ଦୂରଦର୍ଶନର ପକ୍ଷପାତିତା

ନିର୍ବାଚନ କମିଶନ ବିଭିନ୍ନ ରାଜନୀତିକ ଦଳଙ୍କୁ ଦୂରଦର୍ଶନ ଓ ଅଲ୍‍ ଇଣ୍ଡିଆ ରେଡିଓରେ ସେମାନଙ୍କ ମତ ରଖିବା ଲାଗି ସମୟ ନିର୍ଦ୍ଧାରଣ କରିଛନ୍ତି । ଏଥିଲାଗି ଉଦ୍ଦିଷ୍ଟ ଭାଷଣକୁ ମୁଁ ଅନେକ ସମୟ ଆଗରୁ ଦୂରଦର୍ଶନରେ ଜମା କରିଥିଲି । କିନ୍ତୁ … Read More

ଗୀତା ମାହାତ୍ମ୍ୟ-୩୨: ମୁଁ ସବୁ କିଛି, ତୁମେ ନିମିତ୍ତମାତ୍ର

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶାଳକାୟ ରୂପକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡ଼ିଥିଲେ । ଭୟଙ୍କର ଦିଶୁଥିବା ଭଗବାନଙ୍କ ଦନ୍ତ,ପାଟି ଓ ପ୍ରଳୟକାଳର ଅଗ୍ନିସମାନ ପ୍ରଜ୍ୱଳିତ ହେଉଥିôବା ଭଗବାନଙ୍କ ମୁଖଗୁଡ଼ିକୁ ଦେଖି ଅର୍ଜୁନ ଅତି ଭୟଭୀତ ତଥା … Read More

ଜଣେ ଭୋଟର ପାଇଁ ଗୋଟିଏ ବୁଥ

ଭାରତୀୟ ଗଣତନ୍ତ୍ରରେ ଗୋଟିଏ ଭୋଟ୍‌ ବି ମୂଲ୍ୟବାନ। ଏହି ଭୋଟ୍‌ କାହାକୁ କ୍ଷମତା ଦେଇପାରେ ତ କେତେବେଳେ ସରକାର ବି ଟଳାଇ ଦେଇପାରେ। ସେଥିପାଇଁ ପ୍ରତି ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ହକ୍‌ ସାବ୍ୟସ୍ତ କରିବାର ସୁଯୋଗ ଦେବା ଲାଗି ସାମ୍ବିଧାନିକ ବ୍ୟବସ୍ଥା … Read More

ତୃତୀୟ ପର୍ଯ୍ୟାୟ ଭୋଟ୍‌-ଦେଶରେ ୬୬, ରାଜ୍ୟରେ ୬୪% ପୋଲିଂ

ଦେଶର ୧୧୭ ଲୋକସଭା ମଣ୍ଡଳୀ ପାଇଁ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ସମୁଦାୟ ୬୬ ପ୍ରତିଶତ ପୋଲିଂ ହୋଇଛି। ଅର୍ଥାତ୍‌ ପାଖାପାଖି ୬ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିନାହାନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ … Read More

ଟ୍ରେନ୍‌ ଚଳାଚଳ ମାର୍ଗ ପରିବର୍ତ୍ତନ ସୂଚନା

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ଼ ଓ ସାଲେଗାଓଁ ଷ୍ଟେସନ ମଧ୍ୟରେ ଏପ୍ରିଲ ୨୫ ତାରିଖ ଠାରୁ ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ … Read More

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷପାତୀ କହିଲା ବିଜେଡି

ଭୁବନେଶ୍ୱର,(ଓଟି): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷପାତୀ ବୋଲି ଆଙ୍ଗୁଳି ଦେଖାଇଛି ବିଜେଡି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କ ପାଇଁ ଗୋଟିଏ ଆଇନ ଓ ବିଜେଡି ନେତା ଓ କର୍ମୀଙ୍କ ଲାଗି ଆଉ ଗୋଟିଏ ଆଇନ ଲାଗୁ କରୁଛନ୍ତି ବୋଲି ବିଜେଡି … Read More

ରାଜ୍ୟରେ ୬୧ ପ୍ରତିଶତ ମତଦାନ, ୨ ବୁଥରେ ମତଦାନ ସ୍ଥଗିତ

ଭୁବନେଶ୍ଵର, (ଓଟି): ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ମାତ୍ର ୬୧ ପ୍ରତିଶତ ମତଦାନ ହୋଇଛି । ପୁଣି ଭୁବନେଶ୍ଵର ଲୋକସଭା ମଣ୍ଡଳୀରେ ମତଦାନ ହାର ମାତ୍ର ୫୦.୪୬% ରହିଛି। ସୂଚନା ଅନୁସାରେ ଭୁବନେଶ୍ଵର ଉତ୍ତର ନିବ;ାଚନ ମଣ୍ଡଳୀରେ ସବୁଠାରୁ କମ୍‌ … Read More

ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଫେଲ୍‌ ମାରିଛି: ନବୀନ

କଡ଼ା ଭାଷାରେ ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଚିନ୍ତାକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମଧ୍‌ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବରେ ଡବଲ୍‌ ଇଞ୍ଜିନ୍‌ ସରକାର ଥିଲା। କିନ୍ତୁ ତାହାର ଲୋକେ ସୁଫଳ ପାଇଲେ ନାହିଁ। ଏଣୁ ଯେତେବେଳେ … Read More

ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି : ମୋଦୀ

ବାଲେଶ୍ୱରର ବସ୍ତାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି ଯେ,ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର … Read More

ଭିଭିପ୍ୟାଟ୍‌ ତ୍ରୁଟି: ଦେବଗଡ଼ର ୧୮୩ ନମ୍ବର ବୁଥରେ ପୁଣି ନିର୍ବାଚନ ସୁପାରିସି

ସମ୍ବଲପୁର ଲୋକସଭା ମଣ୍ଡଳୀ ତଥା ଦେବଗଡ଼ ବିଧାନସଭା ମଣ୍ଡଳୀର ୧୮୩ ନମ୍ବର ବୁଥରେ ପୁଣିଥରେ ଭୋଟ୍‌ ପାଇଁ ନିର୍ବାଚନ ଅଧିକାରୀ ସୁପାରିସି କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବୁଥରେ ଭୋଟ୍‌ଦାନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। … Read More