ବାତ୍ୟାର ୭ ଦିନ ପରେ: ଗ୍ରାମୀଣ ପାଇପ୍ ଜଳ ଯୋଗାଣରେ ୬୫% ଉନ୍ନତି
ଭୁବନେଶ୍ଵର, (ଓଟି): ବାତ୍ୟା କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳରେ ପିଇବା ପାଣି ଏକ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ସମୁଦାୟ ଗ୍ରାମାଞ୍ଚଳର୧.୩ ପ୍ରତିଶତ ଅଞ୍ଚକୁ ପାଇପ୍ ପହଞ୍ଚାଯାଇଥିବା ବେଳେ ସେଥିରୁ ୩୫ ପ୍ରତିଶତ ଏବେ ଅଚଳ ହୋଇ ପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ … Read More











