ଉଠିଲା ଗାର୍ଡ଼ ଅଫ୍‌ ଅନର୍‌

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ଆଜିଠାରୁ ଗାର୍ଡ଼ ଅଫ୍‌ ଅନର୍‌ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ଅର୍ଥାତ୍‌ ସାଧାରଣ ଦିନ ମାନଙ୍କରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସରକାରୀ ପଦାଧିକାରୀଙ୍କୁ ଦିଆଯାଉଥିବା ସମ୍ବର୍ଦ୍ଧନା ବା ଗାର୍ଡ଼ ଅଫ୍‌ ଅନର୍‌ ଆଉ ସରକାରୀ ଭାବେ ଦିଆଯିବ ନାହିଁ।ମୁଖ୍ୟମନ୍ତ୍ରୀ … Read More

ଅନ୍ତ୍ୟେଷ୍ଟି ପାଇଁ କାଠର ବିକଳ୍ପ ‘ଗୋ-କାଷ୍ଠ’

ଭୁବନେଶ୍ଵର, (ଓଟି): ଜୀବନର ଅନ୍ତିମ ସତ୍ୟ ମୃତ୍ୟୁ। ମୃତ୍ୟୁପରେ ଅନ୍ତ୍ୟେଷ୍ଟି ଜୀବନର ଅନ୍ତିମ ସଂସ୍କାର। ଅନ୍ତିମ ସଂସ୍କାର ପାଇଁ କାଠ ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି। କାଠରେ ଶବ ସଂସ୍କାର କରାଯାଉଥିବାରୁ ଏହା ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହିତ ଜଙ୍ଗଲ … Read More

ରାଜସ୍ୱ ଆଦାୟ ଲକ୍ଷ୍ୟ ବିଫଳ ହେବ : ଖଣି ନିଲାମରେ ଅଂଶ ଗ୍ରହଣ କରିବାକୁ ଶିଳ୍ପସଂସ୍ଥା ଅନାଗ୍ରହୀ

ଭୁବନେଶ୍ଵର, (ଓଟି): ଖଣି ନିଲାମ ପ୍ରକ୍ରିୟାରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ବଡ଼ ସଫଳତା ପାଇବେ ବୋଲି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ସଫଳ ହୋଇପାରିବେ ନାହିଁ । କାରଣ ଲୁହା ପଥର ଖଣି ଉପରେ ସମସ୍ତଙ୍କ ନଜର ଥିବାବେଳେ … Read More

ସିବିଏସ୍‌ଇ ଫି’ ବୃଦ୍ଧି ପ୍ରସଙ୍ଗ: ଆଦର୍ଶ ବିଦ୍ୟାଳୟ ଛାତ୍ର ପ୍ରଭାବିତ ହେବା ଆଶଙ୍କା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଟି): ସିବିଏସ୍‌ଇ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାର ଗ୍ରାମାଞ୍ଚଳ ଶିକ୍ଷାର୍ଥୀଙ୍କ ପାଖରେ ଇଂରାଜୀ ମାଧ୍ୟମ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ଯେଉଁ ଆଦର୍ଶ ବିଦ୍ୟାଳୟସବୁ ଖୋଲିଛନ୍ତି, ସେଗୁଡ଼ିକ ଏହି ନିଷ୍ପତ୍ତି … Read More

କଶ୍ମୀର ପ୍ରସଙ୍ଗ: ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କୁ ସମୟ ଦେଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ଵର,(ଓଟି): ଜମ୍ମୁ- କଶ୍ମୀରରେ ସ୍ଥିରତା ବଜାୟ ସହ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବା ଉଚିତ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏଥିସହ ୩୭୦ ଧାରାର ପ୍ରତ୍ୟାହାର ସହ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରେ ଲାଗୁ କରିଥିବା … Read More

ଚିଠି ରାଜନୀତି: ‘ଆୟୁଷ୍ମାନ’ ଲାଗୁ ପାଇଁ ବିଜେପି ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର, (ଓଟି): ରାଜ୍ୟର ସ୍ଵାର୍ଥ ବା କୌଣସି ଯୋଜନା ବାବଦରେ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖା ପ୍ରକ୍ରିୟାକୁ ଚିଠି ଲେଖାରେ ଜବାବ ଦେବାକୁ ଚାହିଁଛନ୍ତି ବିଜେପିର ନିର୍ବାଚିତ ସାଂସଦମାନେ। ପ୍ରଥମ ଥର ପାଇଁ ସମସ୍ତ … Read More

ସେପ୍ଟେମ୍ବର ୫ରୁ ଜିଓ ଗିଗା ଫାଇବର, ବର୍ଷିକିଆ ଗ୍ରାହକ ହେଲେ ଟିଭି ମାଗଣା

ମୁମ୍ବଇ: ସେପ୍ଟେମ୍ବର ୫ରୁ ‘ଜିଓ ଗିଗା ଫାଇବର୍’ j ବ୍ୟବସାୟିକ ଆରମ୍ଭ ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଲ୍ୟାଣ୍ଡଲାଇନରୁ ଆଜୀବନ ଫ୍ରି’ ଭଏସ୍ କଲ୍, ମାସିକ ୭୦୦ ଟଙ୍କାରୁ ଆରମ୍ଭ ସର୍ବନିମ୍ନ ୧୦୦ ମେଗାବାଇଟ୍/ସେକେଣ୍ଡ … Read More

ଧାରା-୩୭୦ : ଗୋଟିଏ ତୀରରେ ଅନେକ ଶୀକାର

ସଂସଦର ଉଭୟ ଗୃହ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ସମ୍ୱିଧାନର ଧାରା-୩୭୦ରେ ଥିବା ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଧାରା-୩୭୦ (୧)କୁ ବ୍ୟବହାର କରି ଏସମ୍ପର୍କରେ ଆଦେଶ ଦେଇସାରିଥିଲେ। ଏହା ସହିତ ଜମ୍ମୁ-କାଶ୍ମୀର … Read More

ଜମ୍ମୁ ଓ କଶ୍ମୀର: ଉଠିଗଲା ୩୭୦, ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ

ଜମ୍ମୁ ଓ କଶ୍ମୀର ଆଉ ରାଜ୍ୟ ହୋଇ ରହିବ ନାହିଁ। ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଚିତ ହେବ । ଏନେଇ ଏକ ସ୍ଵତନ୍ତ୍ର ବିଲ୍‌କୁ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସଂସଦରେ ଆଗତ କରିଛନ୍ତି। ଏହି ଘୋଷଣା ଅନୁସାରେ ଜମ୍ମୁ … Read More

କାଗଜ କଲମ ନୁହେଁ, ଆପ ମାଧ୍ୟମରେ ୨୦୨୧ ଜନଗଣନା

ଦେଶର ଆଗାମୀ ଜନଗଣନା କାମ କାଗଜକଲମରେ ହେବ ନାହିଁ। ଏହି କାମ ଆଣ୍ଡ୍ରଏଡ଼ ମୋବାଇଲରେ ଥିବା ଆପ ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି। ମୋଦି ସରକାର ଜନସଂଖ୍ୟାର ତଥ୍ୟ ସଂଗ୍ରହ ଓ ବର୍ଗୀକରଣର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଡ଼ିଜିଟାଲ କରିବାକୁ ସ୍ଥିର କରିଛନ୍ତି। … Read More