ପହିଲାରୁ ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି

ଭୁବନେଶ୍ଵର, (ଓଟି): ସେପ୍ଟେମ୍ବର ୧ ତାରିଖରୁ ବଲାଙ୍ଗୀର-ଭୁବନେଶ୍ଵର ଇଣ୍ଟରସିଟି ଏକ୍ସପ୍ରେସ୍‌ ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ। ଅର୍ଥାତ୍‌ ଯେଉଁ ଟ୍ରେନ ଏବେ ୨ଟା ୩୦ ମିନିଟ୍‌ ସମୟରେ ବଲାଙ୍ଗୀର ଷ୍ଟେସନ୍‌ ଛାଡ଼ୁଛି ତାହାର ପରିବର୍ତ୍ତିତ ସମୟ ରହିବ ଅପରାହ୍ଣ ୨ଟା ୪୫ … Read More

ମିଳୁନି କୋଇଲା: ଏନ୍‌ଟିପିସି- କଣିହା ବନ୍ଦ କରିପାରେ ବିଜୁଳି ଉତ୍ପାଦନ

ଭୁବନେଶ୍ଵର, (ଓଟି): ଆଗକୁ ଓଡ଼ିଶା ସମେତ ଅନୃ କିଛି ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଇପାରେ। ରାଜ୍ୟର ସବୁଠାରୁ ବଡ଼ ତାପଜ ବିଜୁଳି ଉତ୍ପାଦନ କେନ୍ଦ୍ର ଏନ୍‌ଟିପିସି-କଣିହାଁ ଏହା ଏକ ପ୍ରେସ୍‌ ବାର୍ତ୍ତାରେ ପ୍ରକାଶ କରିଛି। କମ୍ପାନୀ ଆଶଙ୍କା କରିଛି ଯେ, ନିରନ୍ତର … Read More

ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପ୍ରଦୁଷଣ: ପାରାଦୀପରେ ୧୮ହଜାର ଟନ୍‍ ଇଲିସି କମ୍‍

ପାରାଦୀପ,(ଓଟି): ଦିନେ ଇଲିସି ମାଛର ପ୍ରମୁଖ କେନ୍ଦ୍ର ପାଲଟିଥିବା ପାରାଦୀପରେ ଏବେ ଇଲିସି ମରିଚିକା ପ୍ରାୟ । ଅର୍ଥାତ୍‍ ପୂର୍ବଭଳି ଆଉ ଇଲିସି ମାଛ ମିଳୁ ନାହିଁ । ପରିସ୍ଥିତି ଏପରି ହୋଇଛି, ରାଜଧାନୀ ଭୁବନେଶ୍ୱରରେ ଇଲିସି ଦର କିଲୋ ପ୍ରତି … Read More

ସୁଧାଂଶୁ ଷଡ଼ଙ୍ଗୀ ହେବେ ନୂଆ ପୁଲିସ କମିଶନର, ସତ୍ୟଜିତଙ୍କୁ ଜେଲ୍‍ ବିଭାଗ

ଭୁବନେଶ୍ୱର, (ଓଟି): ଭୁବନେଶ୍ୱର,-କଟକ ପୁଲିସ କମିଶନରେଟ୍‍ର ନୂତନ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମକୁ ଅନୁମୋଦନ କରିଛନ୍ତି ରାଜ୍ର ସରକାର । ୧୯୯୦ ବ୍ୟାଚ୍‍ର ଏହି ପୁଲିସ ଅଧିକାରୀ ବର୍ତ୍ତମାନର କମିଶନର ସତ୍ୟଜିତ୍‍ ମହାନ୍ତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ … Read More

ତୃଣମୂଳସ୍ତରରେ ବଢ଼ୁଛି ଦୁର୍ନୀତି: ପଞ୍ଚାୟତିରାଜ ଓ ଜଳସେଚନ ବିଭାଗ ଆଗୁଆ

ଭୁବନେଶ୍ଵର, (ଓଟି): ରାଜ୍ୟ ଶାସନର ତୃଣମୂଳ ସ୍ତରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପଞ୍ଚାୟତିରାଜ ଓ ଜଳସେଚନ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିରୋଧୀଦଳଙ୍କ ପକ୍ଷରୁ ଏଥିନେଇ ହେଉଥିବା କ୍ରମାଗତ ଯୁକ୍ତିର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି। … Read More

ଅମଲାତାନ୍ତ୍ରିକ ଗୋଳ ରୋକିବାକୁ ସରକାରଙ୍କ ଉଦ୍ୟମ ଜାରି: ଦାୟିତ୍ଵ ଅଦଳବଦଳ ଘୋଷଣା

ଭୁବନେଶ୍ଵର, (ଓଟି): ନିଜକୁ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ କହି ଆଇଏଏସ୍‌ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ଲାଗି ଘୋଷଣା କରିଥିବା ଗଗନ କୁମାର ଧଳଙ୍କୁ ସରକାର ପୁଣି ଏକ ନୂଆ ନିଯୁକ୍ତି ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ବିନା କୌଣସି … Read More

ଜମ୍ମୁ-କାଶ୍ମୀର ଭାରତଠାରୁ ଅଧିକ ପାକିସ୍ତାନ ଓ ଚୀନ କବ‍୍‌ଜାରେ

ଭୁବନେଶ୍ୱର,(ଓଟି): ୧୯୪୭ରେ ଭାରତ ଇଂରେଜ ଶାସନରୁ ସ୍ୱାଧୀନ ହେବା ପରଠାରୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଆସିଛି। କିନ୍ତୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଜମ୍ମୁ-କାଶ୍ମୀର ଅଂଶ ଭାରତଠାରୁ ପାକିସ୍ତାନ ଓ ଚୀନ ପାଖରେ ଅଧିକ ରହିଛି। … Read More

ଏମିତି ହେଲା କ’ଣ: ମୁଖ୍ୟ ସଚିବଙ୍କୁ ଦିନକରେ ଭିଆରଏସ୍‌, ମଞ୍ଜୁରୀ ଓ ନୂଆ ଚାକିରି!

ଭୁବନେଶ୍ଵର, (ଓଟି): କ୍ରମାଗତ ନିର୍ବାଚିତ ହେଉଥିବା ଓଡ଼ିଶା ସରକାରଙ୍କ ଅମଲାତନ୍ତ୍ରରେଯେ ସବୁକିଛଇ ଠିକ୍‌ ଚାଲିଛି ତାହା କହିବାଲାଗି କାହା ଜିଭରେ ହାଡ଼ ନାହିଁ। କେମିତି ବା ରହିବ- ଯେଉଁଠି ମୁଖ୍ୟ ସଚିବ ସୁରକ୍ଷିତ ନୁହନ୍ତି! ଏମିତି କିଛି ଆଶଙ୍କିତ ଚର୍ଚା ସୃଷ୍ଟି … Read More

ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

ଭୁବନେଶ୍ଵର, (ଓଟି): ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବେ। ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପାଢ଼ୀଙ୍କ  ନିଯୁକ୍ତି ସମ୍ପର୍କିତ ଫାଇଲ୍‌କୁ … Read More

ସ୍ଵାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’

ଭୁବନେଶ୍ଵର, (ଓଟି): ସ୍ଵାଧୀନତାର ୭୨ ବର୍ଷ ପରେ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ନୂଆ ସମ୍ବୋଧନ ଯୋଡ଼ିଛନ୍ତି ଓଡ଼ିଶା ସରକାର। ଏଣିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ପରି ସ୍ଵାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସମ୍ବୋଧନ କରାଯିବ। … Read More