ଏପ୍ରିଲ୍ ୩୦ ଯାଏ ଟାଣ ଖରା, ମେ’୧ରେ ଝଡ଼ତୋଫାନ
ଭୁବନେଶ୍ଵର, (ଓଟି): ଆଜିଠୁ ୩୦ ତାରିଖଯାଏ ଉଦୁଉଦିଆ ଖରା ପାଗ ରହିବ। ଦିନବେଳର ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଏପରିକି ଏହା କୌଣସି ସ୍ଥାନରେ ୩୯ରୁ ୪୩ ଯାଏ ପହଞ୍ଚିପାରେ। ପୁଣି ସବୁଠାରୁ ଉଦ୍ବେଗର କାରଣ ହେଉଛଇ ଯେଉଁ ସନ୍ଧ୍ୟାବେଳିଆ କାଳ … Read More











