‘ଫୋନି’ ପ୍ରଭାବିତ ଅଞ୍ଚଳରେ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ ଫାଉଣ୍ଡେସନ୍‍

ଭୁବନେଶ୍ୱର, (ଓଟି): ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଛି । ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣୀ ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, … Read More

ପ୍ରକୃତିର ଲୀଳା: ପୂର୍ବରେ ବିତ୍ପାତ ପଶ୍ଚିମରେ ସମ୍ପଦ; ବମ୍ପର ଉତ୍ପାଦନ କଲେ ଚାଷୀ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଫୋନି’ ରଚିଥିବା ତାଣ୍ଡବ ଏବେ ଆଖିରୁ ଲୁହ ହୋଇ ବୋହୁଛି। କେବେ ଏଠାର ଅଧିବାସୀଙ୍କ ଅବସ୍ଥା ସ୍ଵଭାବିକ ହେବ, ସେମାନେ ନିଜର ଜୀବନଜୀବୀକା ଫେରି ପାଇବେ ତାହାର ପତ୍ତା ମିଳୁ … Read More

ପୁରୀ ବଡ଼ଦାଣ୍ଡରେ ଆଲୁଅ ଜଳିଲା

ପୁରୀ, ( ଭୀମସେନ ପଲଙ୍କଧାରୀ): ପ୍ରଳୟଙ୍କରୀ ‘ଫୋନି’ର କରାଳ ସହିଥିବା ପୁରୀ ସହରରେ ଜୀବନ ଧୀରେ ଧୀରେ ସ୍ଵଭାବିକ ହେବା ଆରମ୍ଭ କରିଛି। ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ପୟାସ କ୍ରମେ ଆଜି ବଡ଼ଦାଣ୍ଡରେ ବିଜୁଳି ଆଲୁଅ ସଂଯୋଗ କରାଯାଇଛି। … Read More

ବିଜେପିର ଅଭିଯୋଗ: ରିଲିଫ୍‍ ବଣ୍ଟନରେ ହେଉଛି ହେରଫେର

ଭୁବନେଶ୍ୱର,(ଓଟି): ବାତ୍ୟା “ଫୋନି” କୁ ଦୀର୍ଘ୍ୟ ୭ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଭାବିତଙ୍କୁ ରିଲିଫ୍‍ ମିଳୁ ନାହିଁ । କେବଳ ବିଭିନ୍ନ ଏଜେନ୍ସୀଠୁ ବାହାବା ନେବା ଛଡ଼ା ଅନ୍ୟ କିଛି ଚିନ୍ତା ସରକାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି … Read More

ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି: ମାଗଣାରେ ୧୦୦୦ ଲିଟର କିରାସିନି ଦିଅ

ଭୁବନେଶ୍ଵର, (ଓଟି): ‘ଫୋନି’ ଦ୍ଵାରା ଉତ୍କଟ ସମସ୍ୟାରେ ଗତିକରୁଥିବା ପୁରୀ ଜିଲ୍ଲା ଲାଗି ଏକ ହଜାର ଲିଟର କିରାସିନି ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ … Read More

ଅଯୋଧ୍ୟା ମାମଲା: ମଧ୍ୟସ୍ଥି ପ୍ୟାନେଲ୍‌ଙ୍କୁ ଅଗଷ୍ଟ ୧୫ ଯାଏ ମହଲତ

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲାରେ ଶାନ୍ତିପୂଣ୍ଣ ସମାଧାନ ଆଣିବା ଲାଗି ଗଠିତ ତିନିଜଣିଆ କମିଟିକୁ କୋର୍ଟ ଅଧିକ ସମୟ ଦେଇଛନ୍ତି। ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ରଖିବା ତଥା ଏକ ସମାଧାନର ରାସ୍ତା … Read More

ଫୋନି: ଜେଇଇ ଆଡ୍‌ଭାନ୍ସ ପଞ୍ଜିକରଣ ସମୟ ଘୁଞ୍ଚିଲା

ଭୁବନେଶ୍ୱର, (ଓଟି) : ବାତ୍ୟା ଫୋନି’ ପ୍ରଭାବିତ ଅଞ୍ଚଳରେ ଜେଇଇ ଆଡ୍‌ଭାନ୍ସ ପଞ୍ଜିକରଣ ପାଇଁ ଚାହୁଁଥିବା ପିଲାଙ୍କୁ ସୁଯୋଗ ଦେଇଛଇ ମାନବସମ୍ବଳ ମନ୍ତ୍ରଣାଳୟ। ଏହି ଅନୁସାରେ ଜେଇଇ ଆଡ୍‌ଭାନ୍ସର ପଞ୍ଜିକରଣ ତାରିଖ ଘୁଞ୍ଚିଛି। ଏବେ ମେ ମାସ ୧୪ ତାରିଖ ଯାଏ … Read More

ଷ୍ଟେଟ୍‌ବ୍ୟାଙ୍କ୍‌ ସୁଧହାର କମିଲା

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ … Read More

ବିନା କାର୍ଡରେ ବସ୍ତିବାସିନ୍ଦାଙ୍କୁ ମିଳିବା ‘ଫୋନି’ ରିଲିଫ୍‌

ଭୁବନେଶ୍ଵର, (ଓଟି): ଭୁବନେଶଜ୍ବର ମହାନଗର ନିଗମର ‘ଫୋନି’ ପ୍ରଭାବିତ ପ୍ରତିଟି ବସ୍ତି ବାସିନ୍ଦାଙ୍କୁ ରିଲିଫ୍‌ ମିଳିବ। ଏଥିଲାଗି କୌଣସି ସେମାନଙ୍କ ପାଖରେ କୌଣସି ଖାଦ୍ୟ ସୁରକ୍ଷା କାର୍ଡ ରହିବା ଜରୁରୀ ନୁହେଁ। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆବଶ୍ୟକ … Read More

‘ଫୋନି’ ଦ୍ଵାରା ସାଢ଼େ ୩୪ ଲକ୍ଷ ପଶୁପକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ହେତୁ ୩୪ଲକ୍ଷ ୫୬ ହଜାର ୩୬୨ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ନିରାପଦ ଆଶ୍ରୟସ୍ଥଳୀ ଅଭାବ ହେତୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଠିକ୍‌ ସେହିପରି ସମୁଦାୟ ୮୭ଲକ୍ଷ ୩୯ ହଜାର ୬୫୭ ପ୍ରାଣୀ ପ୍ରଭାବିତ … Read More