କିଶୋରୀଙ୍କୁ ଟିଡି ଟୀକା : ୯୦ ପ୍ରତିଶତ ଲକ୍ଷ୍ୟ ରଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର, (ଓଟି): ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ୧୦ ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନାସ ଡିପ୍‍ଥେରିଆ (ଟିଡି) ଟୀକା ଦେବାଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତୀୟ … Read More

ରାଜ୍ୟ ବଜେଟ୍‍ ଉପସ୍ଥାପିତ: ୧୦ ମେଡିକାଲ୍‍ କଲେଜ ସ୍ଥାପନ ଲକ୍ଷ୍ୟ

ଭୁବନେଶ୍ୱର, (ଓଟି) : ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ବଜେଟ। ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ସେ ଅନ୍ୟାନ୍ୟ କ୍ଷେତ୍ର ପାଇଁ … Read More

ନୀଳଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଳା ଏମଏମ୍‍ଟିସି

ଭୁବନେଶ୍ୱର, (ଓଟି): ଯାଜପୁର ଜିଲ୍ଲା କଳିଙ୍ଗ ନଗରଠାରେ ପରତିଚାଳିତ ନୀଳଚଳ ଇସ୍ପାତ ନିଗମ ଲିମିଟେଡ୍‍ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି ଏମଏମ୍‍ଟିସି । ଏ ବାବଦରେ ବମ୍ବେ ଷ୍ଟକ୍‍ ଏକ୍ସେଚେଞ୍ଜ ( ବିଏସ୍‍ଇ) ଏବଂ ଭାରତ ସରକାରଙ୍କ କର୍ପୋରେଟ୍‍ ବ୍ୟାପାର … Read More

ରାଜ୍ୟରେ କମୁଛି ମୋବାଇଲ୍‍ ଗ୍ରାହକ ସଂଖ୍ୟା: ଜିଓ ଚାପରେ ଅନ୍ୟମାନେ ହତାଶ

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା କମିବାରେ ଲାଗିଛି । ଏପ୍ରିଲ୍‍ ମାସରେ ସମୁଦାୟ ୬ ଲକ୍ଷ ୬୨ ହଜାର ଗ୍ରାହକ ନିଜର ବ୍ୟବହୃତ ମୋବାଇଲ୍‌ ସେବା ଫେରାଇ ଦେଇଛନ୍ତି। ସେବା ଫେରାଇଥିବା ଏହି ଗ୍ରାହକଙ୍କ ଭିତରୁ ୩ଲକ୍ଷ ୧୫ହଜାର ଗ୍ରାହକ … Read More

ଧାରା ୩୭୭ : ଦୁତୀ ହେବାର ଦୁଃଖ

ଗତ କିଛି ସପ୍ତାହ ତଳେ ଜଗତସିଂହପୁର ଅଞ୍ଚଳର ଜଣେ ୧୯ବର୍ଷର ଝିଅକୁ ଗଛରେ ବାନ୍ଧି ସର୍ବ ସମ୍ମୁଖରେ ଆଇନକୁ ହାତକୁ ନେଇ କିଛି ଲୋକ ମରଣାନ୍ତକ ମାଡ ମାରିଥିଲେ । ଏହା ନିର୍ଦୟ ଥିଲା । ସେହି ଝିଅଟିର ଅପରାଧ ଦର୍ଶାଯାଇଥିଲା, … Read More

ଆୟକର ଛାଡ଼ ଓ ୮୦ ସି ନିବେଶ ସୀମା ବଢ଼ିବ

ମୋଦି ସରକାର ଆଗାମୀ ୫ତାରିଖରେ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ‍୍‌ ସଂସଦରେ ଆଗତ କରିବେ। ଏହି ବଜେଟ‍୍‌ରେ ଚାକିରିଆ ଆୟକରଦାତାଙ୍କୁ ଖୁସି କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ବଜେଟ‍୍‌ରେ ବ୍ୟକ୍ତିଗତ ଆୟକର ସୀରମାକୁ ସରକାର ବଢ଼ାଇବାକୁ … Read More

ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମର୍ଥନ ଅନ୍ତରାଳେ

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିଲେ। ଜୁନ ୧୦ ତାରିଖରେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ବିଭିନ୍ନ କମ୍ପାନୀର ନିର୍ର୍େଦ୍ଦଶକ ପଦରୁ … Read More

ବିଜୁ ଯୁବ ବାହିନୀ ସଂଯୋଜକଙ୍କ ଭତ୍ତା ବନ୍ଦ

ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ରାଜ୍ୟର ୩୦ଟି ଜିଲାରେ ରାଜ୍ୟରେ ଗଠନ ହୋଇଥିବା ବିଜୁ ଯୁବବାହିନୀ ଭୋଟ ପରେ ବନ୍ଦ ହୋଇଯାଇଛି। ଭୋଟ ସରିଲା ପରେ ବିଜୁ ଯୁବବାହିନୀ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା … Read More

ବିନା ଅଡିଟରେ ଟଙ୍କା ଖାଇବାର ସୁବର୍ଣ୍ଣ ସୁଯୋଗ

ରାଜ୍ୟର ଉପକୂଳ ପୁରୀ ଓ ଭୁବନେଶ୍ୱରରେ ଏପ୍ରିଲ ୩ ତାରିଖରେ ଫୋନି ମାଡ଼କଲା। କ୍ଷତିଗ୍ରସ୍ତ ହେଲା ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲା। ଆଜି ତାରିଖକୁ ଲଗାଇଲେ ୪୫ ଦିନରୁ ଅଧିକ ଦିନ ବିତିଗଲାଣି। ଫୋନି ବିପର୍ଯ୍ୟୟରୁ ଜନଜୀବନ ସୁରକ୍ଷାକୁ ନେଇ … Read More

ବିରୋଧିଦଳ ହେବାକୁ ନିଜକୁ ଅଯୋଗ୍ୟ ପ୍ରମାଣିତ କଲା ବିଜେପି

କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଭୋଟର ଭାରତୀୟ ଜନତା ପାର୍ଟିକୁ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ କରିବାକୁ ଜନାଦେଶ ଦେଇଛନ୍ତି। ଗତ ୧୦ବର୍ଷ ହେଲା ବିଜେପି କେବଳ ବିରୋଧୀଦଳ ଭୂମିକା ତୁଲାଇ ଆସୁଥିଲା। ମୁଖ୍ୟ ବିରୋଧୀଦଳ ଆସନରେ ଥିଲା କଂଗ୍ରେସ। ଏଥର … Read More