ଧାରା ୩୭୦ ଉଚ୍ଛେଦ ମାମଲା: ୫ ଜଣିଆ ଖଣ୍ଡପୀଠ ଶୁଣିବେ ଅଭିଯୋଗ

ଭୁବନେଶ୍ଵର, (ଓଟି): ଜମ୍ମୁ-କଶ୍ମୀର ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର ତଥା ଧାରା ୩୭୦ର ଉପଧାରା ୨ ଏବଂ ୩ ଉଚ୍ଛେଦ ମାମଲାରେ ସୃଷ୍ଟି ହୋଇଥିବା ପ୍ରସଙ୍ଗଗୁଡ଼ିକୁ ସୁପ୍ରିମ୍‌କୋର୍ଟ ଶୁଣିବାକୁ ସହମତି ପ୍ରକାଶ କରିଛନ୍ତି। ବିଭିନ୍ନ ବର୍ଗ, ଗୋଷ୍ଠୀ ତଥା ବ୍ୟକ୍ତି ବିଶେଷଙ୍କଠାରୁ ଅଭିଯୋଗ … Read More

ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର, (ଓଟି): ପ୍ରଧାନ ଶିକ୍ଷକ ଓ ଦଶମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ସରକାର ଦେଇଥିବା ଧମକ ଏବେ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ଗଣଶିକ୍ଷ ନିର୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି କହିଛନ୍ତି। ସେମାନଙ୍କ ପାଖକୁ … Read More

ସରକାରଙ୍କୁ ରାଜନୀତିକ ଭୟ: ଅନିଶ୍ଚିତତାରେ ପୌର ନିର୍ବାଚନ

ଭୁବନେଶ୍ଵର, (ଓଟି): ସର୍ବାଧିକ ସଂଖ୍ୟା ଗରିଷ୍ଠ ଲାଭ କରିଥିବା ଶକ୍ତିଶାଳୀ ବିଜୁ ଜନତାଦଳ କିନ୍ତୁ ଭାଗ୍ୟ ପରୀକ୍ଷା କରିବାକୁ ଡରୁଛି। ପରିସ୍ଥିତି ଏମିତି ହୋଇଛି ଯେ, ସହରାଞ୍ଚଳରେ ନିର୍ବାଚନ ହେଲେ ବିଜେଡି ଟଳମଳ ହେବ ବୋଲି ବି ଆଶଙ୍କା କରୁଛି। ଏଣୁ … Read More

ସପ୍ତାହକ ଭିତରେ ଓଡ଼ିଶାକୁ ଫେରିବ ଗୁରୁତ୍ଵପୂଣ୍ଣ ଐତିହାସିକ ନଥି

ଭୁବନେଶ୍ଵର, (ଓଟି): ଓଡ଼ିଶା ଇତିହାସ ଓ ଶାସନ ସମ୍ବନ୍ଧୀୟ ଅନେକ ଗୁରୁତ୍ଵପୂଣ୍ଣ ନଥି ରାଜ୍ୟକୁ ଫେରିବ। ଜାତୀୟ ଅଭିଲେଖାଗାରର ଉପ ନିର୍ଦେଶକ ଡ. ଟି ହୁସେନ୍‌ ଏହି ଆଶ୍ଵାସନା ଦେଇଛନ୍ତି। ଏହି ଗୁରୁତ୍ଵପୂଣ୍ଣ ନଥିଗୁଡ଼ିକ ଭିତରେ ରହିଛି ୧୮ ଖଣ୍ଡରେ ବିଭକ୍ତ … Read More

ଟାଟା-ରୁଙ୍ଗଟାକୁ ସହାୟତା ପାଇଁ ସ୫ରକାରଙ୍କ ସେଲ ବାହାନା

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ୧୦ ସ୍କୋୟାର କି.ମି. ପର୍ଯ୍ୟନ୍ତ ଖଣି ଲିଜ୍‌ ପାଇଥିବା କୌଣସି କମ୍ପାନୀ ବା ବକ୍ତିବିଶେଷଙ୍କୁ ଆଉ ଅଧିକ ଖଣି ନ ଦେବା ପାଇଁ ଖଣିଜ ପଦାର୍ଥ ନିଲାମ ଆଇନ-୨୦୧୫ର ଉପଧାରା ୬(୧)(ବି) ଅନୁସାରେ ବ୍ୟବସ୍ଥା ରହିଛି। ଟାଟା ଷ୍ଟିଲ … Read More

