ଚୌକିଦାର ଚୋର ବୟାନ : ସୁପ୍ରିମକୋର୍ଟ ପଠାଇଲେ ଅବମାନନା ନୋଟିସ

ଅଡ଼ୁଆରେ ପଡ଼ିଯାଇଛନ୍ତି ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁପ୍ରିମକୋର୍ଟ ‘ଚୌକିଦାର ଚୋର ହୈ’ କହିଛନ୍ତି ବୋଲି କହି ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବାରୁ ଏକ ସତ୍ୟପାଠ ଜରିଆରେ ଅନୁତାପ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ … Read More

ବୁଥ୍‌ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଜଣେ ପୋଲିଂ କର୍ମଚାରୀ ବୁଥ୍‌ରେ ଟଳିପଡ଼ିଛନ୍ତି। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଜଙ୍ଗ ବିଧାନସଭା ଆସନର କଣ୍ଟାପାଳ ୪୧ ନମ୍ବର ବୁଥରେ ନବକିଶୋର ନାୟକ ଆକସ୍ମିକ ଟଳି ପଡ଼ିଥିଲେ। ତାଙ୍କୁ … Read More

ଓଡ଼ିଶାରେ ବିଜେଡି ଯିବା ନିଶ୍ଚିତ : ମୋଦୀ

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି । … Read More

ପ୍ରଚାର ପାଇଁ ଦୈନିକ ଉଡୁଛି ୫୦ ହେଲିକପ୍ଟର, ୨୫ ଜେଟ

ନିର୍ବାଚନର ଏହି ଋତୁରେ ପ୍ରଚାର ଅଭିଯାନ ପାଇଁ ନେତାମାନଙ୍କୁ ସହଯୋଗ ନିମନ୍ତେ ଦୈନିକ ୫୦ ହେଲିକପ୍ଟର ଏବଂ ୨୫ ଜେଟ ବିମାନ ଉଡାଣ ଭରୁଛି। ଏହାର ଭଡ଼ା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୩.୭୦କୋଟି ଟଙ୍କା। ଏଥିରୁ ୧.୨୫ କୋଟି ଟଙ୍କା … Read More

ଆଜି କେନ୍ଦ୍ରାପଡ଼ାରେ ମୋଦି-ନବୀନ ମୁହାଁମୁହିଁ

ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ବାରୁଆ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବାର … Read More

୨୦୧୪ରେ ୧୪.୫ କୋଟି ଅମାନତ ଅର୍ଥ ଜବତ

୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇସାରିଥିଲା ବେଳେ ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ନିର୍ବାଚନରେ କୌଣସି ବ୍ୟକ୍ତି ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକଟ କଲେ ସେମାନଙ୍କ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କିଛି ଆବଶ୍ୟକୀୟ ମାନଦଣ୍ଡ … Read More

ନବୀନ ଦେଲେ ଭୋଟ୍‌

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାରଦିନ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ନବୀନ ନିବାସ ନିକଟବର୍ତ୍ତୀ ଏରୋଡ୍ରୋମ୍‌ କଲୋନୀ ୟୁପି ସ୍କୁଲ୍‌ର ୧୧୨ ନମ୍ବର ବୁଥରେ ସେ ମତଦାନ କରିଛନ୍ତି। ଭୋଟ୍‌ ଦେଇ ଫେରିବାପରେ … Read More

ଆଜି ମୋଦି ଆସିବେ ଓଡ଼ିଶା: କେନ୍ଦ୍ରାପଡ଼ା ଓ ବାଲେଶ୍ଵରରେ ଅଭିଭାଷଣ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବେ। କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵରରେ ଏଥିଲାଗି ସ୍ଵତନ୍ତ୍ର ନିର୍ବାଚନୀ ସମାବେଶର ଆୟୋଜନ କରାଯାଇଛି। ସକାଳ ୧୧ଟା ୧୫ ମିନିଟ୍‌ ସମୟରେ କେନ୍ଦ୍ରାପଡ଼ାର ବାରୁଅ … Read More

ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ବିଧାୟକ ତଥା ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ସ୍କ୍ଵାଡ୍‌ର କାର୍ଯ୍ୟରେ ବାଧା ଆଣିଥିବା ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କୁ ପୁରୀ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଝାରପଡ଼ା ଜେଲ୍‌ ପଠାଇଛନ୍ତି। ସେହିଠାରେ ତାଙ୍କ … Read More

ସକାଳ ୭ରୁ ଭୋଟ୍‌, ୧୦ହଜାର୪୬୪ ବୁଥ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ରକୁମାରଙ୍କ ସୂଚନା ଅନୁସାରେ ରାଜ୍ୟର ୧୦ହଜାର ୪୬୪ ବୁଥରେ ଭୋଟରଙ୍କ ମତ ସଂଗ୍ରହ କରାଯିବ। ଏଥିଲାଗି ଆବଶ୍ୟକ ଇଭିଏମ୍‌ଏବଂ ଭିଭିପ୍ୟାଟ୍‌ ମସିନ୍‌ ସହ … Read More