ମେ ୧୯ରେ ହେବ ୩୪ ବୁଥରେ ସାନି ନିର୍ବାଚନ

ଭୁବନେଶ୍ଵର, (ଓଟି): ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଅନିୟମିତତା ଅଭିଯୋଗ ତଥା ପ୍ରମାଣ ହେତୁ ବାତିଲ୍‌ ହୋଇଥିବା ମତଦାନ କାଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ହୋଇପାରେ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ … Read More

ରବିବାର ବି ଖୋଲା ରହିବ ସରକାରୀ ଅଫିସ

ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ରେ ପୁନରୁଦ୍ଧାର ଓ ପୁନଃଥଇଥାନ କାର୍ଯ୍ୟକୁ ଆଖିରେ ରଖି ସରକାରୀ ଅଫିସଗୁଡ଼ିକୁ ଖେଶଲଶ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ଆସନ୍ତା କାଲି ଦ୍ଵିତୀୟ ଶନିବାର ଏବଂ ରବିବାର ଦିନ ସମସ୍ତ ସରକାରୀ … Read More

ପବନ ଅଗ୍ରୱାଲ୍‌ ହେଲେ ଓୟୁଏଟି କୁଳପତି

ଭୁବନେଶ୍ଵର, (ଓଟି): ଆଇସିଏଆର୍‌ ପରିଚାଳିତ ଜାତୀୟ କୃଷି ବିଜ୍ଞାନ ପାଣ୍ଠିର ଅତିରିକ୍ତ ମହାନିର୍ଦେଶକ ପବନ ଅଗ୍ରୱାଲ୍‌ଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ନିଯୁକ୍ତି ମିଳିଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ଅଗ୍ରୱାଲ୍‌ଙ୍କୁ … Read More

୧୨ରୁ ଟ୍ରେନ୍‌ ଚଳାଚଳ ହେବ ସ୍ଵଭାବିକ

ଭୁବନେଶ୍ଵର, (ଓଟି): ବାତ୍ୟା ‘ଫୋନି’ ପରେ ଧୀରେ ଧୀରେ ଟ୍ରେନ୍‌ ଚଳାଚଳକୁ ସଜାଡ଼ୁଥିବା ପୂର୍ବତଟ ରେଳବାଇ ୧୨ ତାରିଖଠାରୁ ସ୍ଵଭାବିକ ହୋଇପାରିବ ବୋଲି ଆଶା ପ୍ରକାଶ କରିଛି। ଶୁକ୍ରବାର ଏ ସମ୍ବନ୍ଧରେ ଗଣମାଧ୍ୟମକୁ ସୂଚନା ଦେଇ ଏହାର ଜନସମ୍ପର୍କ ଅଧିକାରୀ କହିଛନ୍ତି, … Read More

ଅଭୁଲା ରହିବ ସେଇ ଅଦୃଶ୍ୟ ସାପର ଫଣା, ‘ଫୋନି’

ମେ’ ୩ ତାରିଖ, ନିରୀହ ଓଡ଼ିଶା ଶିକାର ହେଲା ଏକ ଅଦୃଶ୍ୟ ଫଣାରେ। ଏ ଭିତରେ ୭ ଦିନ ବିତିଗଲାଣି, ଆଉ ଭାରତ ମହାସଗରରୁ ସୃଷ୍ଟି ହୋଇଥିବା ସେଇ ଫଣା ସମୁଦ୍ରରେ ଲୀନ ବି ହୋଇଗଲାଣି, କିନ୍ତୁ ଯେଉଁ ଦଂଶନ ଓଡ଼ିଶାକୁ … Read More

ଆଗକୁ ଖରା, ହିଟ୍‌ ଓ୍ବେଭ୍‌, କାଳ ବୈଶାଖୀ

ଭୁବନେଶ୍ଵର,(ଓଟି): ଆସନ୍ତା ଦୁଇ ସପ୍ତାହରେ ଓଡ଼ିଶା ପାଇଁ ଖରା, ହିଟ୍‌ଓ୍ବେଭ୍‌ (ଗ୍ରୀଷ୍ମ ପ୍ରବାହ) ରହିଛି। ସ୍ଥାନେ ସ୍ଥାନେ କାଳ ବୈଶାଖୀ ଭାବେ ଘଡ଼ଘଡ଼ି, ବର୍ଷା ବା ଘୁଣ୍ଣି ଝଡ଼ ହୋଇପାରେ। ସାଟେଲାଇଟ୍‌ ଚିତ୍ର ଓ ବିଭିନ୍ନ ପାଣିପାଗ ସମ୍ବନ୍ଧିତ ତଥ୍ୟକୁ ଆକଳନ … Read More

