ଗୀତା ମାହାତ୍ମ୍ୟ-୩୬: କାହାର ହୁଏନି ପୁନର୍ଜନ୍ମ

ମନୁଷ୍ୟ ନିଜର ପ୍ରକୃତି ଅନୁସାରେ କରୁଥିବା କର୍ମ ଅନୁସାରେ କର୍ମଫଳ ଭୋଗ କରିବା ସହିତ ପ୍ରକୃତିରୁ ଉତ୍ପନ୍ନ ତ୍ରିଗୁଣାତ୍ମକ ପଦାର୍ଥ ଭୋଗ କରେ ଓ ସେହି ଗୁଣମାନଙ୍କ ସଙ୍ଗ ଯୋଗୁ ଜୀବର ମୃତ୍ୟୁ ପରେ ଜୀବାତ୍ମା ବିଭିନ୍ନ ଯୋନୀରେ ଜନ୍ମ ଲାଭ … Read More

ନବୀନ ମାଗିଲେ ମାଗଣାରେ କିରାସିନି; ଧର୍ମେନ୍ଦ୍ର ଦେଲେ ଟଙ୍କା, କହିଲେ କିରାସିନି କିଣ

ଭୁବନେଶ୍ଵର, (ଓଟି): ଫୋନି ପ୍ରଭାବିତ ଜିଲ୍ଲାରେ ଲୋକଙ୍କ କିରାସିନି ଚାହିଦା ପୂରଣ ଲାଗି ସହାୟତା କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩କୋଟି ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି। ଭାରତ ସରକାରଙ୍କ କେକୌଣସି ତୈଳ … Read More

ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦାବିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଟି): ବାତ୍ୟା ‘ଫୋନି’ ଦ୍ଵାରା ୧୪ଟି ଜିଲ୍ଲାରେ ୫ଲକ୍ଷ ଘର ସମ୍ପୂଣ୍ଣ ବା ଅଧିକାଂଶ ଭାଙ୍ଗିଛି। ଏହିସବୁ ଘରକୁ ପୁଣିଥରେ ଠିଆ କରିବା ପାଇଁ ପ୍ରଭାବିତଙ୍କୁ ସହାୟତା ଆବଶ୍ୟକ। ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଘର ନିର୍ବାଣ ପାଇଁ … Read More

ଫୋନି କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ୍‌ ଘୋଷଣା: ଚାଷୀଙ୍କୁ କି ସହାୟତା ଜାଣନ୍ତୁ

ଭୁବନେଶ୍ଵର, (ଓଟି): ଫୋନି ବାତ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିକ୍ରମରେ କୃଷି, ପ୍ରାଣୀସମ୍ପଦ, ମତ୍ସ୍ୟସମ୍ପଦ, ହସ୍ତଶିଳ୍ପ, ହସ୍ତତନ୍ତ, ଶିକ୍ଷା, ରାଜସ୍ଵ ବିଭାଗ କ୍ଷତି ପାଇଁ ପୃଥକ ପୃଥକ ସହାୟତା ପ୍ୟାକେଜ୍‌ ଘୋଷଣା ହୋଇଛି। … Read More

ସିଆଇଆଇର ବାତ୍ୟା ପରିଚାଳନା କମିଟି ଅଧ୍ୟକ୍ଷ ହେଲେ ଡ. ତପନ କୁମାର ଚାନ୍ଦ

ଭୁବନେଶ୍ୱର,(ଓଟି) : ଫୋନି ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥଇଥାନ ଓ ପନରୁଦ୍ଧାର କାର୍ଯ୍ୟକୁ ଆଗକୁ ବଢ଼ାଇବା ତଥା ଏଥିରେ ସହଯୋଗ କରିବା ପାଇଁ ଭାରତର ଶିଳ୍ପ ମହାସଂଘ ( ସିଆଇଆଇ) ଗଠନ କରିଥିବା ପରିଚାଳନା କରିମିଟିର ଅଧ୍ୟକ୍ଷ ହୋଇଛନ୍ତି ନାଲ୍‍କୋ … Read More