ତାରା ଫ୍ରମ୍‌ ସତାରା: ସୋହନ୍‌ କପୁରଙ୍କ ଦ୍ଵାରା ବଛା କଳାକାରଙ୍କ ଯାଦୁଗରୀ ଟିଭି ସିରିଏଲ୍‌

ମୁମ୍ବାଇ ଫିଲ୍ମ ଓ ଟେଲିଭିଜନ୍‌ ଦୁନିଆରେ ଜଣେ ପରିଚିତ ନାଁ ହେଉଛନ୍ତି ସୋହନ୍‌ ଠାକୁର। ସ୍କ୍ରିନ୍‌ ଉପରେ ସାଧାରଣ ଲୋକ ତାଙ୍କୁ ଦେଖିବାର ସୁଯୋଗ ପାଆନ୍ତି ନାହିଁ କିନ୍ତୁ ସାରା ଦେଶରୁ ଖୋଜି ଖୋଜି ଖେଶଜି ଯାହାଙ୍କୁ ସେ ପର୍ଦା ଉପରକୁ … Read More

ବିମଳ ପ୍ରସାଦ ଦାସ ହେଲେ ଓଡ଼ିଶା ମାନବାଧିକାର ଆୟୁକ୍ତ

ଦୀର୍ଘ ସାତ ବର୍ଷ ଧରି ଖାଲି ପଡ଼ିଥିବା ଓଡ଼ିଶା ମାନବାଧିକା ଆୟୋଗଙ୍କ ଅଧ୍ୟକ୍ଷ ପଦବୀ ପୂରଣ ହୋଇଛି। ଜଷ୍ଟିସ୍‌ ବିମଳ ପ୍ରସାଦ ଦାସଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ସେ ଓଡ଼ିଶା ହାଇକୋର୍ଟଙ୍କଠାରେ ବିଚାରପତି ଭାବେ … Read More

ଭକ୍ତ ତ୍ରିପାଠୀଙ୍କ ସ୍ପଷ୍ଟୀକରଣ: ଚ୍ୟାନେଲ୍‌ ଆସିବ ନୂଆ ରୂପ ଆଉ ରଙ୍ଗରେ

ଭୁବନେଶ୍ଵର, (ଓଟି): ‘ନ୍ୟୁଜ୍‌ ୱଲ୍ଡ ଓଡ଼ିଶା’ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ପ୍ରସାରଣ ବନ୍ଦ ହେବାର କିଛି ଘଣ୍ଟା ପରେ ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିବା … Read More

ଆଙ୍ଗ୍ରୀ ବାର୍ଡ଼ କପିଲ୍

କମେଡ଼ି କିଙ୍ଗରୁ ଏବେ ଆଙ୍ଗ୍ରୀ ବାର୍ଡ଼ ବନିଯାଇଛନ୍ତି କପିଲ୍ ଶର୍ମା । ଏହି ଖବର ପରେ ମନରେ ପ୍ରଶ୍ନ ଆସିପାରେ ଯେ ସବୁବେଳେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଉଥିବା କପିଲ୍ ପ୍ରଶଂସକ ମହଲରେ ହଠାତ୍ ଏଭଳି ଏକ ନିକନେମ୍ ପାଇବା ପଛରେ … Read More

ନ୍ୟୁଜ୍‌ ୱଲ୍ଡ ଓଡ଼ିଶା ବନ୍ଦ! କର୍ମଚାରୀଙ୍କ ମନରେ ଆଶଙ୍କା

ନୂଆ ସରକାର ଆସିବା ପରେ ରାଜ୍ୟର ଶାସନ ମହଲା ଯେତିକି ଚଳଚଞ୍ଚଳ ହେଉଛି, ଗଣମାଧ୍ୟମ- ବିଶେଷକରି ନ୍ୟୁଜ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ଗୁଡ଼ିକ ସେତିକି ଭାଙ୍ଗିଭୁଙ୍ଗି ଚୁନା ହେବାରେ ଲାଗିଛନ୍ତି। ଗୋଟିକ ପରେ ଗୋଟିଏ ଚ୍ୟାନେଲ୍‌ ଏବେ ବନ୍ଦ ବା ସଙ୍କୁଚିତ … Read More