ଆନ୍ଧ୍ରପ୍ରଦେଶ ପୁଲିସ୍‍ଙ୍କ ହାତରେ ପିପିଲିର ସୁରକ୍ଷା

ପିପିଲିର ସୁରକ୍ଷା ଏବେ ଆନ୍ଧ୍ରପ୍ରଦେଶ ପୁଲିସ୍‍ଙ୍କ ହାତରେ । ନିର୍ବାଚନ ପ୍ରଚାର ଶେଷ ରାତିରେ ଫ୍ଲାଇଂ ସ୍କ୍ୱାଡ୍‍ ଓ ଏସ୍‍ଏସ୍‍ଟି ଟିମ୍‍ର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଲିସ୍‍ ଗିରଫ … Read More

ମେ’ ୧୧ରୁ ସିଆଲଦା-ପୁରୀ ସ୍ୱତନ୍ତ୍ର ଏସି ଟ୍ରେନ

ଗ୍ରୀଷ୍ମଋତୁରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଏକ ସ୍ଵତନ୍ତ୍ର ଗ୍ରୀଷ୍ମକାଳୀନ ଶୀତାତାପ ନିୟନ୍ତ୍ରିତ ଟ୍ରେନ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ମେ’ ୧୧ ତାରିଖରୁ ଏହି ଟ୍ରେନ୍‌ ଚଳାଚଳ … Read More

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଜ୍ଞା ସିଂ ଠାକୁର

ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ … Read More

ଆୟ ପ୍ରମାଣପତ୍ର ପାଇଁ ରୋଗୀ ହଟହଟା

ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଗରିବ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏବେ ବାଧକ ସାଜିଲାଣି ଆୟ ପ୍ରମାଣପତ୍ର ଗରିବ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏବେ ବାଧକ ସାଜିଲାଣି ଆୟ ପ୍ରମାଣପତ୍ର । ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଧରି … Read More

ଫାଷ୍ଟଟ୍ୟାଗ୍‍ ଲଗାଇଥିବା ହିତାଧିକାରୀ ହଟହଟା

କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେବା ସହିତ ଫାଷ୍ଟଟ୍ୟାଗ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଚାରି ଚକିଆ ଯାନରେ ଫାଷ୍ଟଟ୍ୟାଗ୍‍ ଲଗାଇଥିବା ଅନେକ ହିତାଧିକାରୀ ଏବେ ହଟହଟା ହେଉଛନ୍ତି। ବିଶେଷକରି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ଗେଟରେ ଫାଷ୍ଟଟ୍ୟାଗ … Read More

ପ୍ରଦୀପ ମହାରଥୀ ଗିରଫ

ନିଜ ଫାର୍ମ ହାଉସ୍‌ରେ ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ସ୍କ୍ଵାଡକୁ ମାଡ଼ ମାରିଥିବା ଘଟଣାରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୁରୀ ପୁଲିସ। ଥାନାରେ ଏ ନେଇ ପଚରାଉଚରା ଚାଲିଛି। ରବିବାର ସନ୍ଧ୍ୟାରେ ସ୍ମତନ୍ତ୍ର … Read More

୨୬ରେ ରାହୁଲ ଆସିବେ

ଭୁବନେଶ୍ଵର, (ଓଟି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୬ ତାରିଖରେ ଓଡ଼ିଶା ଆସିବେ। ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାହୁଲଙ୍କ ଏହି ଗସ୍ତର ଉଦ୍ଦେଶ୍ୟ। ସେ ବାଲେଶ୍ଵରଠାରେ ଆୟୋଜନ ହେବାକୁ ଥିବା କଂଗ୍ରେସର ନିର୍ବାଚନୀ … Read More

ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ଟିକୁ ଆକ୍ରମଣ

ମାଜିଷ୍ଟ୍ରେଟ୍‌ଙ୍କ ସହ ୩ ଆହତ ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁଣି ଥରେ ଶାସନ ଗାଦିରେ ବସିବାକୁ ଶାସକ ଦଳ ବିଜେଡ଼ି ଅର୍ଥ ଓ ବାହୁବଳକୁ ପ୍ରୟୋଗ କରିବାକୁ ଉଦ୍ୟମ କରୁଛି । ବିଭିନ୍ନ ସ୍ଥାନରେ … Read More

ବସ୍ତି ଭୋଟକୁ ନେତାଙ୍କ ଭରସା ପାଉନି

ସହରାଞ୍ଚଳର ବସ୍ତିଭୋଟ ଉପରେ ନଜର ରଖିଥିବା ରାଜନୈତିକଦଳମାନେ ଏଥର ପୂର୍ବଭଳି ସଫଳତା ପାଇବେନାହିଁ ।କାରଣ ଚଳିତବର୍ଷ ବହୁ ବାମପନ୍ଥୀଦଳ ବସ୍ତି ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦେବା ସହିତ ବିଭିନ୍ନ ବସ୍ତିରେ ଦିନରାତି ଘୂରି ବୁଲୁଥିବାରୁ ଏହି ଭୋଟ ଭାଗ ଭାଗ … Read More

ନେତାଙ୍କ ଅନ୍ଧାରିବିଜେ ଉପରେ ନଜର

ଏପ୍ରିଲ୍‍ ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଭଳି ୬ଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୪୨ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଛି । ହାତରେ ମାତ୍ର ଗୋଟିଏ ଦିନ ଓ ଗୋଟିଏ ରାତି … Read More