ମଙ୍ଗଳବାର ଖୋଲିବ କୋଣାର୍କ, ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚାଇଛି ଫୋନି

ଭୁବନେଶ୍ଵର, (ଓଟି): ଫୋନିଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରସିଦ୍ଧ ଐତିହ୍ୟ କୋଣାର୍କ ଓ ଶ୍ରୀମନ୍ଦିରର ମରାମତି ଓ ପନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଏଏସ୍‌ଆଇ। ଏକ ସ୍ଵତନ୍ତ୍ର ବୈଷୟିକ ଦଳ ସହ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ ସହ କୋଣାର୍କକୁ ମଙ୍ଗଳବାରଠାରୁ … Read More

ମେ ୨୧ରୁ ହେବ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ଵର, (ଓଟି): ଫୋନି ବିତ୍ପାତ ପରପର୍ତ୍ତୀ ସ୍ଥିତିକୁ ସାମ୍ନା କରିପାରୁ ନାହିଁ ଉତ୍କଳ ବିଶ୍ଵବିଦ୍ୟାଳୟ। ବିଜୁଳି ଓ ପାଣି ସମସ୍ୟା ଏଯାଏ ସମାଧାନ ହୋଇ ନପାରିବାରୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ପରିଚାଳନାରେ ସମସ୍ୟା ଉପୁଜିଛି। ଏହାକୁ କେନ୍ଦ୍ରକରି ବାରମ୍ବାର କର୍ତ୍ତୃପକ୍ଷ ତାରିଖ ବଦଳାଇ … Read More

ଫୋନି ବିପତ୍ତି: ୧୩ରୁ କେନ୍ଦ୍ରୀୟ ଅନୁଧ୍ୟାନ

ଭୁବନେଶ୍ବର, (ଓଟି) : ଉକପୂଳ ଓଡ଼ିଶାକୁ ଛାରଖାର କରିଥିବା ଫୋନିର ବିପତ୍ତି କେତେ ପ୍ରଭାବଶାଳୀ ହୋଇଛି, ତାହାଯୋଗୁ କେତେ କ୍ଷୟକ୍ଷତି ହୋଇଛି ଏବଂ ଏହାକୁ କିପରି ଭରଣା କରାଯିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା … Read More

କେନ୍ସ ଫିଲ୍ମ ଉତ୍ସବରେ ଓଡ଼ିଆ ଶର୍ଟ ଫିଲ୍ମ ‘ସ୍ଵାହା’

ପ୍ୟାରିସ୍‌ର କେନ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ଶର୍ଟଫିଲ୍ମ ‘ସ୍ଵାହା’ ପ୍ରଦର୍ଶିତ ହେବ। ଏଥିନେଇ ଆବଶ୍ୟକ ଅନୁମୋଦନ ମିଳିଥିବା ଏହାର ନିର୍ଦେଶକ ଶିଶିର କୁମାର ସାହୁ କହିଛନ୍ତି। ତୃତୀୟ ଓଡ଼ିଆ ଶର୍ଫିଟଲ୍ମ ଭାବେ ଏହି ଚଳଚ୍ଚିତ୍ର … Read More

ବ୍ରିଟିଶ୍‌ ଖେଳନା ବିକ୍ରେତା ହାମଲେଜ୍‌କୁ ଅଧିଗ୍ରହଣ କଲା ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ଏବଂ ହଂକଂସ୍ଥିତ ଲିଷ୍ଟେଡ୍ କମ୍ପାନୀ ସି ବ୍ୟାନର୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଙ୍ଗସ୍ ରିଲାଏନ୍ସ ବ୍ରାଣ୍ଡ୍ ପାଇଁ ଏକ ନିର୍ଣ୍ଣାୟକମୂଳକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ହାମ୍ଲେଜ୍ ବ୍ରାଣ୍ଡର … Read More