୧୩ ମେ’ ଯାଏ ବିଏସ୍‌ଏନ୍‌ଏଲ୍‌ରୁ ଏସ୍‌ଏମ୍‌ଏସ୍‌ ମାଗଣା

ଭୁବନେଶ୍ଵର, (ଓଟି): ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ଲାଗି ବିଏସ୍‌ଏନ୍‌ଏଲ୍‌ ସ୍ଵତନ୍ତ୍ର ସୁବିଧା ଘୋଷଣା କରିଛି। ଯେଉଁ ଅଞ୍ଚଳଗୁଡ଼ିକରେ ବିଏସ୍‌ଏନ୍‌ଏଲ୍‌ ସିଗ୍ନାଲ୍‌ ବା ତରଙ୍ଗ ମିଳୁ ନାହିଁ ସେଠାରେ ଉପଭୋକ୍ତାମାନେ ଭୋଡ଼ାଫୋନ୍‌, ଏୟାର୍‌ଟେଲ୍‌ ବା ଆଇଡିଆ ତରଙ୍ଗକୁ ବ୍ୟବହାର କରିପାରିବେ। ଏଥିନେଇ ଆବଶ୍ୟକ … Read More

ଫୋନିରେ କ୍ଷତି ଆକଳନ: ଦେଢ଼ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ, ୧୪୫ କୋଟି ଟଙ୍କା ସହାୟତା ଦାବି

ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ରାଜ୍ୟର ଉପକୂଳବର୍ତ୍ତୀ ଆର୍ଥିକ ଓ ଭିତ୍ତିଭୂମି ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଛି। ଚାଷ ବାବଦ କ୍ଷୟକ୍ଷତି ଆକଳନ ଶେଷ ହୋଇ ନଥିଲେ ମଧ୍ୟ ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଚାଷ … Read More

ରବିବାରସୁଦ୍ଧା ବଡ଼ଦାଣ୍ଡରେ ବିଜୁଳି

ଭୁବନେଶ୍ଵର, (ଓଟି):  ରବିବାର ସୁଦ୍ଧା ବଡ଼ଦାଣ୍ଡରେ ବିଜୁଳିବତୀ ଜଳିବ। ଶ୍ରୀମନ୍ଦିର ବି ଆଲୋକିତ ହେବ। ଏହା କହିଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ନିୟୋଜିତ ୧୭୫ଟି ଗ୍ୟାଙ୍ଗର ପ୍ରାୟ ୧୮୦୦ ବିଦ୍ୟୁତ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ୧୫ … Read More

ଫୋନି ପରେ: ୧୨ ସୁଦ୍ଧା ଭୁବନେଶ୍ଵରର ସବୁ ସ୍ଥାନରେ ବିଜୁଳି ମିଳିବା ସମ୍ଭାବନା

ଭୁବନେଶ୍ଵର, (ଓଟି):  ଭୁବନେଶ୍ଵରରେ ବିଜୁଳି  ସରବରାହ ବ୍ୟବସ୍ଥା ସୁରୁଖୁର କରିବାକୁ ଆହୁରି ତିନିଦିନ ସମୟ ଲାଗିବ। ଧାର୍ଯ୍ୟ ଲକ୍ଷ୍ୟଠାରୁ ଦ୍ରୁତ ଗତିରେ କାର୍ଯ୍ୟକୁ ଆଗକୁ ବଢ଼ାଉଥିବା ବିଜୁଳି ବିଭାଗ ୯ ତାରିଖ ସୁଦ୍ଧା ଧାର୍ଯ୍ୟ ସ୍ଥାନଗୁଡ଼ିକ ସହ ଅନ୍ୟ କିଛି ଅଞ୍ଚଳରେ … Read More