅନୁଭବ ବଖାଣିବାକୁ ପ୍ରତିଶ୍ରୁତିବଦ୍ଧ ମତଭେଦ ଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରଦ୍ରୋହୀ ବୋଲି ବିଚାର କରିନାହୁଁ ସତ୍ୟ, ରାଷ୍ଟ୍ର ନିଷ୍ଠା ଏବଂ ଲୋକତନ୍ତ୍ର ଏକାଠି ହୋଇ ସଂଘର୍ଷରତ ମୋ ଦଳର ବିବର୍ତ୍ତନକୁ ଦିଗ୍‌ଦର୍ଶନ ଦେଇଛନ୍ତି ଗଣତନ୍ତ୍ର … Read More

କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ରାଜନୀତି ସର୍ବସ୍ୱ ନୁହେଁତ?

୬୪ ଲୋକସଭା ସାଂସଦ, ୨୦ ରାଜ୍ୟସଭା ସାଂସଦ , ୧୯ ବର୍ଷର ରାଜ୍ୟ ସରକାର, ଆଉ କେତେ ଦରକାର ନବୀନଙ୍କୁ? ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥରର ବି ସ୍ଲୋଗାନ ହେଉଛି କେନ୍ଦ୍ରୀୟ ଅବହେଳା। ବିଜୁ … Read More

ନିର୍ବାଚନ ଖର୍ଚ୍ଚ କଟକଣା କେହି ମାନୁନାହାନ୍ତି

ନିର୍ବାଚନରେ ଅର୍ଥବଳ ଓ ବାହୁବଳର ଅପପ୍ରୟୋଗ ରୋକିବା ଲାଗି ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ଯେଉଁ ସର୍ବୋଚ୍ଚ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଆସୁଛନ୍ତି ତାହା ଧର୍ମକୁ ଆଖିଠାର ପରି। କୌଣସି ପ୍ରମୁଖ ରାଜନୈତିକ ଦଳ ଓ ତାହାର ପ୍ରାର୍ଥୀମାନେ ଏହି କଟକଣା … Read More

ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ: ନବୀନ

ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ … Read More

ବରମୁଣ୍ଡା ବସଷ୍ଟାଣ୍ଡରେ ବେଲଗାମ ବୁଲୁଛନ୍ତି ଅପରାଧୀ

୧୬ ମାସରେ ୧୬୧ ଯୁବକଙ୍କୁ ନିଶା ଦେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟିଲେଣି ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ବେଲଗାମ ବୁଲୁଛନ୍ତି ପେଶାଦାର ଅପରାଧୀ। ନା ମାନୁଛନ୍ତି ଲୋକଙ୍କୁ ନା ମାନୁଛନ୍ତି କମିଶନରେଟ ପୁଲିସକୁ। କାହାକୁ ନିଶା ଦିଆ ଲୁଟେରାଙ୍କ ଭୃକ୍ଷେପ ନାହିଁ । … Read More

ବିଜେପିରେ ବିଭୁ ତରାଇ

ନେତାମାନଙ୍କୁ କ୍ଷମତା ନିଶା ଏପରି ଲାଗିଛି ଯେ ସେମାନେ ନିଜ ବିଚାରଧାରାକୁ ଗୋଟିଏ ମୂହୁର୍ତ୍ତରେ ଜଳାଞ୍ଜଳୀ ଦେବାରେ ଲାଗିଛିନ୍ତି। ଏପରି ଜଣେ ନେତା ହେଉଛନ୍ତି କ୍ୟାଡ଼ର ଭିତ୍ତିକ ଦଳ ସିପିଏମର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ। ସେ ୨୦୦୯ରେ ଜଗତସିଂହପୁର … Read More