ଏକକ ନିର୍ବାଚନ କରାଇବାର ୫ଟି ଫାଇଦା

ଦେଶରେ ଏକାସହିତ ଲୋକସଭା ଓ ବିଧାନସଭାର ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଅନେକ ବିରୋଧୀ ଦଳ ବିରୋଧ କରିଛନ୍ତି। ଏପରିକି ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ସମେତ ବିଏସ‌୍‍ପି, ଏସ‌୍‍ପି, … Read More

ରାଜ୍ୟ ବିଜେପିର ଆତ୍ମଘାତୀ ଗୋଲ‌୍‍

ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ସାଧାରଣ ନିର୍ବାଚନ ସମୟରେ ଯେଭଳି ସମାଲୋଚନା କରୁଥିଲେ ନିର୍ବାଚନ ପରେ … Read More

ସଙ୍କଟରେ ଖଣି ନିଲାମ ପ୍ରକ୍ରିୟା

ଖଣି ନିଲାମ ସହିତ ଅଧିକ ରାଜସ୍ୱ ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ଆତୁର ଅଛନ୍ତି। ଏହି କାମକୁ ଆଗେଇନେବା ପାଇଁ ରାଜ୍ୟ ଭୂତତ୍ତ୍ୱ ନିର୍ଦ୍ଦେଶାଳୟରେ ଆବଶ୍ୟକୀୟ କର୍ମଚାରୀ ନାହାଁନ୍ତି। ଫଳରେ ଖଣି ନିଲାମ ପ୍ରକ୍ରିୟା ଏବେ ସଙ୍କଟରେ ପଡିଛି। ଖଣିଜ ଅନୁସନ୍ଧାନ … Read More

ଘରୋଇ କମ୍ପାନୀ ହାତକୁ ଯିବ ରେଳ

ଦେଶର ବିଭିନ୍ନ ଭାଗରେ କମ‌୍‍ ଯାତ୍ରୀ ଓ ପର୍ଯ୍ୟଟକ ହେଉଥିବା ରୁଟ‌୍‍ରେ ଚାଲୁଥିବା ରେଳକୁ ପରିଚାଳନା ପାଇଁ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହିତ ବିଚାର କରୁଛନ୍ତି। ଆଗାମୀ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାର ଏ … Read More

ପ୍ରତିଦିନ ୧୯ କୋଟି ଲୋକ ଉପାସରେ : ଖାଦ୍ୟ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ?

ଓଡିଶାର କଳାହାଣ୍ଡିରୁ ଆରମ୍ଭ କରି ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏବେ ଅନାହାର ମୃତ୍ୟୁର ତାଣ୍ଡବ ଚାଲିଛି। ଉପଯୁକ୍ତ ଖାଦ୍ୟ ଅଭାବରୁ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ୩୪ ଜଣ ମା’ ପେଟରେ ମୃତ୍ୟୁବରଣ କରୁଥିବାବେଳେ ୫ ବର୍ଷରୁ କମ‌୍‍ … Read More

ମୋଦିଙ୍କ ରାସ୍ତାରେ ସଂଘ

ଦିନ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ‌୍‍ଏସ‌୍‍)ର ପ୍ରତ୍ୟେକ କଥାକୁ ବେଦଭଳି ବିଜେପି ନେତାମାନେ ମାନିବା ସହିତ ତାହାକୁ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ଏବେ ସମୟ ବଦଳିଛି। ସମୟ ସହିତ ଆରଏସ‌୍‍ଏସ‌୍‍ର ଚିନ୍ତାଧାରା ମଧ୍ୟ ବଦଳିଛି। ଏହି ବଦଳିବା ପ୍ରକ୍ରିୟାରେ … Read More

ହାଡ଼ ମଜବୁତ୍ କରିବ ଲେମ୍ବୁ

ହାଡ଼କୁ ମଜବୁତ୍ ରଖିବା ସହିତ ହାଡ଼ ଜନିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲେମ୍ବୁ ବେଶ୍ ଲାଭପ୍ରଦ । ଆର‌୍ୟୁବେଦ କ୍ଷେତ୍ରରେ ଏହାକୁ ଅନେକ ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଛି । ଆଜିର ସମୟରେ ମଧ୍ୟ ସ୍ୱାସ୍ଥ୍ୟବିଜ୍ଞାନୀମାନେ ଲେମ୍ବୁ … Read More

ପୁଣି ବିଧାନ ପରିଷଦ ଭେଳିକି

୧୬ତମ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଧାନସଭାର ନୂଆ ଅଧିବେଶନ ଆରମ୍ଭ ହୋଇନାହିଁ। କିନ୍ତୁ ହଠାତ ବିଧାନ ପରିଷଦ ଗଠନ ପ୍ରଶ୍ନ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି। କିଏ ଓ କାହିଁକି ବିଧାନପରିଷଦ ଗଠନ … Read More

ବିଜୁ ଯୁବ ବାହିନୀ ଏବେ ସ୍ଥାଣୁ

ରାଜ୍ୟରେ ଗତ କିଛି ବର୍ଷ ହେଲା ବେକାରଙ୍କ ସଂଖ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବେକାରମାନଙ୍କ ପକ୍ଷରୁ ଶାସନତନ୍ତ୍ର ବିରୋଧରେ ସ୍ୱର ଉଠିଥିଲା। ଏହାକୁ ଦୃଷ୍ଟିରେ … Read More

ପାଟକୁରାରେ ନେତା ମାଳ ମାଳ

ପାଟକୁରା ଆସନ ପାଇଁ ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ। କାହିଁକି ନିର୍ବାଚନ କମିଶନ ଏଭଳି ଟାଳଟୁଳ ନୀତି ଗ୍ରହଣ କରିଛନ୍ତି, ତାହା ମଧ୍ୟ ସନ୍ଦେହ ଘେରରେ। ମାତ୍ର ସରକାରଙ୍କ ମନ୍ତ୍ରୀମାନେ ପାଟକୁରାରେ ଟହଲ ମାରୁଛନ୍ତି। ସେମାନଙ୍କ ଭିତରେ ଡେରାବିଶ, ଗରଦପୁର … Read More