ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା

ରାଜ୍ୟରେ ପ୍ରଥମ  ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍‍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୨୮ଟି … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ମନ୍ତ୍ରୀ, ଅଫିସରଙ୍କ ଭାଗ୍ୟ ପରୀକ୍ଷା

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ୬ଜଣ ମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ନୂଆକରି ରାଜନୀତିର ମଙ୍ଗ ଧରିଥିବା ପୂର୍ବତନ ସରକାରୀ ଅଫିସର ଓ ଅଭିନେତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରିତ ହେବ । ଛଅଟି ଲୋକସଭା ଆସନ ସହିତ … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା : କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ

ନିର୍ବାଚନ ସକାଶେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଗଲା। ଆଉ ବାକି ରହିଲା ଗୋଟିଏ ପର୍ଯ୍ୟାୟ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ। ସତେ ଯେମିତି କଂଗ୍ରେସ ସକାଶେ ଓଡ଼ିଶା ବିଧାନସଭା କିମ୍ବା ଲୋକସଭା ଆସନର … Read More

ଗୋଗୋଇଙ୍କୁ ଜେଟ୍‌ଲୀଙ୍କ ସମର୍ଥନ: ଅସ୍ଥିରତା କାରକଙ୍କୁ କଡ଼ା ଜବାବ ଦରକାର

ପ୍ରଧାନବିଚାରପତି ରଞ୍ଜନ ଗୋଗାଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ଆଇନଜୀବୀ ତଥା ଅର୍ଥମନ୍ତ୍ରୀ ରଞ୍ଜନ ଗୋଗୋଇ। ଏକ ବ୍ଲଗ୍‌ ଯୋଗେ ଶ୍ରୀ ଜେଟ୍‌ଲୀ କହିଛନ୍ତି, ଏହିଭଳି ଅସ୍ଥିରତା ସୃଷ୍ଟିକାରୀଙ୍କୁ କଡ଼ା ଜବାବ ମିଳିବା ଦରକାର। ମିଥ୍ୟା … Read More

ଏକକ ସିଲାବସ୍‌ ଲାଗୁ ନେଇ ଅନିଶ୍ଚିତତା, ୨୬ରେ କୁଳପତି ସମ୍ମିଳନୀ

ଭୁବନେଶ୍ଵର, (ଓଟି): ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟ ପ୍ରବର୍ତ୍ତନ କରୁଥିବା ସ୍ନାତ୍ତୋକତ୍ତର ( ପିଜି) ପାଠ୍ୟକ୍ରମର ପାଠ୍ୟ ଖସଡ଼ା ଭିନ୍ନ ଭିନ୍ନ ରହିଛି। ଏଥିରେ ସମାନତା ଆଣିବା ତଥା ଏକ ଆଦର୍ଶ ପାଠ୍ୟ ଖସଡ଼ା ପ୍ରସ୍ତୁତି ଓ ଲାଗୁ ପାଇଁ ହେଉଥିବା ଉଦ୍ୟମକୁ … Read More

ଶ୍ରୀଲଙ୍କାରେ ଆତଙ୍କୀ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ୪୫୦ ଗୁରୁତର

ଭୁବନେଶ୍ଵର, (ଓଟି): ଶ୍ରୀଲଙ୍କାରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ଯୋଗୁ ୧୫୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବାବେଳେ ପାଖାପାଖି ୪୫୦ ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାରଦିନ ଇଷ୍ଟର ରବିବାର ପଡ଼ିଥିବାରୁ ସହରରେ ଥିବା ଚର୍ଚ ଗୁଡ଼ିକରେ … Read More

ରାହୁଲ ଗାନ୍ଧୀଙ୍କ ନାଗରିକତା ନେଇ ପ୍ରଶ୍ନ

ଆମେଥି ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧିନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାମ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆମେଥିର ରିଟର୍ଣ୍ଣିଂ ଅଫିସର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ … Read More

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ … Read More

ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More